ସୁନ୍ଦରଗଡରୁ ଲାହୋର ଜେଲ, ଶତୃଦେଶରେ ୨୦ ବର୍ଷର ବନ୍ଦୀ ଜୀବନ । ମୃତ୍ୟୁର ପାଦ ଦେଶକୁ ଛୁଇଁ ଜନ୍ମମାଟିକୁ ଫେରୁଛନ୍ତି…
କନକ ବ୍ୟୁରୋ : ଓଡିଶାର କୂଳଭୁଷଣ ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷର ଜର୍ଜରିତ ବନ୍ଦୀ ଜୀବନ । ସାମାନ୍ୟ ଭୁଲରୁ ପାକିସ୍ତାନରେ ଫସିଗଲେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ । ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଏବେ ଗାଁକୁ ଡେଫରୁଛନ୍ତି ବିରଜୁ ।…