Advertisment

Mukesh Sahu

ମୋଦି ସରକାର ବିରୋଧରେ ଏକଜୁଟ ହେଲେ ବିରୋଧୀ । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଲେ ୧୯ଟି ଦଳ, ୨୦୨୪ ସାଧାରଣ ନିର୍ବାଚନ ନେଇ ଆଲୋଚନା ।

ପରଦାରେ ଆଫଗାନିସ୍ତାନର ଆତଙ୍କ ରାଜ । ବଲିଉଡ୍ ସିନେମାରେ ଦେଖିବାକୁ ମିଳିଛି ତାଲିବାନର ତାଣ୍ଡବ, ସତ କାହାଣୀକୁ ସିନେମା ଜରିଆରେ ଦେଖାଇଛି ବଲିଉଡ୍ ।

ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଲେ ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’ ।

ସାମ୍ବାଦିକାଙ୍କୁ ଷ୍ଟୁଡିଓ ଭିତରକୁ ପୁରାଇ ଦେଲେନି ତାଲିବାନୀ । ଜୀବନ ପ୍ରତି ବିପଦ ଥିବା କହିଲେ ଶବନମ । ସେପଟେ ଜୀବନ ବିକଳରେ ଆମେରିକା ବିମାନ ଚକାକୁ ଧରି ଗଲାବେଳେ ଖସିପଡ଼ିଲେ ଫୁଟବଲ ଖେଳାଳି ଜ୍ୟାକି ଅନୱାରି ।

ଓଡି଼ଶାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାୱାର-ସୋ । ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଲେ, ବକୁଳ ବନ ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ । ସେପଟେ ଟ୍ରେନରେ ବୁଲି ଲୋକଙ୍କ ସହ କଥା ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ମାଷ୍ଟରପ୍ଲାନ । ଓଡି଼ଶାରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା, ୯୬ ଲକ୍ଷ ପରିବାରକୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା । ନବୀନ କହିଲେ, ସମସ୍ତଙ୍କ ଜୀବନ ମୂଲ୍ୟବାନ । 

ରାଜଧାନୀର ନିରୋଳା ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତ ଦେହ । ବାପା,ମା କହିଲେ, ଜେଇଇ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ବିଷାଦରେ ଥିଲେ ଝିଅ । ସାମ୍ନାକୁ ଆସିଲା ରାତି ଅଢ଼େଇଟାରେ ରାସ୍ତାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ।

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ! ଆଜି ୧୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ଅଳ୍ପ କିଛି ସ୍ଥାନରେ ହୋଇପାରେ ସାମାନ୍ୟ ବର୍ଷା ।

ମନମୋହୁଛି ଧାନ ଓ କାଇଁଚ ରାଖୀ । ଧର୍ମଶାଳାରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି କାଇଁଚ ରାଖୀ, କୋରାପୁଟରେ ଧାନ ରାଖୀ ଷ୍ଟଲରେ ଗ୍ରାହକଙ୍କ ଭିଡ ।

ଭୂତକୋଠି ପାଲଟିଛି କୃଷକ ତାଲିମ କେନ୍ଦ୍ର । କୋଠା ପାଖକୁ ଯିବାକୁ ନାହିଁ ରାସ୍ତା, ଅନାବନା ଗଛରେ ଜଙ୍ଗଲ ପାଲଟିଗଲାଣି ୫୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା କୋଠା ।

ସବସ୍କ୍ରାଇବ କରନ୍ତୁ