Advertisment

Mukesh Sahu

ଆଫଗାନିସ୍ତାନରୁ ଆସିଲା ଛାତି ଥରାଇ ଦେଲା ଭଳି ଦୃଶ୍ୟ । ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ପଛ ପଟେ ଗୁଳି ଫୁଟାଇ ଲୋକଙ୍କୁ ଭୟଭୀତ କରୁଛନ୍ତି ତାଲିବାନ, ଜୀବନ ଭୟରେ ଏଣେ ତେଣେ ଦୌଡୁଛନ୍ତି ଲୋକେ ।

ରାଜ୍ୟର ୨୭ ଜିଲ୍ଲାରେ କମ୍ ବୃଷ୍ଟିପାତ ନେଇ ପାଣିପାଗ ବିଭାଗର ସୂଚନା । ଜୁନରୁ ଅଗଷ୍ଟ ମାସରେ ୩୦ ପ୍ରତିଶତ କମ୍ ବର୍ଷ. ୫ଜିଲ୍ଲାରେ ୪୦ ପ୍ରତିଶତରୁ କମ୍ ବର୍ଷିଛି ମୌସୁମୀ ।

ଦେଶ ପାଳୁଛି ସ୍ନେହଭରା ସମ୍ପର୍କର ପର୍ବ । ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ଆପଣଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ ।

ଚିନ୍ତା ବଢାଉଛି ସ୍ମାର୍ଟସିଟିର ସଂକ୍ରମଣ । ରାଜ୍ୟରେ କମୁଛି ହେଲେ ରାଜଧାନୀରେ କମୁନି କରୋନା ।

ପ୍ରାଇମ ଟାଇମ ବୁଲେଟିନ : ୨୧/୦୮/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୨୧/୦୮/୨୦୨୧

ଉଠାଉ ଉଠାଉ ଭାଙ୍ଗିଗଲା ମାଷ୍ଟରକ୍ୟାଣ୍ଟିନ ନର୍ତକୀ ମୂର୍ତ୍ତି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବେଳେ ଅଘଟଣ, ତରବରିଆ ଭାବେ ଅଠା ଦେଇ ଯୋଡି ଦିଆଗଲା ମୂର୍ତ୍ତି ।

ଭାଇ ଦେଲା ଭାଇକୁ ଧୋକା । ଅସ୍ରଫ ଘନି ଦେଶଛାଡ଼ି ଚାଲିଯିବା ପରେ ତାଲିବାନୀଙ୍କ ସହ ହାତ ମିଳାଇଲେ ଭାଇ ହସମତ ଘନି ।

ଭୁବନେଶ୍ୱରରେ ଭାରତୀୟ ହକି ଦଳର ୪ ଓଡ଼ିଆ ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ । ହକି ଖେଳାଳୀଙ୍କ ସହ ରାତ୍ରି ଭୋଜନ କଲେ ଧର୍ମେନ୍ଦ୍ର ପ୍ରଧାନ ।

ଜାମ୍ମୁକାଶ୍ମୀରରେ ସେନାର ବଡ ଅପରେସନ୍ । ରଜୌରୀରେ ଏନକାଉଣ୍ଟରରେ ସେନା ଗୁଳିରେ ନିପାତ ହେଲେ ୨ ଆତଙ୍କୀ ।

ପ୍ରାଇମ ଟାଇମ ବୁଲେଟିନ : ୨୦/୦୮/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୨୦/୦୮/୨୦୨୧

Advertisment
ସବସ୍କ୍ରାଇବ କରନ୍ତୁ