0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Mukesh Sahu
ନ୍ୟୁଜ୍
କାବୁଲ ଏୟାରପୋର୍ଟରୁ ଆସିଲା ଛାତିଥରା ଦୃଶ୍ୟ । ଛୋଟ ପିଲାକୁ ଏୟାରପୋର୍ଟ ଭିତରକୁ ଛାଡ଼ିଦେବାକୁ ପ୍ରୟାସ, ପିଲାର ଜୀବନ ବଞ୍ଚାଇବା ପାଇଁ ଆମେରିକା ସେନା ହାତରେ ଟେକି ଦେଲେ ବାପା-ମାଆ ।
By
Mukesh Sahu
Aug 19, 2021
22:12
IST
ନ୍ୟୁଜ୍
କାବୁଲରେ ବାହା ଦେଇଥିଲେ ଝିଅ... ତାଲିବାନୀ ଦଖଲ ପରେ ଏବେ ମିଳୁନି ପତା । ଲାଗୁନି ଫୋନ୍, ମା’ ଆଖିରୁ ହଜିଗଲାଣି ନିଦ ।
By
Mukesh Sahu
Aug 19, 2021
21:18
IST
ନ୍ୟୁଜ୍
ଦେହଜୀବୀଙ୍କ ସହ ମଉଜ ପାଇଁ କରୁଥିଲା ଆଡମିସନ୍ ଠକେଇ । ବିନା ପରୀକ୍ଷାରେ ମେଡିକାଲ କଲେଜ ସିଟ୍ କରିଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍, ଅଭିଯୁକ୍ତ ସୁମିତଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।
By
Mukesh Sahu
Aug 19, 2021
21:02
IST
ନ୍ୟୁଜ୍
କାଲି ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏପଟେ ଯୋଜନାକୁ ନେଇ ଜୋରଧରିଲା ରାଜନୀତି, କାର୍ଯ୍ୟକାରିତାକୁ ନେଇ ସନ୍ଦେହ କଲେ ବିରୋଧୀ, ବିଜେଡି କହିଲା, ଅସହିଷ୍ଣୁ ହୁଅନାହିଁ ।
By
Mukesh Sahu
Aug 19, 2021
20:36
IST
ନ୍ୟୁଜ୍
କୁନି ପିଲାଙ୍କୁ କରୋନା । ରାଜ୍ୟରେ ମୋଟ ୮୩,୪୧୭ ପିଲା ସଂକ୍ରମିତ, ସରକାର ଦେଲେ ହିସାବ ।
By
Mukesh Sahu
Aug 19, 2021
19:54
IST
ନ୍ୟୁଜ୍
ଟିକାର ଦୁଇଟି ଡୋଜ ନେବା ପରେ ବି ହେଉଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଡୋଜ ନେଇସାରିଥିବା ୮୭ହଜାରରୁ ଅଧିକ କରୋନା ସଂକ୍ରମିତ ।
By
Mukesh Sahu
Aug 19, 2021
17:11
IST
ନ୍ୟୁଜ୍
ଭାଙ୍ଗିଯାଇଛି ମାଟି ଘର, ସରକାରୀ ଯୋଜନାରେ ମିଳିନାହିଁ ପକ୍କା ଘର । ପରିଣତ ବୟସରେ କ୍ୟାବିନ ଭିତରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି । ପ୍ରଶ୍ନ, କାହା ପାଇଁ ସରକାରୀ ଯୋଜନା ।
By
Mukesh Sahu
Aug 19, 2021
16:59
IST
ନ୍ୟୁଜ୍
ଯୌତୁକ ନିର୍ଯାତନାର ଅଭିଯୋଗ ଉପରେ ଭର୍ତୃହରିଙ୍କ ପ୍ରତିକ୍ରିୟା । କହିଲେ, ଦିଲ୍ଲୀ କୋର୍ଟରେ ଦୁଇ ବର୍ଷ ଧରି ଚାଲିଛି ପୁଅ-ବୋହୂଙ୍କ ବିବାହ ବିଚ୍ଛେଦ ମାମଲା, ୪ ବର୍ଷ ହେଲା ଭୋପାଳରେ ରହୁଛନ୍ତି ବୋହୂ ସାକ୍ଷୀ ।
By
Mukesh Sahu
Aug 19, 2021
16:41
IST
ନ୍ୟୁଜ୍
୨୦ କିମି ପାହାଡି ରାସ୍ତା ଚାଲିଲେ ମିଳିବ ଚାଉଳ । ଗାଁ ଗୋଟିଏ ପଞ୍ଚାୟତରେ, ପିଡିଏସ ସାମଗ୍ରୀ ମିଳୁଛି ଆଉ ଗୋଟିଏ ପଞ୍ଚାୟତରେ, ଚାଉଳ ଆଣିବାକୁ ହଇରାଣ ହେଉଛନ୍ତି ଲୋକେ ।
By
Mukesh Sahu
Aug 19, 2021
16:28
IST
ନ୍ୟୁଜ୍
ଯନ୍ତ୍ରଣା ଦେଉଛି ଦୂଷିତ ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅରୁ ବାହାରୁଛି ଗୋଳିଆ ଓ ଆଇରନ୍ ଯୁକ୍ତ ପାଣି, ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ।
By
Mukesh Sahu
Aug 19, 2021
16:18
IST
Prev
1
...
159
160
161
Next
Advertisment
ସବସ୍କ୍ରାଇବ କରନ୍ତୁ