ରେଳ ସୁରକ୍ଷା ନେଇ ବଡ଼ ପଦକ୍ଷେପ। ସୁରକ୍ଷିତ ହେବ ସିଗନାଲିଂ ସିଷ୍ଟମ କ୍ୟାବିନ୍

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହେବା ପରେ ରେଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତିି କେନ୍ଦ୍ର ସରକାର । ସିଗନାଲିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । କିନ୍ତୁ କେଉଁ ପରିସ୍ଥିତିରେ କାହା ଭୁଲ ଯୋଗୁ ସିଗନାଲ…

ନବରଙ୍ଗପୁରରେ ବାପା ମୃତ୍ୟୁର ପ୍ରତିଶୋଧ ହତ୍ୟାରେ ନେଲା ନାବାଳକ ପୁଅ। ୨ ଜଣଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ବାପାଙ୍କ ମୃତ୍ୟର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଛି ନାବାଳକ ପୁଅ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାସପୁର ଗାଁର ଏପରି ଏକ ହତ୍ୟାକାଣ୍ଡ ଘଟିଛି । ଗତ ୨ ତାରିଖ ଦିନ ରାସପୁର ଗାଁର ଏକ ପୋଖରୀରୁ କଲଚୁଆ ଗାଁର ନାଥା ପାହାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।…

ଟ୍ରେନ ଦୁର୍ଘଟଣା ସମ୍ପର୍କରେ ବାପାଙ୍କୁ କହିବା ପରେ ଅଚେତ ହୋଇଯାଇଥିଲା ପୁଅ, ଶବ ଭାବି ଗାଡିରେ ଲଦି ଦେଇଥିଲେ…

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣାରେ ଜୀବନ ଦୀପ ଲିଭିଯାଇଛି ଭାବି ଦେଇଥିଲେ ଉଦ୍ଧାରକାରୀଦଳ । ମୃତ ଭାବି ପୁଅକୁ ଶବ ଗଦାରେ ଫିଙ୍ଗି ଦେଇଥିଲେ ସ୍ୱେଚ୍ଛାସେବୀ । ତାଙ୍କ ଉପରେ ୮ରୁ ୧୦ଟି ଶବ ଗଦେଇ ଦିଆଯାଇଥିଲା । ତେବେ ଗାଡିରେ ଶବ ବୋହି ନେବା ସମୟରେ ଯୁବକ ଜଣକ ତାଙ୍କର ବାମ ହାତ ହଲାଇଥିଲେ ।…

ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛି ୪ ବର୍ଷର କୁନି ଝିଅ। ଫଟୋକୁ ଧରି ବାପା ବାପା ବୋଲି ଡାକୁଛି ଝିଅ

କନକ ବ୍ୟୁରୋ: ବାପାଙ୍କ ଫଟୋକୁ ପୋଛି ପକାଉଛି ଝିଅ । ଫଟୋରେ ବାପାଙ୍କୁ ଗେଲ କରିବା ସହ ବାପା ବାପା ବୋଲି ଡାକ ପକାଉଛି, ହେଲେ ସେ ଜାଣି ନାହିଁ ତା ବାପା ଆଉ ଆସିବେ ନାହିଁ । କି ତାକୁ କୋଳେଇ ନେଇ ଗେହ୍ଲା କରିବେ ନାହିଁ । କାରଣ କରମଣ୍ଡଳରେ ସେହି କାଳରାତିରେ ତା ବାପାଙ୍କୁ ସବୁଦିନ ପାଇଁ…

ସ୍ୱାମୀ ମୃତ୍ୟୁର ସହାୟତା ରାଶି ନେବାକୁ ପଶ୍ଚିମବଙ୍ଗରୁ ଆସିଛନ୍ତି ଗର୍ଭବତୀ ସ୍ତ୍ରୀ,  ପାଖରେ ଅଛି କୁନି ପୁଅ 

କନକ ବ୍ୟୁରୋ: କେତେ ନିଷ୍ଠୁର ଦୁର୍ଘଟଣାର ସେଇ ଦୁଃସମୟ । କେତେ କଷ୍ଟଦାୟ କରମଣ୍ଡଳର ସେହି କାଳରାତି । ସେ କଥା ବୟାନ କରିବା ସମ୍ଭବ ନୁହେଁ । ମହମ୍ମଦ ଅର୍ମନ୍। ହାୱଡା ଟିକେପାଲରେ ଘର। ଆଜିକୁ ୧୫ ବର୍ଷ ହେଲାଣି ଟ୍ରେନ ପ୍ୟାଣ୍ଟ୍ରିକାରରେ ଚା ବିକ୍ରି କରିଆସୁଥିଲେ। ଘରେ ବାପା, ମା, ସ୍ତ୍ରୀ…

କନ୍ଧମାଳର ନେତା କିଡନାପ କାହାଣୀ। ନିଜକୁ ନିଜେ ଅପହରଣ କରି ଗିରଫ ହେଲେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ

କନକ ବ୍ୟୁରୋ: ନିଜେ ନିଜେ ଅପହରଣ ନାଟକ ରଚି ବନ୍ଧା ହୋଇଛନ୍ତି ବ୍ଲକ ଉପାଧ୍ୟକ୍ଷ । ତାଙ୍କ ସହ ତାଙ୍କର ୫ ଜଣ ସହଯୋଗୀ ବି ଗିରଫ ହୋଇଛନ୍ତି । ଏହାସହ ୩ଟି ଗାଡି ଜବତ କରିଛି ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ । ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ…