ପ୍ରତିବାଦର ନୂଆ ତରିକା । ବିଭିନ୍ନ ସମସ୍ୟାକୁ ବିରୋଧ କରି ବିଦ୍ୟୁତ୍ ଅଫିସରେ ମସଲା ବାଟିଲେ ଉପଭୋକ୍ତା

କନକ ବ୍ୟୁରୋ: ଟାଣ ଖରା ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ । ଏହି ସମସ୍ୟା କେବଳ ଆମ ରାଜ୍ୟରେ ନୁହେଁ ବରଂ ଏକାଧିକ ରାଜ୍ୟରେ ଏପରି ସମସ୍ୟା ଦେଖାଦେଉଛି । ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲଟେଜ୍ ସମସ୍ର୍ୟା ଆଦି ଲାଗି ରହୁଛି । ସମଗ୍ର ଦେଶରେ ଏବେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।…

ଫିଲ୍ମ ଫ୍ଲପ୍ ପରେ ମୁହଁ ଖୋଲିଲେ କଙ୍ଗନା । କହିଲେ ୨୦୨୨ ଏଯାଏଁ ସରିନି ।

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ୍’ ବକ୍ସ ଅଫିସରେ ସବୁଠୁ ବଡ ଫ୍ଲପ୍ ସାବ୍ୟସ୍ତ ହୋଇଛି । ସବୁଠାରୁ ବଡ ଝଟକା ଲାଗିଛି ଏହାର ପ୍ରଯୋଜକଙ୍କୁ । କାରର ଫିଲ୍ମଟି ଏଯାଏଁ ମୋଟ ଖର୍ଚ୍ଚ ୧୦ ପ୍ରତିଶତ ମଧ୍ୟ ଅସୁଲ କରିପାରିନାହିଁ । ଫିଲ୍ମ ‘ଧାକଡ୍’ ଫ୍ଲପ୍ ହେବା ପରେ…

ଜମ୍ମୁ-କାଶ୍ମୀର ବାରାମୁଲା ଓ କୁପୱାଡାରେ ଏନକାଉଣ୍ଟର । ୨ ଆତଙ୍କବାଦୀ, ଜଣେ ପାକିସ୍ତାନୀ ନିହତ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାରେ ଭାରତୀୟ ସୁରକ୍ଷା ବଳକୁ ମିଳିଛି ସଫଳତା । ଏଠିକାର ଚକତାରସ୍ କନ୍ଦି ଇଲାକାରେ ମଙ୍ଗଳବାର ଏନାଉଣ୍ଟରରେ ୨ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର ୨ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଏହାସହ ଜଣେ ପାକିସ୍ତାନୀ ମଧ୍ୟ ନିହତ ହୋଇଥିବା…

ଅନୀଲ ଅମ୍ବାନୀଙ୍କ ବିରୋଧରେ ପାରିତ ହେଲା ‘ବ୍ଲାକ୍ ମନି ଆକ୍ଟ’ । ବିଦେଶରେ ରଖିଛନ୍ତି ୮୦୦ କୋଟିର ସମ୍ପତ୍ତି ।

କନକ ବ୍ୟୁରୋ: ଅନୀଲ ଅମ୍ବାନୀ ଏବେ ଆଉ ଏକ ସମସ୍ୟାରେ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ ଅଡୁଆରେ ପଡିଛନ୍ତି ଅନୀଲ ଅମ୍ବାନୀ । ଆୟକର ବିଭାଗ ର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି ।…

ସଲମାନଙ୍କୁ ମାରିବାକୁ ସବୁ ପ୍ଲାନ୍ ହୋଇଥିଲା । ହେଲେ ପ୍ଲାନ୍ ଫେଲ୍ ହେଲା କିପରି? ଖୁଲାସା କଲା ଲରେନ୍ସ ବିଷ୍ଣୋଇ ।

କନକ ବ୍ୟୁରୋ: ସଲମାନ୍ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିିଳିଛି । ଏହାପରେ ଆକ୍ସନ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ଏଥିପାଇଁ ସବୁ ପ୍ଲାନ ସରିଥିଲା ହେଲେ ଶେଷ ସମୟରେ…

ଦୁର୍ନୀତି ମାମଲାରେ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିଲେ  । ଏବେ ନିଜେ ଗିରଫ ହେଲେ ଲେଡି ସିଂଘମ୍ ।

କନକ ବ୍ୟୁରୋ: କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ ଆସାମର ଏହି ଲେଡି ସିଂଘମଙ୍କ କାହାଣୀ । କିଛି ମାସ ହେବ କାର୍ଯ୍ୟ ଦକ୍ଷତା ପାଇଁ ଖୁବ ଚର୍ଚ୍ଚାରେ ରହିଆସୁଥିଲେ ଏହି ପୋଲିସ ଅଧିକାରୀ । ହେଲେ ଏବେ ନିଜେ ବନ୍ଧା ହୋଇଛନ୍ତି । ଆମେ କହୁଛୁ ଆସାମର ‘ଲେଡି ସିଂଘମ୍’ ଭାବେ ପରିଚିତ ଆସାମ ରାଜ୍ୟ…