ତୈଳ କମ୍ପାନୀଙ୍କୁ ବିରୋଧ କରି ଆଜି ୭୦ ହଜାର ପେଟ୍ରୋଲ ପମ୍ପ ବନ୍ଦ । ଜାଣନ୍ତୁ କ’ଣ ରହିବ ପ୍ରଭାବ ।

କନକ ବ୍ୟୁରୋ: ଦେଶରେ ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ଆଜି ତୈଳ କମ୍ପାନୀଙ୍କ ଠାରୁ ତୈଳ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଦରରେ ବୃଦ୍ଧି ସତ୍ତେ୍ୱ ସେମାନଙ୍କ କମିସନରେ ସଂଶୋଧନ କରାଯାଉନଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟମାନଙ୍କର ପେଟ୍ରୋଲ ଡିଲର…

ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କନକ ବ୍ୟୁରୋ: ଆସିଲା ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ରିପୋର୍ଟ ମୁତାବକ, ତାଙ୍କର ଶରୀରକୁ ୨୪ ବୁଲେଟ୍ ଗୁଳି ଭେଦି ଯାଇଥିଲା । ଏହାସହ ଖପୁରୀରୁ ମଧ୍ୟ ବାହାରିଲା ଗୋଟିଏ ଗୁଳି । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଫୁଟିଥିଲା । ସୋମବାର ରାତିରେ ପାଞ୍ଚଜଣିଆ ଡାକ୍ତରୀ…

ଆମ୍ବୁଲାନ୍ସ ଡ୍ରାଇଭରର ବେପରୁଆ ଡ୍ରାଇଭିଙ୍ଗ ହେଲା କାଳ । ଅକାଳରେ ଚାଲିଗଲା ୭ ଜୀବନ

କନକ ବ୍ୟୁରୋ: ଆଜି ଭୋର ସମୟରେ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ଚାଲିଗଲା ୭ ଜୀବନ । ମିଳିଥିବା ସୂଚନା ମୁତାବକ, ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା ।…

ଆଇପିଏଲରେ ସହିପାରିଲେନି ରାଜସ୍ଥାନ ରୟାଲ୍ସର ପରାଜୟ । ଚରମ ପଦକ୍ଷେପ ନେଲେ ଯୁବକ

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଫାଇନାଲରେ ରାଜସ୍ଥାନକୁ ହରାଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟ ପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବାବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ରାଜସ୍ଥାନର ଏମିତି ଜଣେ ପଶଂସକ ଦଳର ପରାଜୟ ସହିନପାରି…

ଆଇଏସଆଇଏସ ମୁଖ୍ୟ ଅବୁ-ହସନ୍ ଗିରଫ୍ । ଇସ୍ତାନବୁଲ ଗଣମାଧ୍ୟମର ସୂଚନା

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ଅବୁ ଅଲ୍-ହସନ୍ ଅଲ୍ କ୍ୟୁରେସୀକୁ ଇସ୍ତାନବୁଲରେ ଗିରଫ କରାଯାଇଛି । ଇସ୍ତାନବୁଲ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଇସ୍ତାନବୁଲ ଅଧିକାରୀ ଅବୁ-ଅଲ୍ ହସନକୁ ଗିରଫ କରିଥିବା ତୁର୍କୀ ନ୍ୟୁଜ୍ ୱେବସାଇଟ୍ ଓଡା ଟିଭି ପକ୍ଷରୁ କୁହାଯାଇଛି ।…

ଠାକୁରଙ୍କୁ ଦର୍ଶନ କରି ଫେରୁଥିଲେ ,ବାଟରେ ଜଗିଥିଲା ଯମ । ଚାଲିଗଲା ୭ ଜୀବନ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣ ଶ୍ରଦ୍ଧାଳୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ…