ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପରେ ସଲମାନ ଖାନଙ୍କ ପାଳି ! ଲରେନ୍ସ ବିଷ୍ଣୋଇଙ୍କ ଧମକ ଭିଡିଓ ହେଉଛି ଭାଇରାଲ ।

କନକ ବ୍ୟୁରୋ: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଚର୍ଚ୍ଚା ଜୋର ଧରିଛି । ମୁସେୱାଲାଙ୍କ ପରେ ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା ନେଇ ତାଙ୍କର ଧମକର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବର୍ଷକ ତଳେ ପୋଲିସ କଷ୍ଟଡିରେ ଥାଇବି…

ସ୍ୱାମୀ ସହ ଝଗଡାର ଭୟଙ୍କର ପରିଣତି । ୬ ପିଲାଙ୍କୁ କୂଅରେ ପକାଇ ମାରିଦେଲା ମା’

କନକ ବ୍ୟୁରୋ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଘଟିଛି ଛାତି ଥରେଇଦେବା ଭଳି ଘଟଣା । ସ୍ୱାମୀ ସହ କଳି ହେଲା ବୋଲି କଂସେଇ ସାଜିଲା ମା’ । ଏକ ପରିତ୍ୟକ୍ତ କୂଅରେ ନିଜର ୬ ପିଲାଙ୍କୁ ପକାଇ ହତ୍ୟା କରିଥିବା ଘଟଣା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ ଜିଲ୍ଲା ମହାଡ ଅଞ୍ଚଳର…

ତୈଳ କମ୍ପାନୀଙ୍କୁ ବିରୋଧ କରି ଆଜି ୭୦ ହଜାର ପେଟ୍ରୋଲ ପମ୍ପ ବନ୍ଦ । ଜାଣନ୍ତୁ କ’ଣ ରହିବ ପ୍ରଭାବ ।

କନକ ବ୍ୟୁରୋ: ଦେଶରେ ୨୪ଟି ରାଜ୍ୟରେ ପ୍ରାୟ ୭୦ ହଜାର ପେଟ୍ରୋଲ ପମ୍ପ ଆଜି ତୈଳ କମ୍ପାନୀଙ୍କ ଠାରୁ ତୈଳ ନକିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଦରରେ ବୃଦ୍ଧି ସତ୍ତେ୍ୱ ସେମାନଙ୍କ କମିସନରେ ସଂଶୋଧନ କରାଯାଉନଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟମାନଙ୍କର ପେଟ୍ରୋଲ ଡିଲର…

ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ

କନକ ବ୍ୟୁରୋ: ଆସିଲା ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ରିପୋର୍ଟ ମୁତାବକ, ତାଙ୍କର ଶରୀରକୁ ୨୪ ବୁଲେଟ୍ ଗୁଳି ଭେଦି ଯାଇଥିଲା । ଏହାସହ ଖପୁରୀରୁ ମଧ୍ୟ ବାହାରିଲା ଗୋଟିଏ ଗୁଳି । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଫୁଟିଥିଲା । ସୋମବାର ରାତିରେ ପାଞ୍ଚଜଣିଆ ଡାକ୍ତରୀ…

ଆମ୍ବୁଲାନ୍ସ ଡ୍ରାଇଭରର ବେପରୁଆ ଡ୍ରାଇଭିଙ୍ଗ ହେଲା କାଳ । ଅକାଳରେ ଚାଲିଗଲା ୭ ଜୀବନ

କନକ ବ୍ୟୁରୋ: ଆଜି ଭୋର ସମୟରେ ଉତ୍ତରପ୍ରଦେଶ ବରେଲୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ଚାଲିଗଲା ୭ ଜୀବନ । ମିଳିଥିବା ସୂଚନା ମୁତାବକ, ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା ।…

ଆଇପିଏଲରେ ସହିପାରିଲେନି ରାଜସ୍ଥାନ ରୟାଲ୍ସର ପରାଜୟ । ଚରମ ପଦକ୍ଷେପ ନେଲେ ଯୁବକ

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଫାଇନାଲରେ ରାଜସ୍ଥାନକୁ ହରାଇ ଟାଇଟଲ ହାତେଇ ନେଇଛି ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ପରେ ଅନେକ କ୍ରିକେଟ ପ୍ରେମୀଙ୍କ ମୁହଁରେ ହସ ଖେଳିଯାଇଥିବାବେଳେ ରାଜସ୍ଥାନର ପ୍ରଶଂସକ ନିରାଶ ହୋଇଛନ୍ତି । ତେବେ ରାଜସ୍ଥାନର ଏମିତି ଜଣେ ପଶଂସକ ଦଳର ପରାଜୟ ସହିନପାରି…