‘କାଳୀ’ ପୋଷ୍ଟର ବିବାଦ ପରେ ନିର୍ଦ୍ଦେଶିକା ଲୀନା ମନିମେକଲାଇଙ୍କ ନୂଆ ଟ୍ୱିଟ୍ । ‘ଶିବ-ପାର୍ବତୀ’ଚରିତ୍ରଙ୍କୁ ସିଗାରେଟ୍…

କନକ ବ୍ୟୁରୋ: ‘କାଳୀ’ ପୋଷ୍ଟର ବିବାଦ ପରେ ଫିଲ୍ମର ନିର୍ଦ୍ଦେଶିକା ଲୀନା ମଣିମେକଲାଇ ଆଉ ଏକ ଟ୍ୱିଟ୍ କରି ନିଜ ସମସ୍ୟାକୁ ନିମନ୍ତ୍ରଣ ଦେଇଛନ୍ତି । ସେ କରିଥିବା ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି । ଫୋଟୋକୁ ଟ୍ୱିଟ୍ କରି ଲୀନା…

କଲେଜ କର୍ତ୍ତୃପକ୍ଷଙ୍କୁ ୨ ବର୍ଷ ୯ ମାସର ଦରମା ଫେରାଇଲେ ପ୍ରଫେସର । ଜାଣନ୍ତୁ ଏହାର କାରଣ କ’ଣ

କନକ ବ୍ୟୁରୋ: ପଢ଼ିବାକୁ ପିଲା ଆସୁ ନାହାନ୍ତି, ଦରମା ନେବି କାହିଁକି ବୋଲି ଯୁକ୍ତି ଦର୍ଶାଇ ଜଣେ ବିହାରୀ କଲେଜ ପ୍ରଫେସର୍‌ ୨ ବର୍ଷ ୯ ମାସର ଦରମା ବାବଦକୁ ୨୩.୮ ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି। କିନ୍ତୁ କଲେଜ କର୍ତ୍ତୃପକ୍ଷମାନେ ପ୍ରଫେସରଙ୍କ ଦରମା ଫେରସ୍ତ ପ୍ରତିବାଦକୁ ଗ୍ରହଣ କରିପାରି…

ଆଜିଠୁ ଭାରତ-ଇଂଲଣ୍ଡ ଟି-ଟ୍ୱେଂଟି ସିରିଜ । ଦଳକୁ ଫେରିବେ ନିୟମିତ ଅଧିନାୟକ ରୋହିତ ଶର୍ମା ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ । ଭାରତୀୟ ଦଳକୁ ଫେରିବେ ନିୟମିତ ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମିତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ପଂଚମ ଟେଷ୍ଟ ଖେଳିପାରିନଥିଲେ ରୋହିତ । ଏବେ କରୋନାରୁ ସୁସ୍ଥ ହେବା ପରେ ଦଳର ନେତୃତ୍ୱ ନେବା ପାଇଁ ପୂରା ପ୍ରସ୍ତୁତ…

ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା । ତଥାପି  ଯିବେ ବୋଲି କହିଲେ ଅପରାଜିତା ଷଡଙ୍ଗୀ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ୭୩ ତମ ରାଜ୍ୟସ୍ତରୀ ବନ ମହୋତ୍ସବ ଆଜି ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ନିମନ୍ତ୍ରଣ ପତ୍ରରେ ନାମ ନଥିବାରୁ ଓ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟୁଇଟ୍…

ସୌନ୍ଦର୍ଯ୍ୟ ପଛର ଯନ୍ତ୍ରଣା କାହାଣୀ । କସମେଟିକ୍ସ ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଜୀବଙ୍କୁ କରାଯାଉଛି ହତ୍ୟା ।

କନକ ବ୍ୟୁରୋ: ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ବିଭିନ୍ନ ପ୍ରକାରର କସ୍ମେଟିକ୍ସ ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କସ୍ମେଟିକ୍ସ ପଛରେ ରହିଛି କିଛି ଯନ୍ତ୍ରଣା କାହାଣୀ ।…

ହସ୍ପିଟାଲରେ ମରଣ ସହ ଲଢେଇ କରୁଛି ସ୍ୱାମୀ । ଜୀବନ ବଞ୍ଚାଇବାକୁ କୁନି ପୁଅକୁ ଧରି ଘର ଘର ବୁଲି ସ୍ତ୍ରୀ ମାଗୁଛି ଭିକ ।

କନକ ବ୍ୟୁରୋ: କାଖରେ କଅଁଳା ପୁଅ, ଛାତିରେ ଛାତିଏ କୋହ, ଆଖିରୁ ଅନବରତ ଝରୁଛି ଲୁହ । ମୃତ୍ୟୁ ସହ ଅହରହ ଲଢେଇ କରୁଥିବା ସ୍ୱାମୀର ଜୀବ ବଞ୍ଚାଇବାକୁ ଘର ଘର ବୁଲି କାନି ପତାଉଛି ସ୍ତ୍ରୀ । ପାଟିରେ ଗୋଟିଏ ବିକଳ ପ୍ରାର୍ଥନା ମୋ ସ୍ୱାମୀଙ୍କୁ ଫେରାଇଆଣ, ମୋ ସ୍ୱାମୀଙ୍କୁ ଭଲ କରିଦିଅ । ତାଙ୍କ ଛଡା…