ଦିବ୍ୟାଙ୍ଗ ବାପାଙ୍କ ସାହସୀ ଝିଅ । ‘ନାହିଁ’କୁ ନିଘା ନାହିଁ । ବାପାଙ୍କ ତିନି ଚକିଆ ସାଇକେଲରେ ଆଗକୁ ବଢୁଛି…

କନକ ବ୍ୟୁରୋ: ଯେତେ କଷ୍ଟ ହେଉ । ମୁଁ ପାଠ ପଢିବି ମୋ ବାପାଙ୍କ ଦୁଃଖ ଦୂର କରିବି । ମୋ ବାପା ସିନା ଦିବ୍ୟାଙ୍କ ହେଲେ ତାଙ୍କ ମନ ଭାରି ଟାଣ । ଆମକୁ ମଣିଷ କରିବାକୁ ସେ କେବେ ପଛେଇ ନାହାଁନ୍ତି । ତାଙ୍କ ତିନି ଚକିଆ ସାଇକେଲରେ ମୋତେ ଆଉ ମୋ ସ୍ୱପ୍ନକୁ ଆଗେଇ ନେଉଛନ୍ତି । ମୁଁ ବି ହାର…

ଡେଲିଭରୀ ଏଜେଣ୍ଟଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଲାଗୁ ହେବ ପେନସନ୍ ଓ ବୀମା ବ୍ୟବସ୍ଥା

କନକ ବ୍ୟୁରୋ: ଟ୍ୟାକ୍ସି ଚାଳକ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଡେଲିଭରୀ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ପାଇଁ ଏଯାଏଁ କୌଣସି ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ । ଲୋକମାନଙ୍କ ପାଖରେ ସେମାନଙ୍କ ପସନ୍ଦର ସାମଗ୍ରୀ ପହଞ୍ଚାଇବା ଠାରୁ ଆରମ୍ଭ କରି ଖାଦ୍ୟ…

‘ବନ୍ଧୁତା ଆଳରେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରାଯାଇପାରିବ ନାହିଁ’: ବମ୍ବେ ହାଇକୋର୍ଟ

କନକ ବ୍ୟୁରୋ: ଯୁବକ ଯୁବତୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବନ୍ଧୁତା ନାଁରେ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଦଣ୍ଡନୀୟ ଅପରାଧ  । ଯଦି କୌଣସି ଯୁବକ ଯୁବତୀଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ଅଛି, ତେବେ…

ଫ୍ୟାକ୍ଟ ଚେକର୍ ମହମ୍ମଦ ଜୁବୈର ଗିରଫ  । ଧାର୍ମିକ ଭାବନାକୁ ଆଘାତ ଦେବା ସହ ଦଙ୍ଗା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ।

କନକ ବ୍ୟୁରୋ: ଫ୍ୟାକ୍ଟ ଚେକର୍ ତଥା ଅଲ୍ଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଧାର୍ମିକ ଭାବନାକୁ ଆଘାତ ଦେବା ସହ ଦଙ୍ଗା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ତାଙ୍କୁ ଆଇପିସିର ୧୫୩ ଓ ୨୯୫ ଧାରା ଅଧିନରେ ଗିରଫ କରାଯାଇଛି । ବିଜେପିର ପୂର୍ବତନ…

ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

କନକ ବ୍ୟୁରୋ: ଯୁଦ୍ଧକୁ ୪ ମାସ ହେଲାଣି । ଛାରଖାର ହୋଇଯାଇଛି ୟୁକ୍ରେନ । ତଥାପି ଥମୁନି ୟୁକ୍ରେନ ଉପରେ ଋଷର ରାଗ । ୟୁକ୍ରେନର ଏକ ଜନବହୁଳ ସ୍ଥାନରେ ଥିବା ମଲ ଉପରେ ମିସାଇଲ ମାଡ କରିଛି ଋଷ । ଫଳରେ ଘଟଣାସ୍ଥଳରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି ।…

କୁନି ରଥରେ ବଡ ଦିଅଁ । ଦିଆସିଲି କାଠିରେ ଶାଶ୍ୱତ ରଂଞ୍ଜନଙ୍କ ତିନି ରଥ ମଡେଲ

କନକ ବ୍ୟୁରୋ: ପୁରୀ କୁମ୍ଭାରପଡା ଅଞ୍ଚଳର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ ତିଆରି କରିଛନ୍ତି ତିନି ରଥର ମନୋରମ୍ ମଡେଲ । ଶାଶ୍ୱତ ଏଥିପାଇଁ ବ୍ୟବହାର କରିଛନ୍ତି ୪୮୩୦ ଦିଆସିଲି କାଠି । ଶାଶ୍ୱତଙ୍କ ଏହି ମଡେଲରେ ପ୍ରଭୁ ବଳଭଦ୍ରଙ୍କ ଉଚ୍ଚତା ୧୧.୪ ଇଞ୍ଚ, ମା’ ସୁଭଦ୍ରାଙ୍କ ରଥର ଉଚ୍ଚତା…