ଲୁସାନେ ଡାଇମଣ୍ଡ ଲିଗ୍ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା । ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ।

କନକ ବ୍ୟୁରୋ: ପୁଣିଥରେ ଇତିହାସ ରଚିଲେ ଭାରତର ଗୋଲ୍ଡେନ୍ ବୟ ତଥା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ସ୍ୱିଜରଲ୍ୟାଣ୍ଡ ଜ୍ୟୁରିକଠାରେ ଚାଲିଥିବା ଲୁସାନେ ଡାଇମଣ୍ଡ ଲିଗ୍ରେ ନୀରଜ ୮୯.୦୮ ମିଟର ଭାଲା ଫିଙ୍ଗି ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଛନ୍ତି । ଏହି ଟାଇଟଲ ଜିତିବାରେ ନୀରଜ ପ୍ରଥମ ଭାରତୀୟ…

ଏମିତି ବି ହୁଏ ପ୍ରେମ… ୭୦ ବର୍ଷର ପ୍ରେମିକାକୁ ୩୭ ବର୍ଷର ପ୍ରେମିକଙ୍କ ନିଆରା ପ୍ରେମ କାହାଣୀ । 

କନକ ବ୍ୟୁରୋ: ହୁଏତ କେବେ ଶୁଣିନଥିବେ ଏପରି ପ୍ରେମ କାହାଣୀ  । ଜନ୍ମର କିଛି ମାତ୍ର କିଛି ବର୍ଷ ପରେ ପ୍ରେମ ଆଉ ଟିକେ ହେତୁ ପାଇବା ବେଳକୁ ପ୍ରେମକୁ ପାଖରେ ପାଇବାର ଇଚ୍ଛା । ପାକିସ୍ତାନରୁ ସାମନାକୁ ଆସିଛି ଏଭଳି ଏକ ପ୍ରେମ କାହାଣୀ ଯାହାକୁ ସହଜେ ଗ୍ରହଣ କରିନହେଲେ ବି ଏହା ସତ ।…

ଆପ୍ ବିଧାୟକ ସୋମନାଥ ଭାରତୀଙ୍କ ଦାବି: ‘ମୋତେ ହନିଟ୍ରାପରେ ଫଶାଇବାକୁ ଚେଷ୍ଟା ହେଉଛି’

କନକ ବ୍ୟୁରୋ: ଆପ ବିଧାୟକ ସୋମନାଥ ଭାରତୀଙ୍କ ବଡ ଦାବି, ଯାହା ଏବେ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ତାଙ୍କୁ ବାରମ୍ବାର ହନିଟ୍ରାପରେ ଫଶାଇ କରାଯାଇ ଦଳରୁ ଦୂରେଇନେବାକୁ ଚେଷ୍ଟା କରାଯାଉଛି । ତେଣୁ ଏହି ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମୂର୍ତ୍ତି ପାଇଁ ମିଳୁନି ମାଟି! ହାତ ବାନ୍ଧି ବସିଛନ୍ତି କାରିଗର

କନକ ବ୍ୟୁରୋ: ଦିନ କେଇଟା ପରେ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା । ହେଲେ ଏଯାଏଁ ଗ୍ରାହକଙ୍କ ଚାହିଦା ଅନୁସାରେ ଗଢା ହୋଇପାରିନାହିଁ ମୂର୍ତ୍ତି । କାରଣ ମୂର୍ତ୍ତି ତିଆରି କରିବାକୁ ମିଳୁନି ମାଟି । ତେଣୁ ଚିନ୍ତାରେ ମୂର୍ତ୍ତି କାରିଗର । ଗଣନାଥଙ୍କ ମୂର୍ତ୍ତି ପାଇଁ ମିଳୁନି ମାଟି । ମୂୂର୍ତ୍ତି…

ଯୋଗୀ ଆଦିତ୍ୟନାଥଙ୍କ ଓଏସଡିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ । ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଓଏସଡି ମୋତିଲାଲ ସିଂହଙ୍କର ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଗୋରଖପୁର ମେଡିକଲ କଲେଜରେ ଭର୍ତ୍ତି କରାଯାଇଛି । ମୋତିଲାଲଙ୍କ ପତ୍ନୀଙ୍କ ଅବସ୍ଥା…

ଆମେରିକାରେ ଭାରତୀୟ ମହିଳାଙ୍କ ସହ ଭେଦଭାବ । ‘ମୁଁ ଭାରତୀୟଙ୍କୁ ଘୃଣା କରେ’ କହି ମାଡ ମାରିଲେ ଆମେରିକୀୟ ମହିଳା

କନକ ବ୍ୟୁରୋ: ଆମେରିକାରୁ ପୁଣି ସାମ୍ନାକୁ ଆସିଛି ସାମ୍ପ୍ରଦାୟିକ ଭେଦଭାବର ଆଉ ଏକ ଘଟଣା । ଇଂରାଜୀ କହିବାରେ ଭାରତୀୟ ଢାଞ୍ଚା ଥିଲା ବୋଲି ୪ଜଣ ଭାରତୀୟ ମହିଳାଙ୍କୁ ମାଡ ମାରିଲେ ଜଣେ ଆମେରିକୀୟ ମହିଳା । ଏହି ଘଟଣା ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଆଲୋଡନ ସୃଷ୍ଟି…