ହଠାତ୍ ସହରର ଆକାଶ ଗୋଲାପୀ ହୋଇଗଲା । ଆତଙ୍କିତ ସହରବାସୀ

କନକ ବ୍ୟୁରୋ: ଦକ୍ଷିଣ ଆମେରିକାର ଚିଲିରେ ଏକ ରହସ୍ୟମୟ ଘଟଣା ଦେଖିବାକୁ ମିଳିଥିଲା । ଅଚାନକ ସହରର ଆକାଶକୁ ଗାଢ ଗୋଲାପୀ ରଙ୍ଗର ବାଦଲ ଢାଙ୍କିଦେଇଥିଲା । ଏହାକୁ ଦେଖି ଲୋକେ କିଛି ଅଘଟଣର ଆଶଙ୍କା କରି ଭୟଭୀତ ହୋଇପଡିଥିଲେ । ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।…

ମାତ୍ର କିଛି ସେକେଣ୍ଡ । ଧ୍ୱଂସ ହେବ ୮୦୦ କୋଟିର ବିଲ୍ଡିଙ୍ଗ

କନକ ବ୍ୟୁରୋ: ଗୋଟେ ପରେ ଗୋଟେ ବିସ୍ଫୋରଣ ହେବ, କିଛି ମାତ୍ର ସେକଣ୍ଡରେ ଧ୍ୱଂସ ହେବ ରାଜଧାନୀ ଛାତି ଉପରେ ଛିଡା ହୋଇଥିବା ଟ୍ୱିନ୍ ଟାୱାର । ବାରମ୍ବାର ତାରିଖ ବଦଳିବା ପରେ ସୁପ୍ରିମକୋର୍ଟଙ୍କ କଡା ନିଦେର୍ଦଶ କ୍ରମେ ସେ ଦିନ ଆସିଛି, ଯେବେ ମାଟିରେ ମିଶିବ ଦିଲ୍ଲୀର ବହୁ ଚର୍ଚ୍ଚିତ ଟ୍ୱିନ୍…

ଆଜି ଅଟଳ ବ୍ରିଜ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜାଣନ୍ତୁ ଏହାର ବିଶେଷତ୍ୱ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇ ସାବରମତୀ ରିଭରଫ୍ରଣ୍ଟ ନିକଟରେ ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ଆଇକନିକ୍ ଅଟଳ ବ୍ରିଜ୍ (ଫୁଟ୍ ଓଭର ବ୍ରିଜ୍ )କୁ ଉଦଘାଟନ କରିବେ। ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମୋଟ ୭୪.୨୯ ଲକ୍ଷ କୋଟି…

ଦେଶକୁ ମିଳିଲେ ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଶପଥ ପାଠ କରାଇଲେ ମହାମହିମ ରାଷ୍ଟ୍ରପତି ।

କନକ ବ୍ୟୁରୋ: ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ବହୁ…

ଆଜି ଦେଶକୁ ମିଳିବେ ନୂଆ ପ୍ରଧାନ ବିଚାରପତି । ଶପଥ ନେବେ ଜଷ୍ଟିସ୍ ଉଦୟ ଊମେଶ ଲଳିତ । 

କନକ ବ୍ୟୁରୋ: ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଳିତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ। ମହାରାଷ୍ଟ୍ରର ଲଳିତ ପରିବାରକୁ ୧୦୨ ବର୍ଷରୁ ଅଧିକ ହେଲାଣି। ଭାରତ ସ୍ବାଧୀନ ହେବାର ବହୁ ଆଗରୁ ଉଦୟ ଉମେଶ ଲଳିତଙ୍କ ଜେଜେ ସୋଲାପୁରରେ ଓକିଲାତି…

ମୁନାୱର ଫାରୁକିଙ୍କ ଦିଲ୍ଲୀ ଶୋ’ ବାତିଲ । ବିଶ୍ୱ ହିନ୍ଦୁ ପରିଷଦର ଚିଠି ପରେ ଦିଲ୍ଲୀ ପୋଲିସର ଆକ୍ସନ୍

କନକ ବ୍ୟୁରୋ: କମେଡିଆନ ମୁନାଫର ଫାରୁକିଙ୍କର ଦିଲ୍ଲୀରେ ହେବାକୁ ଥିବା ଶୋ’କୁ ବାତିଲ କରିଛିି ଦିଲ୍ଲୀ ପୋଲିସ । ରବିବାର ତଥା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ଏହି ଶୋ’ କେଦାରନାଥ ସ୍ୱାମୀ ଅଡିଟୋରିୟମରେ ହେବାକୁ ଥିବା ବେଳେ ଏହାକୁ ମଞ୍ଜୁରୀ ଦେବାକୁ ମନା କରିଛି ଦିଲ୍ଲୀ ପୋଲିସ । ଶୋ’…