ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀ –ଏନସିଆର ସହ ୨୦ ସ୍ଥାନରେ ଛାନବିନ୍

କନକ ବ୍ୟୁରୋ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ର ବରିଷ୍ଠ ନେତା ମନୀଷ ସିସୋଦିୟାଙ୍କ ଘରେ ସିବିିଆଇ ଚଢଉ କରିଛି । ମନୀଷ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେବା ସହ ଏପରି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି । ଯିଏ ଭଲ କାମ କରେ ତା’ ବିରୋଧରେ ଏପରି ଷଡଯନ୍ତ୍ର ହୁଏ ବୋଲି ସରକାରଙ୍କୁ ୁ…

ଆରଟିଓ ଅଧିକାରୀଙ୍କ ଘରୁ ମିଳିଲା କୁବେର ଭଣ୍ଡାର । ଘର ଭିତରେ କରିଥିଲେ ସିନେମା ହଲ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଜବଲପୁର ଆରଟିଓ ସନ୍ତୋଷ ପାଲ ସିଂହଙ୍କ ଘରେ ଇଓଡବ୍ଲୁ ରେଡ କରିଛି । ଆରଟିଓଙ୍କ ଘରେ ଅପରିଜ୍ୟାପ୍ତ ଟଙ୍କା, ଅନ୍ୟ ସମ୍ପତ୍ତି ଦେଖି ଇଓଡବ୍ଲୁ ଅଧିକାରୀଙ୍କ ହୋସ୍ ଉଡିଯାଇଥିଲା । କୋଟି କୋଟି ଟଙ୍କା, ଅଳାଙ୍କାର, ଫାର୍ମହାଉସ୍ ସାଙ୍ଗକୁ ଦାମୀ ଦାମୀ କାର୍ । କେବଳ ଏତିକି…

ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା : ପିଲା ଜନ୍ମ କଲେ ମହିଳାଙ୍କୁ ମିଳିବ ୧୩ ଲକ୍ଷ ଟଙ୍କା

କନକ ବ୍ୟୁରୋ: ନିଜ ଦେଶର ଲୋକସଂଖ୍ୟା ବଢାଇବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଘୋଷଣା । ୧୦ରୁ ଅଧିକ ଛୁଆ ଜନ୍ମ କଲେ ମହିଳାଙ୍କୁ ମିଳିବ ଅର୍ଥ ପୁରସ୍କାର। ତାହାପୁଣି ମୋଟା ଅଙ୍କର ଅର୍ଥ। ଋଷର ମହିଳାମାନଙ୍କୁ ଏପରି ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ରୁଷରେ…

ଅଜିତ୍ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଦୁଇ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଟ୍ରାନ୍ସଫର ସହ ୩ କମାଣ୍ଡୋ ନିଲମ୍ବିତ…

କନକ ବ୍ୟୁରୋ: ଏନଏସଏ ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ଚଳିତ ବର୍ଷ ଫେବୃଆରୀରେ ଅଜିତ ଡୋଭାଲଙ୍କ ବାସଭବନରେ ଘଟିଥିବା ସୁରକ୍ଷାରେ ତ୍ରୁଟିର ତଦନ୍ତ ପରେ ଫୋର୍ସର ଭିଆଇପି ସୁରକ୍ଷା ୟୁନିଟର ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦିଆଯିବା ସହ ୩ ଜଣ କେନ୍ଦ୍ରୀୟ…

୨ ଦିନିଆ ମସ୍କୋ ଗସ୍ତରେ ଅଜିତ୍ ଡୋଭାଲ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨ ଦିନିଆ ଗସ୍ତ କରିଛନ୍ତି  । ବୁଧବାର  ରୁଷ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁସେଭଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଡୋଭାଲ ନିଜ ବିପକ୍ଷ ପେତ୍ରୁସେଭଙ୍କୁ ଭେଟି…

‘ଭାରତକୁ ‘ବିଶ୍ୱଗୁରୁ’ କରିବାକୁ ହେଲେ…ମହିଳାଙ୍କ ସମାନ ଭାଗୀଦାରୀ ଜରୁରୀ’ , ମହିଳାଙ୍କୁ ଭାଗବତଙ୍କ ପ୍ରଶଂସା

କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଭାରତୀୟ ପାରିବାରିକ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ପରିବାର ଗଢିବାରେ ମହିଳାଙ୍କ ଦାୟିତ୍ୱକୁ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।  ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପ୍ରଥମେ ଘରୁ ଆରମ୍ଭ ହେବା ଉଚିତ ଏବଂ…