Daily Archives

July 13, 2024

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ । ଅବଶିଷ୍ଟ…

କନକ ବ୍ୟୁରୋ: ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ୩ ମନ୍ତ୍ରୀ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହିତ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି…

ବନ୍ଧୁଙ୍କୁ ରକ୍ତ କର୍କଟ ହେବା ଜାଣି ଦୁଃଖିତ କପିଳ ଦେବ: ସାଥୀ କ୍ରିକେଟରଙ୍କ ଚିକିତ୍ସା ପାଇଁ ନିଜ ପେନସନ ଦାନ କରିବାକୁ…

କନକ ବ୍ୟୁରୋ: ବନ୍ଧୁଙ୍କ ପାଇଁ ଚିନ୍ତାରେ ବରିଷ୍ଠ ପୂର୍ବତନ କ୍ରିକେଟର କପିଲ ଦେବ । ସାହାଯ୍ୟ ପାଇଁ ଆଗଇେ ଆସିଲେ ପୂର୍ବତନ କ୍ରିକେଟର । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା କୋଚ ଅଂଶୁମାନ ଗାୟକୱାଡଙ୍କ ଚିକିତ୍ସା ପାଇଁ ଯଦି ଆବଶ୍ୟକ ପଡେ ତେବେ ନିଜ ପେନସନ ଅର୍ଥ ରାଶି ଦେବେ ବୋଲି…

ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ବିସିସିଆଇ ମଧ୍ୟରେ ବିବାଦ ସୂଚନା: ଗମ୍ଭୀରଙ୍କ ପ୍ରସ୍ତାବକୁ କ୍ରିକେଟ…

କନକ ବ୍ୟୁରୋ: ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଭାରତୀୟ ଟିମର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଛି ନୂଆ ଦାୟିତ୍ବ । କିନ୍ତୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ କିଏ ହେବେ ସେ ନେଇ ସ୍ଥିତି ଅସ୍ପଷ୍ଟ ରହିଛି । ତେବେ ମୁଖ୍ୟ କୋଚ ଭାବେ ନିଜ ପସନ୍ଦର ସହଯୋଗୀ ଚାହୁଁଛନ୍ତି ଗମ୍ଭୀର । ଏନେଇ ସେ…

ଗୋଟିଏ ସପ୍ତାହରେ ଆସୁଛି ଦୁଇ ଦୁଇଟି ଲଘୁଚାପ । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ

କନକ ବ୍ୟୁରୋ: ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ। ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୁତି ବୃଦ୍ଧି ପାଇବ । ସେହିପରି ୧୯…

ଚିନ୍ତା ବଢ଼ାଇଲା ମିଳିତ ଜାତିସଂଘ ରିପୋର୍ଟ: ଦ୍ରୁତ ଗତିରେ ବଢ଼ୁଛି ଭାରତର ଜନସଂଖ୍ୟା, ୨୦୬୦ପରେ ଜନସଂଖ୍ୟା କମିବା…

କନକ ବ୍ୟୁରୋ: ଭାରତରେ ଦ୍ରୁତଗତିରେ ବଢ଼ୁଛି ଜନସଂଖ୍ୟା । ୱାଲ୍ଡ ପପୁଲେସନ ପ୍ରସଫେକ୍ଟସସ ୨୦୨୪ରେ ରିପୋର୍ଟରେ ପ୍ରକାଶ ପାଇଛି । ୨୦୬୦ ସୁଦ୍ଧା ଭାରତର ଜନସଂଖ୍ୟା ୧.୭ ବିଲିୟନ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ କୁହାଯାଇଛି ଯେ ଶତାଦ୍ଧୀର ଶେଷ ସୁଦ୍ଧା ଭାରତର ଜନସଂଖ୍ୟା କମିଲେ ବି…

ବାଇଡେନଙ୍କ ପାଇଁ ଚିନ୍ତାରେ ଡେମୋକ୍ରାଟିକ ପାର୍ଟି: ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବାକୁ…

କନକ ବ୍ୟୁରୋ: ନଭେମ୍ବର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ପୁଣି ଥରେ କ୍ଷମତା ହାତେଇବାକୁ ବାଇଡେନଙ୍କ ଡେମୋକ୍ରାଟ୍ ପାର୍ଟି କଳ ବଳ ଲଗାଇଦେଇଛି । କିନ୍ତୁ ନିଜେ ବାଇଡେନ ହିଁ ଏବେ ଦଳ ପାଇଁ ହୋଇଛନ୍ତି ବଡ ସମସ୍ୟା । ଅଧିକ ବୟସ ଓ ସାନସିକ ସ୍ବାସ୍ଥ୍ୟକୁ ନେଇ ସବୁଠି ଚର୍ଚ୍ଚା…