Daily Archives

July 12, 2024

ଓଡିଆ ଫିଲ୍ମକୁ ମିଳୁନି ପ୍ରାଇମ୍ ସୋ’ ଟାଇମ୍ । ହତାଶ ହେଉଛନ୍ତି ଓଡିଆ ସିନେ ନିର୍ମାତା

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମକୁ ମିଳୁନି ପ୍ରାଇମ ସୋ’ ଟାଇମ । ସପ୍ତାହେ ବି ଚାଲି ପାରୁନି ଓଡ଼ିଆ ସିନେମା । ମନମାନି କରୁଛନ୍ତି ମଲ୍ଟିପ୍ଲେକ୍ସ ମାଲିକ, ଆଉ ହତାଶ ହେଉଛନ୍ତି ଓଡ଼ିଆ ସିନେ ନିର୍ମାତା । କିଛି ଏଭଳି ଅଭିଯୋଗ ଆଣିଛନ୍ତି ସିନେ ପ୍ରଯୋଜକ । ଗତ ଶୁକ୍ରବାର ଅର୍ଥାତ ଜୁଲାଇ ୫ ତାରିଖରେ…

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ଯାଜପୁର ସମେତ କନ୍ଧମାଳ ଏବଂ ତାଳଚେରରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ । ଏନେଇ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାଜପୁର କଲେଜ ପାଇଁ ଏନଏମସିଠୁ ୫୦  ସିଟର…

ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ । ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦୀପାଳି ଦାସ

କନକ ବ୍ୟୁରୋ: ହାଇକୋର୍ଟ ଗଲେ ଦୀପାଳି ଦାସ । ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ । ଚଳିତ ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ…

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଁରେ ସଙ୍ଗୀନ ଅଭିଯୋଗ । ସାର୍ଟିଫିକେଟ୍ ପ୍ରଦାନ ପାଇଁ ନେଉଛନ୍ତି ଅଧିକ ଟଙ୍କା ।

କନକ ବ୍ୟୁରୋ: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନାଁରେ ସଙ୍ଗୀନ ଅଭିଯୋଗ। ସାର୍ଟିଫିକେଟ ପ୍ରଦାନ ପାଇଁ ସରକାରୀ ନିୟମ ଠାରୁ ଢେର ଅଧିକ ଟଙ୍କା ନେଉଛି କଲେଜ । ଅଭିଯୋଗ କରିବାରୁ ଅଧ୍ୟକ୍ଷ ଚ୍ୟାମ୍ବରକୁ ଡାକି ମାଡ଼ ମରାଯାଉଥିବା ଅଭିଯୋଗ କରିଛନ୍ତି ସଂଗୀତ ମହାବିଦ୍ୟାଳୟ ଛାତ୍ର ନୀଳାମ୍ବର ଦାସ ।…

ରଥ ଉପରକୁ ମୋବାଇଲ ଓ କ୍ୟାମେରା ନେବା ମନା । ଅବମାନନା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ । 

କନକ ବ୍ୟୁରୋ: ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।  ରଥ ଉପରକୁ ମୋବାଇଲ ଫୋନକୁ ନିଷେଧ କରାଯାଇଛି । ଆଜି ସକାଳେ ଏ ନେଇ ନୂଆ ପ୍ରଶାସକ ସୂଚନା ଦେବା ପରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଜାରି ଶ୍ରୀଜଗନ୍ନାଥ ମନ୍ଦିର…

ବେକାରୀ ସମସ୍ୟାର ବିକଳ ଚିତ୍ର । ୧୦ ପଦବୀକୁ ୧୮୦୦ ଆଶାୟୀ । ଅସମ୍ଭାଳ ଭିଡ଼, ଭାଙ୍ଗିଗଲା ଲୁହା ରେଲିଂ

କନକ ବ୍ୟୁରୋ: ଦେଶରେ ବେକାରୀ ସମସ୍ୟା କେଉଁ ସ୍ତରରେ ଅଛି ତାହା ଆଜି ପ୍ରମାଣିତ ହେଇଯାଇଛି । କାହିଁକି ନା, ଗୁଜରାଟର ଭରୁଚ ଜିଲ୍ଲାରେ ମାତ୍ର କେଇଟା ପଦ ପାଇଁ ଲାଗିଛି ହଜାର ହଜାର ଆଶାୟୀଙ୍କ ଭିଡ଼ । ଏକ ବେସରକାରୀ ସଂସ୍ଥା ପାଇଁ ଚାଲିଥିଲା ନିଯୁକ୍ତି ପ୍ରକ୍ରିୟା । ପଦବୀ ଥିଲା ମାତ୍ର ୧୦,…