Daily Archives

July 11, 2024

ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ୱଲପୁରରେ ଲାଗିଲା କଟକଣା: ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା

କନକ ବ୍ୟୁରୋ: ଧାର୍ମିକ ଶୋଭାଯାତ୍ରା ପାଇଁ ପୁଣି ସମ୍ୱଲପୁରରେ ଲାଗିଲା କଟକଣା । ଚଳିତବର୍ଷ ସହରରେ ମହରମରେ ହେବନାହିଁ ଶୋଭାଯାତ୍ରା । ନିଜ ନିଜ ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ । ଉତରାଂଚଳ ଆଇଜିଙ୍କ ମହରମ କମିଟି, ହିନ୍ଦୁ ପକ୍ଷ , ମୁସଲିମ ପକ୍ଷଙ୍କୁ ନେଇ ବୈଠକ ପରେ ନିଷ୍ପତ୍ତି…

ଅଭିନେତ୍ରୀ ରିୟା ଦେଙ୍କ ବଢିଲା ଅଡୁଆ: ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ

କନକ ବ୍ୟୁରୋ: ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ପ୍ରସଙ୍ଗ । ବଢିଲା ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ। ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ । ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ କମିଶନ ନୋଟିସ ଜାରି କରିଛନ୍ତି । ଡିସିପିଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା…

ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ସରକାର । ଏହି ସବୁ ଚାକିରିରେ ମିଳିବ ନିଯୁକ୍ତି ସୁବିଧା…

କନକ ବ୍ୟୁରୋ: ଅଗ୍ନିବୀର ଯୋଜନାକୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ଆଉ ଏବେ ଅଗ୍ନିବୀର ସ୍କିମକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ଅଗ୍ନିବୀରମାନଙ୍କୁ ସିଆଇଏସଏଫ୍ (CISF) ଏବଂ ବିଏସଏଫ (BSF)ରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଥିସହ…

ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, “ପହଣ୍ଡି ଅଘଟଣ ନେଇ ମୁଁ ମଧ୍ୟ…

କନକ ବ୍ୟୁରୋ: ନବୀନଙ୍କ ଚିଠିର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଣ୍ଡି ବେଳେ ଘଟିଥିବା ଅଘଟଣ ନେଇ ଚିଠି ଲେଖିବା ପରେ, ଏହାର ଜବାବ ରଖିଛନ୍ତି ମୋହନ । ସେ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ…

ଭାରତ-ଶ୍ରୀଲଙ୍କା ସିରିଜର ସିଡ୍ୟୁଲ ଜାରି: ଗମ୍ଭୀର ରହିବେ କୋଚ୍, ଜାଣନ୍ତୁ କେବେଠୁ ଆରମ୍ଭ ହେବ ମ୍ୟାଚ?

କନକ ବ୍ୟୁରୋ: ଟିମ ଇଣ୍ଡିଆ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ରହିଛି । ଯେଉଁଠି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳ ଚାଲିଛି । ଏହାପରେ ଭାରତକୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପଡିବ । ଯେଉଁଠି ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟି-୨୦ ଓ ୩ ଦିନିକିଆ ମ୍ୟାଚ ଖେଳାଯିବ । ତେବେ ଏହାରି ମଧ୍ୟରେ…

ମଣିପୁର ଗସ୍ତର ଭିଡିଓ ଜାରି କଲେ ରାହୁଲ ଗାନ୍ଧୀ । ସଂସଦରେ ପ୍ରସଙ୍ଗ ଉଠାଇବାକୁ ଦେଲେ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ମଣିପୁର ହିଂସା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରି ଭିଡିଓ ସେୟାର କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗତ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପଗୁଡ଼ିକୁ ପରିଦର୍ଶନ…