Daily Archives

July 10, 2024

ଦୁବାଇରେ ଧୁମଧାମରେ ପାଳନ ହେଲା ରଥଯାତ୍ରା: ମହାପ୍ରଭୁଙ୍କ ପବିତ୍ର ଉତ୍ସବରେ ସାମିଲହେଲେ ୬୦୦ ପରିବାର

କନକ ବ୍ୟୁରୋ: ୟୁନାଇଟେଡ ଆରବ ଏମିରେଟସର ୭ଟି ଏମିରଟସ ଲୋକମାନକୁ ନେଇ "ଏମିରଟସ ଓଡ଼ିଆ ରଥ ଯାତ୍ରା" ଏ ବର୍ଷ ଭକ୍ତିମୟ ପରିବେଶ ସହିତ ଦୁବାଇସ୍ଥିତ ବ୍ରାଇଟ ରାଇଡର୍ସ ସ୍କୁଲରେ ଧୁମଧାମରେ ପାଳନ କରାଯାଇଥିଲା । ସକାଳ ୭ଟାରୁ ସୂର୍ଯ୍ୟନାରାୟଣଙ୍କ ପୂଜା ଆରମ୍ଭ ହୋଇ ଦିନ ୯ଟାରେ ଚାରି ଠାକୁରଙ୍କର…

ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ପୂର୍ବ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ବଦାନ୍ୟତା । ବିସିସିଆଇ ଦେଲା ୫ କୋଟି, ହେଲେ ପାଖରେ…

କନକ ବ୍ୟୁରୋ : ହୃଦୟ ଜିତିଲେ ରାହୁଲ । ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ ପଦରୁ ଅବସର ନେବା ପରେ ମହାନତା ଦେଖାଇଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ କୋଚ ଭାବେ ବିସିସିଆଇ ପକ୍ଷରୁ ମିଳିଥିବା ୫ କୋଟି ଟଙ୍କାର ବୋନସ ନେବାକୁ ସେ ମନା କରିଦେଇଛନ୍ତି । ଅନ୍ୟ ସହଯୋଗୀ କୋଚ ମାନଙ୍କୁ ଅଢ଼େଇ କୋଟି…

ଚିନ୍ତା ବଢାଇଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଡାଟା ଲିକ୍ ସୂଚନା । ପ୍ରଭାବିତ ହୋଇପାରନ୍ତି ୨୦ କୋଟିରୁ ଅଧିକ…

କନକ ବ୍ୟୁରୋ : ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ଆସିଛି ଚିନ୍ତାଜନକ ଖବର । ଏକ୍ସରୁ ତଥ୍ୟ ଲିକ ହେଉଛି । ରିପୋର୍ଟ ଅନୁସାରେ ପ୍ରାୟ ୨୦କୋଟି ବ୍ୟବହାରକାରୀଙ୍କ ପ୍ରଭାବିତ ହୋଇପାରନ୍ତି ।ତେବେ ଏବେ ସୁଦ୍ଧା ଏକ୍ସସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନି । ସାଇବର ପ୍ରେସ ଦାବି…

କୁଟନୈତିକ ସଂପର୍କ ମଜବୁତ କରୁଛି ଭାରତ । ଋଷ ପରେ ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ । ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ…

କନକ ବ୍ୟୁରୋ : ରୁଷ ପରେ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ । ୪୧ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଅଷ୍ଟ୍ରିଆ ଗସ୍ତରେ ଯାଇଥିବା ବେଳେ ଭବ୍ୟ ସ୍ବାଗତ କରାଯାଇଛି। ଚାନସେଲର କାର୍ଲ ନେହମରଙ୍କୁ ସାକ୍ଷାତ କରିବା ସହ ମୋଦି ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରବାସୀ…

ମହାକାଶରୁ ବିଶ୍ୱବାସୀଙ୍କୁ ସମ୍ବୋଧିତ କରିବେ ସୁନିତା ୱିଲିୟମ୍ସ । ଭାରତୀୟ ସମୟ ରାତି ୮.୩୦ ରେ ନାସା ଅଫିସିଆଲ…

କନକ ବ୍ୟୁରୋ : ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ଭାରତୀୟ ସମୟ ରାତି ୮ଟା ୩୦ ସମୟରେ ସୁନୀତା ୱିଲିୟମ୍ସ ମହାକାଶରୁ ନିଜର ବାର୍ତ୍ତା ରଖିବା ସହ ମିଶନ ସର୍ମ୍ପକରେ ଅଧିକ ସୂଚନା ଦେବେ। ସୁନୀତା ୱିଲିୟମ୍ସଙ୍କ ସହ ତାଙ୍କ ସହଯୋଗୀ…

ବିହାର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଯଥାଶୀଘ୍ର ପୋଲ ନିର୍ମାଣ ସାରିବାକୁ ଇଂଜିନିୟରଙ୍କୁ ହାତଯୋଡି କଲେ ଅନୁରୋଧ

କନକ ବ୍ୟୁରୋ : ବିକାଶ କାର୍ୟ୍ୟ ଶୀଘ୍ର ସାରନ୍ତୁ, ଯଦି କହିବେ ମୁଁ ଆପଣଙ୍କ ପାଦ ଧରିବାକୁ ବି ପ୍ରସ୍ତୁତ ରହିଛି। ଏଭଳି କହିବା ସହ ଇଞ୍ଜିନିୟରଙ୍କ ସମ୍ମୁଖରେ ହାତ ଯୋଡ଼ିବା ସହ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ…