Daily Archives

July 9, 2024

ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା: ଆହତ ସେବାୟତଙ୍କ ପ୍ରତିକ୍ରିୟା । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ…

କନକ ବ୍ୟୁରୋ: ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା । ପ୍ରତିକ୍ରିୟା ରଖିଲେ ଆହତ ସେବାୟତ । କହିଲେ, ରଥ ଉପରେ ଆବଶ୍ୟକତାଠାରୁ ଥିଲେ ଅଧିକ ସେବାୟତ । ଅଧିକ ସେବାୟତ ଥିବାରୁ ଘଟିଲା ଏପରି ଅଘଟଣ । ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରିନଥିଲେ । ଯେଉଁ ସେବାୟତଙ୍କର…

ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ତୁରନ୍ତ ପଦକ୍ଷେପ ନେବାକୁ ଦେଲେ…

କନକ ବ୍ୟୁରୋ: ବଡ ଠାକୁର ବଳଭଦ୍ର ପଡିଯିବା ଘଟଣା । ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଆଜି ଆଡପ ମଣ୍ଡପ…

ଅପେକ୍ଷାରେ ବିଜେପି ଦ୍ୱିତୀୟ ପୀଢିର ନେତା: ନିଗମ ଓ ବିଧାନ ପରିଷଦ ଉପରେ ଆଖି, ବଡ ନେତାଙ୍କ ଘରେ ଜମିଲାଣି ଭିଡ

କନକ ବ୍ୟୁରୋ: ସରକାର ବଦଳିବା ପରେ, ସମସ୍ତ ନିଗମ ଓ ବୋର୍ଡକୁ ଭାଂଗି ଦିଆଯାଇଛି। ବିଜେପି ସରକାର ଆସିବା ପରେ ବିଜେଡି ସରକାର ସମୟରେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନଙ୍କୁ ପଦରୁ ହଠାଇ ଦିଆଯାଇଛି। ମୋହନ ସରକାରଙ୍କ ଏହି ନିଷ୍ପତି ପରେ ଏବେ ଆରମ୍ଭ ହୋଇଗଲାଣି ଲବି। ୨୪…

ବିଜେଡିରେ କୁହୁଳୁଛି ଅସନ୍ତୋଷ: ଦଳରେ ତେଜୁଛି ନେତାଙ୍କ କଳି, ପାଣ୍ଡିଆନଙ୍କୁ ନେଇ ବୟାନବାଜି

କନକ ବ୍ୟୁରୋ: ବିଜୁ ଜନତା ଦଳରେ ତେଜୁଛି ନେତାଙ୍କ କଳି। ପ୍ରତିଦିନ ଦଳର ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ନେଇ ସାମ୍ନାକୁ ଆସୁଛନ୍ତି। ଗୋଟିଏ ଗୋଷ୍ଠୀ ବିଜେଡି ପରାଜୟ ପାଇଁ କେବଳ ପାଣ୍ଡିଆନ ଓ ବବି ଦାୟୀ ବୋଲି କହୁଥିବାବେଳେ, ଆଉଗୋଟିଏ ଗୋଷ୍ଠୀ ତତକ୍ଷଣାତ ଏମାନଙ୍କ ସୁରକ୍ଷା ପାଇଁ…

ରାଜଧାନୀ ଉପକଣ୍ଠରେ ଛଅ ମାଣ ଆଠ ଗୁଣ୍ଠର କାହାଣୀ: ଭୁବନେଶ୍ୱରରେ ବେଧଡକ ଭାବେ ଚାଲିଛି ମହାଜନୀ କାରବାର

କନକ ବ୍ୟୁରୋ: ଘରର ମୁରବୀଙ୍କ ଚିକିତ୍ସା ପାଇଁ ଆଣିଥିବା ଋଣ ଟଙ୍କା ସୁଝିନପାରି ପରିବାରରେ ତଳିତଳାନ୍ତ ହୋଇଯିବ ଏହା ସ୍ବପ୍ନରେ କେବେ ଚିନ୍ତା କରିନଥିଲେ ପଦ୍ମକେଶରୀପୁରର ଅବନୀ ଦାସ। ୨୨ବର୍ଷ ତଳେ ଆଣିଥିବା ୧୦ହଜାର ଟଙ୍କାର ସୁଧ ବାବଦରେ ୫ଲକ୍ଷ ଟଙ୍କା ସୁଝି ସାରିଲେଣି ଅବନୀ। କିନ୍ତୁ ମୂଳ…

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ: ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଡ ଠାକୁର, ୫ ସେବାୟତ ଆହତ 

କନକ ବ୍ୟୁରୋ: ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବେଳେ ଅଘଟଣ । ରଥରୁ ଓହ୍ଲାଇଲେ ବେଳେ ଖସିଗଲେ ବଳଭଦ୍ର । ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ…