Daily Archives

July 4, 2024

ବ୍ୟବସାୟିକ ଶତ୍ରୁତାକୁ ନେଇ ସୁନ୍ଦରଗଡ ଗର୍ଜନବାହାଲ ଅଂଚଳରେ ଗୁଳିକାଣ୍ଡ । ପାର୍ଟନରସିପ ନେଇ ଗଣ୍ଡଗୋଳ ପରେ ୨ ଶହ…

କନକ ବ୍ୟୁରୋ : ବ୍ୟବସାୟିକ ଶତ୍ରୁତାକୁ ନେଇ ସୁନ୍ଦରଗଡ଼ରେ ଗୁଳିକାଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଖଣି ଅଂଚଳରେ ଗୁଳିକାଣ୍ଡ ହୋଇଛି । ପାର୍ଟନରସିପକୁ ନେଇ ଝଗଡ଼ା ହେବାରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠ ବୋମା ମାଡ କରିବା ସହ ୨ଶହ ରାଉଣ୍ଡ…

ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଗଠନ କଲେ ୧୬ ଜଣିଆ କମିଟି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ…

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟିବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ…

ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ: କହିଲେ, ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର

କନକ ବ୍ୟୁରୋ: ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କହିଲେ, ଖୁବଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ ଖୋଲାଯିବ ରତ୍ନଭଣ୍ଡାର । ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ନିଷ୍ପତ୍ତି ହୋଇଛି । ରତ୍ନଭଣ୍ଡାର…

ଏମିତି ବି ଆସେ ମୃତ୍ୟୁ: ଘର ଗେଟରେ ପ୍ରବେଶ ବେଳେ ହାତରେ ଧରିଥିବା ବାଉଁଶ ସାଜିଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ…

କନକ ବ୍ୟୁରୋ: ୨୨ ସେକେଣ୍ଡର ଏହି ସିସିଟିଭି ଫୁଟେଜରେ ପାଣି ଫୋଟକା ପରି ଜଣେ ଯୁବକର ଜୀବନ ଚାଲିଯାଇଛି। ଯୁବକ ଜଣଙ୍କ ହାତରେ ଧରିଥିଲେ ବାଉଁଶ ବାଡି । ହେଲେ ସେହି ବାଉଁଶ ବାଡିଟି ଏବେ ଜୀବନ ନେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଉତ୍ତରପ୍ରଦେଶର ମହୋବାର। ମଙ୍ଗଳବାର…

ବ୍ରିଟେନରେ ଚାଲିଛି ସାଧାରଣ ନିର୍ବାଚନ ପାଇଁ ମତଦାନ: ଶୁକ୍ରବାର ଆସିବ ଜନାଦେଶ, ଆଗରେ ଅଛି ଲେବର ପାର୍ଟି

କନକ ବ୍ୟୁରୋ: ୟୁନାଇଟେଡ୍ କିଙ୍ଗଡମରେ ଗଣତନ୍ତ୍ରର ମହାପର୍ବ । ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୪ ବର୍ଷର ଲେବର ପାର୍ଟି ସରକାର ଓ ମୁଖ୍ୟ ବିରୋଧୀ ଦଳ କଂଜରଭେଟିଭ୍ ପାର୍ଟି ମଧ୍ୟରେ ହେଉଛି ଲଢେଇ । ମୋଟ୍ ୬୫୦ ଆସନ ବିଶିଷ୍ଟି ହାଉସ୍ ଅଫ୍ କମନ୍ସ ପାଇଁ ଚାଲିଛି ଭୋଟିଂ । ସାରା ଦେଶରେ ୪୦…

ଦାରିଦ୍ର୍ୟ ବିରୋଧରେ ବଡ଼ ସଫଳତା: ୧୩ ବର୍ଷରେ ଦାରିଦ୍ର୍ୟ ହାର ୨୧.୨ ପ୍ରତିଶତରୁ ଖସିଲା ୮.୫ ପ୍ରତିଶତକୁ

କନକ ବ୍ୟୁରୋ: ଦୀର୍ଘ ୧୩ ବର୍ଷରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ଥିଲା କରୋନା ମହାମାରୀ । ୩ ବର୍ଷ ଧରି କରୋନାର ପ୍ରକୋପ ଦେଶକୁ ପଛକୁ ନେଇଯାଇଛି ବୋଲି ବିଶେଷଜ୍ଞ କହୁଥିଲେ । ଯଦି ଏହି ସମୟରେ ସବୁଠୁ ଚିନ୍ତାଜନକ ସ୍ଥିତିରେ ଥିଲେ ସେମାନେ ହେଲେ ଗିରବ ଶ୍ରେଣୀର ଲୋକ । ତେଣୁ ଆଗାମୀ ଦିନରେ…