Daily Archives

July 2, 2024

ଉତ୍ତରପ୍ରଦେଶ ହାଥରସ ସତସଙ୍ଗ କେନ୍ଦ୍ରରେ ଦଳା ଚକଟା । ମୃତ୍ୟୁ ସଂଖ୍ୟା ଶହେ ଟପିଲା

କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ। ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛି । ମୃତକମାନଙ୍କ ମଧ୍ୟରେ…

ସଂସଦରେ ଉଠିଲା ରଥଯାତ୍ରା ପ୍ରସଙ୍ଗ । ପୁରୀରୁ ଗଣତନ୍ତ୍ରର ଜନ୍ମ କହିଲେ ପୁରୀ ସାଂସଦ ସମ୍ବିତ ପାତ୍ର ।

କନକ ବ୍ୟୁରୋ: ଝାଡୁ ଧରି ମହାପ୍ରଭୁ ଜଗନ୍ନାଥଙ୍କ ସେବା କରୁଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଛେରାପହଁରା କରୁଛନ୍ତି ପୁରୀ ମହରାଜ । ସଂସଦରେ ଏହି ଉତ୍କଳୀୟ ପରଂପରା ଓ ସଂସ୍କୃତିର ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧୀ ଓ ବିରୋଧୀଙ୍କୁ ଘେରିଛନ୍ତି…

କିଏ ହେବେ ଉପ-ବାଚସ୍ପତି ? କାହା ଉପରେ ଭରସା କରିବ ବିଜେପି? ଚର୍ଚ୍ଚାରେ ଏହି ସବୁ ନେତା…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି । ଆଉ ଜୁଲାଇ ତୃତୀୟ ସପ୍ତାହରେ ବିଧାନସଭାରେ ଆସିପାରେ ପୂର୍ଣ୍ଣାଙ୍ଗ ବଜେଟ । ତେବେ ବିଧାନସଭା ଅଧିବେଶନ ଆରମ୍ଭରୁ କିଏ ହେବେ ଉପବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଧାନସଭା ଆରମ୍ଭରୁ ହିଁ ଗୃହରେ…

ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ପଥରମାଡ ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାରେ ଦ୍ୱାରସ୍ଥ ହେଲା ବିଜେପି…

କନକ ବ୍ୟୁରୋ: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ମୁହାଁମୁହିଁ ଘଟଣା । କ୍ୟାପିଟାଲ ଥାନାରେ ଦ୍ୱାରସ୍ଥ ହେଲା ବିଜେପି ଯୁବମୋର୍ଚ୍ଚା । ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର ୭ ଜଣ ଗୁରୁତର ଥିବା ଅଭିଯୋଗ । ତେବେ ଯେଉଁମାନେ ଏଭଳି ଘଟାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ…

ରାଜ୍ୟସଭାରେ ବିରୋଧୀ ଭୂମିକାରେ ବିଜେଡି । ସଂସଦରେ ବିଜେଡି ସାଂସଦଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ।

କନକ ବ୍ୟୁରୋ: ଦୀର୍ଘବର୍ଷ ପରେ ରାଜ୍ୟସଭାରେ ବିଜେଡିର ଭୂମିକାକୁ ନେଇ ଚର୍ଚ୍ଚା । ଲୋକସଭାରେ ବିଜେଡିର ସାଂସଦ ନାହାନ୍ତି ଆଉ ଏବେ ରାଜ୍ୟସଭାରେ ଦଳର ୯ ଜଣ ସାଂସଦ ଅଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନରେ ଦଳର ଏତେ ବଡ ପରାଜୟ ପରେ ରାଜ୍ୟସଭାରେ ଏବେ ବିଜେଡିକୁ ବିରୋଧୀ ଭୂମିକାରେ…

ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବାରେ ପଡ଼ିଲା ତାଲା । ବିଡିଓଙ୍କ ନିର୍ଦ୍ଦେଶରେ ସିଲ୍ କଲେ ଅଧିକାରୀ । ବିନା…

କନକ ବ୍ୟୁରୋ: ଧର୍ମଶାଳା ବ୍ଲକ ନେଉଳପୁରଠାରେ ଧର୍ମଶାଳା ଭବନ ପରିସରରେ ଥିବା ବିବାଦୀୟ ବଲ୍ଲେ ବଲ୍ଲେ ଢ଼ାବାକୁ ସିଲ୍ କରିଦିଆଯାଇଛି। ବିଡିଓଙ୍କ ନିର୍ଦ୍ଦେଶ ପରେ ଢାବାରେ ପଡ଼ିଛି ତାଲା। ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯିବା ପରେ ମଙ୍ଗଳବାର ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ଏକ…