Daily Archives

July 1, 2018

ବୈଜ୍ଞାନିକଙ୍କୁ ମିଳିଲା ବଡ ସଫଳତା : ପାଣିରୁ ତିଆରି ହୋଇପାରିବ ଇନ୍ଧନ । ଜାଣନ୍ତୁ କ’ଣ ମିଳିବ ଫାଇଦା

ବୈଜ୍ଞାନିକ ମାନେ ଏମିତି ଏକ ଦରକାରୀ ସାମଗ୍ରୀ ବିକସିତ କରିଛନ୍ତି, ଯାହା ଜଳକୁ ଭାଙ୍ଗି ହାଇଡ୍ରୋଜେନ୍ ଇନ୍ଧନ ପ୍ରସ୍ତୁତ କରିବାରେ ସହାୟତା କରିପାରେ । ଜଳକୁ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ରେ ବିଭାଜିତ କରିବା ପାଇଁ ଅଧିକାଂଶ ପ୍ରଣାଳୀରେ ଦୁଇଟି ଉତପ୍ରେରକର ଆବଶ୍ୟକତା ହୋଇଥାଏ । ଗୋଟିଏ ହେଲା…

ରାଜନଗରରେ କୁମ୍ଭୀର ଆତଙ୍କ ! ୪୮ ଘଣ୍ଟା ମଧ୍ୟରେ ଜଣେ ମୃତ ଓ ଜଣେ ଗୁରୁତର ।

୪୮ ଘଣ୍ଟାରେ ରାଜନଗରବାସୀ ଛାନିଆ । କାରଣ ମାତିଛି ମଣିଷଖିଆ ବଉଳା କୁମ୍ଭୀର । ଦୁଇଦିନ ମଧ୍ୟରେ ୨ ଜଣ ଯୁବକଙ୍କୁ ଆକ୍ରମଣ କରିଛି ବଉଳା କୁମ୍ଭୀର । ଫଳରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରାଜନଗର ଅଞ୍ଚଳରେ ଏଭଳି ଘଟଣା…

ଫାଶୀ ଦଣ୍ଡ ଦେବାପରେ କାହିଁକି କଲମ ଭାଙ୍ଗନ୍ତି ବିଚାରପତି ! ଏହା ପଛରେ କ’ଣ ଅଛି କାରଣ ? ଆସନ୍ତୁ ଜାଣିବା ।

ଫାଶୀ ଦଣ୍ଡ ଦୁନିଆର ସବୁଠାରୁ ବଡା ସଜ୍ଜା ଯାହା କୌଣସି ସାଧାରଣ ଅପରାଧୀକୁ ଦିଆଯାଇନଥାଏ । ଯେବେ ବି କୌଣସି ଦୋଷୀକୁ ବିଚାରପତି ଫାଶୀ ଦଣ୍ଡ ଶୁଣାଇଥାନ୍ତି ତା ପରେ ହିଁ ସେହି ଜଜ୍ ନିଜ କଲମ ଭାଙ୍ଗି ଦେଇଥାନ୍ତି । ସିଧାସଳଖ ନଦେଖିଥିଲେ ମଧ୍ୟ ଆପଣ ଅନେକ ସିନେମାରେ ଏପରି ଦେଖିଥିବେ । କିନ୍ତୁ କଣ…

ଏଣିକି ସାରା ଦେଶରେ ଲାଗୁ ହେବ ଏହି ଗୋଟିଏ ହିଁ ଜରୁରୀକାଳୀନ ନମ୍ବର ! ମୋବାଇଲର ପାୱାର ବଟନ ଦବାଇଲେ ମିଳିବ ସବୁ…

ଖୁବ୍ ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବ ୧୧୨ ନମ୍ବର । ଯାହା ଏକ ଜୁରୁରୀକାଳୀନ ନମ୍ବର ଅଟେ । ଏହି ନମ୍ବରରେ କଲ କରି କୌଣସି ବି ବ୍ୟକ୍ତି ନିଜ ଅଭିଯୋଗ ଜଣାଇପାରିବେ ଏବଂ ଏଠାରୁ ହିଁ ସମ୍ବନ୍ଧିତ ବିଭାଗଗୁଡିକୁ ଅଭିଯୋଗ ପଠାଯାଇ ଅଭିଯୋଗକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ଏନେଇ…

ପୁରୁଷ ହକି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଟକ୍କର! ପ୍ରଥମ ଟାଇଟେଲ ହାତେଇବା ଲକ୍ଷ୍ୟରେ ଭାରତ । ସାମ୍ନାରେ ଡିଫେଣ୍ଡିଙ୍ଗ…

ସୁପର ସଣ୍ଡେରେ ମହାମୁକାବିଲା । ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକି ୨୦୧୮ର ଫାଇନାଲ ମ୍ୟାଚରେ ସାମ୍ନା ସାମ୍ନି ହେବେ ବିଶ୍ୱର ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଅଷ୍ଟ୍ରେଲିଆ । ଅପରାହ୍ନ ୪ଟା ସମୟରେ ନେଦରଲ୍ୟାଣ୍ଡର ବିଏଚ ଆଣ୍ଡ ବିସି ବ୍ରେଡା ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ ହକି ଫାଇନାଲ…

ଏମିତି ବି ଆସେ ମୃତ୍ୟୁ : ଉତ୍ତରାଖଣ୍ଡ ପୌଡ଼ୀଗଡ଼ୱାଲରେ ଖାଇକୁ ଖସି ପଡ଼ିଲା ବସ୍, ୪୫ ମୃତ, ୮ ଗୁରୁତର

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୫ ଜଣଙ୍କ ଜୀବନ ଯାଇଛି । ଉତରାଖଣ୍ଡର ପୌଡ଼ୀଗଡ଼ୱାଲରେ ଖାଇ ମଧ୍ୟକୁ ବସ୍ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ରାସ୍ତାରୁ ପ୍ରାୟ ୨ଶହ ଫୁଟ୍ ତଳକୁ ଖସିପଡ଼ିଥିଲା । ଉତ୍ତରାଖଣ୍ଡର ଭଉଣ୍ଡରୁ ରାମନଗର…