Daily Archives

April 27, 2018

ଖୁବ ଶୀଘ୍ର ଜେଏନୟୁ ହେବ ଦେଶର ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ! ଜଣେ ଛାତ୍ର ପାଇଁ ରହିବେ ୩-୪ ଅଧ୍ୟାପକ ।

ଦେଶର ଏକ ସୁପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବରେ ଜବାହାରଲାଲ ନେହେରୁ ୟୁନିଭରସିଟି ପରିଚିତ । ଜେଏନୟୁ ଏବେ ପିଏଚଡି ଏବଂ ଏମଫିଲକୁ ନେଇ ଥିବା ନିୟମ ଗୁଡିକୁ ଜଟିଳ କରିଦେଇଛି । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେଉଁଭଳି ଭାବରେ ଜେଏନୟୁ ନିଜର ନିୟମକୁ ବଦଳାଇ ନୂଆ ନିୟମ ତିଆରି କରିଛି,…

ସାବାସ ଓଡ଼ିଶା ପୋଲିସ ! ପାସର୍ଲ ବୋମାର ସୈତାନକୁ ଧରିଥିବାରୁ ପୁଲିସର ପିଠି ଥାପୁଡାଇଲେ ନବୀନ । କହିଲେ, ଓଡ଼ିଶା ପୁଲିସ…

କନକ ବ୍ୟୁରୋ : ପାଟଣାଗଡ ପାର୍ସଲବୋମା ଘଟଣାର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଜେରା ଚଳାଇଛି କ୍ରାଇମବ୍ରାଂଚ । କୋର୍ଟରେ ହାଜର କରିବା ପୂର୍ବରୁ ତଥ୍ୟ ପ୍ରମାଣକୁ ଏକାଠି କରୁଛି ତଦନ୍ତକାରୀ ସଂସ୍ଥା । ସେପଟେ ଏହି ରହସ୍ୟମୟ ଘଟଣାର ଯେଭଳି ପଦାଫାସ କଲା କ୍ରାଇମବ୍ରାଞ୍ଚ ପୋଲିସ ତାକୁ…

ଆଉ ହେବନି ପରମାଣୁ ପରୀକ୍ଷା ! ଏଣିକି ଅଶାନ୍ତ କୋରିଆ ଉପତ୍ୟକାରେ ବହିବ ଶାନ୍ତିର ହାୱା, ଦଶନ୍ଧି ଦଶନ୍ଧିର ଶତ୍ରୁତାକୁ…

କନକ ବ୍ୟୁରୋ : ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି । ବର୍ଷ ବର୍ଷର ଶତ୍ରୁତାକୁ ଭୁଲି ଏକାଠି ହୋଇଛନ୍ତି ଉତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍, ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜା-ଇନ୍ । ଦୁଇ ରାଷ୍ଟ୍ରପତି ପରସ୍ପର ସହ ହାତ ମିଳାଇ…

ପରଦାରେ ପୁଞ୍ଜିଲାଲଙ୍କ ପାପପେଡି ! ପାର୍ସଲ ବୋମାର ପୁରା କାହାଣୀକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର ।

ସମାଜରେ ଭଦ୍ର ମୁଖା ତଳେ ଲୁଚି ରହିଛନ୍ତି ସଇତାନ ରୂପୀ ମଣିଷ । କେମିତି ପ୍ରିନ୍ସପାଲ ପଦ ପାଇଁ ଅଧ୍ୟାପକ ସାଜିଲେ ସଇତାନ । ଚୌକି ପାଇଁ ଚାଲିଗଲା ଦୁଇ ଦୁଇଟି ଜୀବନ । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ତିଆରି ହେବ ଚଳଚ୍ଚିତ୍ର । ଏହି ଘଟଣାର ଲୋମଟାଙ୍କୁରା ଦୃଶ୍ୟକୁ…

ଓଡିଶାରେ ଖାପ୍ ପଂଚାୟତ ! ନବରଙ୍ଗପୁରରେ ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି…

କନକ ବ୍ୟୁରୋ : ଓଡିଶାରେ ଖାପ ପଂଚାୟତ । ନବରଙ୍ଗପୁର ଝରିଗାଁ ବ୍ଲକ ବୁଆଲିବେଡା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ । ଜଣେ ଯୁବକ ଓ ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁରେ ବୁଲାଇଛନ୍ତି । ଆଉ ଓଡ଼ିଶାରେ ଏଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି…

ହିନ୍ଦୀ-ଚୀନି ଭାଇ ଭାଇ! ମୋଦିଙ୍କ ପାଇଁ ରେଡ କାର୍ପେଟ ବିଛାଇଲେ ଜିନପିଙ୍ଗ, ବିଶ୍ୱ ଦରବାରରେ ବଦଳିଯିବ କି ଏସିଆର…

କନକ ବ୍ୟୁରୋ : ମାତ୍ର ୮ମାସ ତଳେ ଭୁଟାନର ଡୋକଲାମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ୭୩ ଦିନର ଉତ୍ତେଜନା ୨ ଦେଶର ସମ୍ପର୍କକୁ ନେଇ ଯେଉଁ ସଙ୍କେତ ଦେଇଥିଲା ଆଜି ଜିନପିଙ୍ଗ୍ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ପରେ ସେହି ଚିତ୍ର ବଦଳି ଯାଇଛି । ବିଶ୍ୱ ଶାନ୍ତି ଓ ବିକାଶ ଦିଗରେ…