Daily Archives

April 23, 2018

ଓଲିଉଡ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ ଅସଦାଚରଣ । ଯାତ୍ରା ପାଇଁ ଯାଇଥିବାବେଳେ ଗାଡି ଭଙ୍ଗାରୁଜା ସହ ଅଶ୍ଳୀଳ ଭାଷାରେ…

କନକ ବ୍ୟୁରୋ: ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ । ଉଷସୀଙ୍କୁ ମାଡ ମାରିବା ସହ ତାଙ୍କ ଗାଡି ଭାଂଗିଦେଇଛନ୍ତି କିଛି ଦୁର୍ବୃତ । ଗତକାଲି ରାତିରେ ଅନୁଗୁଳ କଣିହାଁର ଡେରେଙ୍ଗରେ ଯାତ୍ରାରେ ଅଭିନୟ ପାଇଁ ଉଷସୀ ଯାଇଥିଲେ । ଉଷସୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିବା…

‘ମୋଦି କେୟାର’ ପରେ ମୋଦିଙ୍କ ଆଉ ଏକ ଯୋଜନା : ୫୦ କୋଟି ଲୋକଙ୍କୁ ମିଳିବ ଫାଇଦା

ମୋଦି ସରକାରଙ୍କ ଆଗାମୀ ନିର୍ବାଚନ ପୂର୍ବରୁ ୫୦ କୋଟି ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ଏକ ବଡ ଯୋଜନା ନେଇକି ଆସିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ସର୍ବବ୍ୟାପୀ ସାମାଜିକ ସୁରକ୍ଷା ସହିତ ଜଡିତ ଶ୍ରମ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏହା ଅଧିନରେ କୃଷି କ୍ଷେତ୍ରରେ…

ମହାଅଭିଯୋଗ ପରେ ମହାପଲିଟିକ୍ସ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଅଗ୍ରାହ୍ୟ…

କନକ ବ୍ୟୁରୋ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇ ଚାଲିଥିବା ବିବାଦ, ଆଜି ନୂଆ ମୋଡ ନେଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କଂଗ୍ରେସ ନେତୃତ୍ୱରେ ୭ଟି ଦଳ ଦେଇଥିବା ମହାଭିଯୋଗ ନୋଟିସକୁ ଖାରଜ କରିଦେଇଛନ୍ତି । ୬୪ ଜଣ ସାଂସଦଙ୍କ…

ଜେଲ ଗଲେ ରାମପାଲ୍ ! ଚେକ୍ ବାଉନ୍ସ ମାମଲାରେ ୬ମାସ କାଳ ଜେଲ ଦଣ୍ଡାଦେଶ ଶୁଣାଇଲେ ଅଦାଲତ

ବଲିଉଡର ଜଣାଶୁଣା ଅଭିନେତା ବା କମେଡିଆନ ରାଜପାଲ ଯାଦବଙ୍କୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ସେ କୋଟି କୋଟି ଟଙ୍କା ହେରାଫେରି କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ୭ଟି କେସ ରୁଜୁ ହୋଇଛି । ଯେଉଁଥିରେ ପ୍ରତ୍ୟେକ କେସ ପାଇଁ ତାଙ୍କ ଉପରେ ୧.୬୦କୋଟି…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ବଡ ତଥ୍ୟ । ସନ୍ଦେହରେ ଥିବା ଅଧ୍ୟାପକଙ୍କ ଘରୁ ମିଳିଲା ଅଧା ବ୍ୟାଗ୍ ବାରୁଦ…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଲିସକୁ ମିଳିଛି ବଡ ସୁରାକ । ଏହି ଘଟଣାରେ ପୁଲିସ ଅଟକ ରଖିଥିବା ସ୍ଥାନୀୟ କଲେଜର ଅଧ୍ୟାପକଙ୍କ ଉପରେ ସନ୍ଦେହ ବଢ଼ିଛି । ତାଙ୍କ ଘରୁ ପୁଲିସ ଅଧ ବ୍ୟାଗ୍ ବାରୁଦ ଜବତ କରିଛି । ଅଧ୍ୟାପକଙ୍କ ରାମପୁରସ୍ଥିତ ପୈତୃକ ଘରୁ ଏହି ବାରୁଦ ବ୍ୟାଗ୍ ଜବତ…

ଚୀନକୁ ପଛରେ ପକାଇ ଭାରତ ୧ ନମ୍ବର ।

ଦେଶରେ ଥିବା ନିଜ ଦେଶର ଲୋକମାନଙ୍କ ଠାରୁ ଟଙ୍କା ପାଇବାରେ ଭାରତ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ବିଶ୍ୱ ବ୍ୟାଙ୍କ କହିଛି ଯେ, ୨୦୧୭ ମସିହାରେ ବିଦେଶରେ ଥିବା ଭାରତୀୟ ମାନେ ନିଜ ଘର ଲୋକଙ୍କୁ କିମ୍ବା ପରିବାରବର୍ଗଙ୍କୁ ୬୯ ଅରବ ଡଲାର ପଠାଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୯.୯…