Daily Archives

April 22, 2018

ଚିପ୍ସ ପ୍ୟାକେଟରେ ପବନ ଭର୍ତ୍ତି କରାଯାଏ କାହିଁକି ? ଏହା ପଛରେ ରହିଛି ଏକ ବୈଜ୍ଞାନିକ କାରଣ, ଆସନ୍ତୁ ଜାଣିବା

ଆପଣ କେବେ ଭାବିଛନ୍ତି କି ବଜାରରେ ଯେଉଁ ଚିପ୍ସର ପ୍ୟାକେଟ ମିଳେ, ସେଥିରେ ପବନ କାହିଁକି ଭର୍ତ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପ୍ୟାକେଟରେ ଭର୍ତ୍ତି ହୋଇଥିବା ପବନର ଫାଇଦା ବିଷୟରେ । ଚିପ୍ସକୁ ଭାଙ୍ଗିବାରୁ ରକ୍ଷା କରିବା ପାଇଁ ପ୍ୟାକେଟରେ ପବନ ଭର୍ତ୍ତି ହୋଇଥାଏ । ଯଦି…

ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ ! କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ମହାସମ୍ମିଳନୀ । ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କେନ୍ଦ୍ରର ବିଜେପି ସରକାର ଓଡିଶାକୁ ପାଣି ଛାଡିବା ବନ୍ଦ କରିଛନ୍ତି । ଛତିଶଗଡ ପାଣି ଛାଡୁନଥିବାରୁ ମହାନଦୀ ଶୁଖିଲା ପଡିଛି । ରାଜ୍ୟବାସୀଙ୍କୁ…

ସୁନା ନୁହଁ ଏହା ଏକ କଦଳୀ ! ଗୋଟିଏ କଦଳୀ ପାଇଁ ବିଲ୍ ଆସିଲା ୮୭,୦୦୦ ଟଙ୍କା ।

ଆପଣ ବଜାରରୁ କଦଳୀ ନିଶ୍ଚିତ କିଣୁଥିବେ । ୫ ରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ କଦଳୀ ବଜାରରେ ଉପଲବ୍ଧ । କିନ୍ତୁ କେବେ ୮୭,୦୦୦ ଟଙ୍କାର କଦଳୀ କେବେ କିଣିଛନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଏମିତି ଏକ ଘଟଣା ବ୍ରିଟେନ୍ ନାଟିଂହମରେ ମହିଳାଙ୍କ ସହିତ ଘଟିଛି।ବବି…

ଖାଦ୍ୟ ସହଜରେ ହଜମ ହୋଇପାରୁନି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଆରାମ

ବ୍ୟସ୍ତବହୁଳ ଜୀବନରେ ଆମର ଖାଦ୍ୟପେୟରେ ବହୁତ ପରିବର୍ତ୍ତ ନ ଆସିଯାଇଛି । ଏବଂ ଏହି କାରଣରୁ ଆମର ଦୈନନ୍ଦିନ ତାଲିକାରେ ଜଙ୍କ ଫୁଡର ସ୍ଥାନ ବଢ଼ି ବଢ଼ି ଯାଉଛି । ଜଙ୍କ ଫୁଡ ଖାଇବାରେ ବା ପ୍ରସ୍ତୁତ କରିବାରେ ଯେତେ ସହଜ ହେଲେ ବି ଏହା ଆପଣଙ୍କ ପେଟ ଓ ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ…

ଚାପରେ ରହିଛି କି ବିରାଟଙ୍କ ପ୍ରେମ ! ଫ୍ୟାନ୍ସ ପ୍ରଶ୍ନ କଲେ ଚାପରେ ପଡି ବିରାଟ ଏଭଳି କରୁନାହାନ୍ତି ତ ?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଖୁବ୍ ଭଲ ପାଆନ୍ତି । ଏହାର ବିଶ୍ୱାସ ଜତାଇବାକୁ ଯାଇ ସେ ବିଭିନ୍ନ ସମୟରେ ଇନଷ୍ଟାଗ୍ରାମରେ ନିଜର ରୋମାଣ୍ଟିକ୍ ଫଟୋ ଅପଲୋଡ୍ କରନ୍ତି । କେବଳ ଏତିକି ନୁହଁ ଆଇପିଏଲ୍ ମ୍ୟାଚ୍ ଚାଲିଥିବା ସମୟରେ ବିରାଟଙ୍କୁ…

ଅସହ୍ୟ ହେଉଛି ଖରା ! ଜାଣନ୍ତୁ ଘରକୁ କିପରି ଥଣ୍ଡା ରଖିବେ ?

ଖରାଦିନେ ଘରକୁ ପଶିବା ମାତ୍ରେ ସମସ୍ତେ ଚାହାନ୍ତି ଘର କିପରି ଥଣ୍ଡା ରହୁ । ଏହା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ…