Daily Archives

April 22, 2018

ସ୍କୁଲ ବାରଣ୍ଡାରୁ ମିଳିଲା କଅଁଳ ଛୁଆର ଖିନବିନ୍ ଶରୀର ! ଚକଲେଟ୍ କିଣିଦେବାକୁ କହି ୬ବର୍ଷର ଝିଅ ସହ ଦୁଷ୍କର୍ମ ଅଭିଯୋଗ

କନକ ବ୍ୟୁରୋ : କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାରେ ସାରାଦେଶ ଉଦବେଗ ପ୍ରକାଶ କରୁଥିବାବେଳେ ପୁଣି ଆସିଛି ଜଣେ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାରର ଅଭିଯୋଗ । ସାଲେପୁରରେ ୬ବର୍ଷର ଶିଶୁକନ୍ୟାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତି କରାଯାଇଛି ।…

ପାଗଳ ପୁଅ ବୁଝିଲାନି ମା’ର ମମତା ! ଖାଇବା ଆଣିବାରେ ବିଳମ୍ବ ହେବାରୁ ପୁଅ ନେଇଗଲା ମା’ର ଜୀବନ ।

ଝାରଖଣ୍ଡର ଧନବାଦ ଜିଲ୍ଲାରେ ଜଣେ ପୁଅ ନିଜ ମାକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସର କହିବା କଥା ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ ନାହିଁ । ତେବେ ଅଭିଯୁକ୍ତ ପୁଅକୁ ପୋଲିସ ହେପାଜତରେ ନେଇଛି । ଏଭଳି ଏକ କଷ୍ଟଦାୟକ ଘଟଣା ଧନବାଦର ତିଲକରାୟଡୀହ ଗାଁରେ…

ତାଣ୍ଡବ ରଚିଲା କାଳବୈଶାଖୀ ! ଚାନ୍ଦବାଲିରେ ଛପର ଉଡ଼ାଇନେଲା ପବନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ସର୍ତକ ସୂଚନା…

ପୁଣି ତାଣ୍ଡବ ରଚିଲା କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ପବନ ସାଙ୍ଗକୁ ଘଡ଼ଘଡ଼ି ଓ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା ପ୍ରଭାବରେ ଚାନ୍ଦବାଲି ନୟାପାଟଣା ଗାଁରେ ଘର ଛପର ଉଡ଼ାଇନେଇଛି ପବନ ।ପାଲଲହଡା ଜମରାରେ ମଧ୍ୟ କାଳବୈଶାଖୀର ପ୍ରଭାବ…

ଜଣେ ବାଳକ ହାତରୁ ହୋଇଥିଲା ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ : ଖେଳରେ ଖେଳରେ କରିଥିଲା ଆବିଷ୍କାର । ଜାଣନ୍ତୁ କେମିତି

ଦୂର ଜିନିଷ ଦେଖିବା ପାଇଁ ସାଧାରଣତଃ ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପର ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର ୧୭ ଦଶକର ଆରମ୍ଭରେ ଜଣେ ଶିଶୁ ଖେଳ ଖେଳରେ କରିଥିଲା । ହୋଲାଣ୍ଡର ମିଡିଲବର୍ଗ ସହରରେ ରହୁଥିବା ଏକ ଚଷମା ବ୍ୟବସାୟୀର ପୁଅ ଏହାର…

ଏମିତି ପୁଅକୁ ଛି ! ସମ୍ପତି ଲୋଭରେ ଭୁଲିଗଲା ମା’ର ମମତା, ପ୍ରେସରକୁକରରେ ବାଡେଇ ମୁଣ୍ଡ ଫଟାଇଲା । ମନ ବୁଝିଲାନି, ମା’ର…

୧୦ ମାସ ୧୦ ଦିନ ଗର୍ଭରେ ରଖି ପୁଅ ଜନ୍ମ ଦେବା କଣ ପାପ । ପୁଅ ଜନ୍ମ ଦେଲେ କଣ ମାଡ ଖାଇବାକୁ ପଡେ । କଣ ସମ୍ପତି ଆଗରେ ପୁଅ ପାଇଁ ଫିକା ପଡିଯାଏ ମା’ର ପ୍ରେମ । କଳିଯୁଗରେ ଏମିତି ହିଁ କିଛି ଦେଖିବାକୁ ମିଳୁଛି । ଯେଉଁ ପୁଅର ହାତ ଧରି ମା’ ବାଟ ଚାଲିବା ଶିଖାଇଥିଲା ସେହି ପୁଅ ହିଁ କିଛି…

ମଝି ଆକାଶରେ ଉଡୁଥିଲା ବିମାନ, ଭାଙ୍ଗିଗଲା ଝରକା ! ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ ।

କିଛି ଦିନ ତଳେ ଏକ ବିମାନର ଇଞ୍ଜିନ ୩୨୦୦୦ ଫୁଟ ଉପରୁ ଖରାପ ହୋଇ ପଡିଯାଇଥିଲା । ତେବେ ଆଉ ଏକ ବିମାନ ଉଡୁଥିବା ସମୟରେ ଏମିତି ଏକ ଦୁର୍ଘଟଣା ହୋଇଛି ଯାହାକୁ ଶୁଣି ଏବିଏଶନ ଏଜେନ୍ସି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଅମୃତସର ରୁ ଦିଲ୍ଲୀ ଆସୁଥିବା ଏୟାରଇଣ୍ଡିଆର ଏକ ବିମାନ ଭୂପୃଷ୍ଠରୁ ୧୦୦୦ ଫୁଟ…