Daily Archives

April 19, 2018

ଆଭିଜାତ୍ୟର ଜୀବନ ଛାଡି ଜୈନଦୀକ୍ଷା ଗ୍ରହଣ କଲେ କିଶୋର ! ୧୨ ବର୍ଷୀୟ ବାଳକର ଜୈନ ଦୀକ୍ଷା ଗ୍ରହଣ।

ସୁରତରେ ରହୁଥିବା ହୀରା ବ୍ୟବସାୟୀ ଦୀପକ ଶାହଙ୍କ ଏକମାତ୍ର ପୁଅ ଭବ୍ୟ ଶାହ୍ ନିକଟରେ ଜୈନ ଦୀକ୍ଷା ଗ୍ରହଣ କରିଛନ୍ତି । ଦୀପକଙ୍କ ଦୁଇସନ୍ତାନ ମଧ୍ୟରୁ ପୂର୍ବରୁ କନ୍ୟା ଜୈନ ଦୀକ୍ଷା ଗ୍ରହଣ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିବା ବେଳେ ଭବ୍ୟ ବର୍ତ୍ତମାନ ଏହି ମାର୍ଗରେ ନିଜକୁ ନିୟୋଜିତ କରିଛନ୍ତି…

ଫେସବୁକ ଓ ଟ୍ୱିଟରରେ ଆଉ ଖୋଲିହେବ ନାହିଁ ଫେକ୍ ଆକାଉଂଟ ! ଆସିଗଲା ନୂଆ ସିଷ୍ଟମ୍, ଫେକ୍ ଆକାଉଂଟଧାରୀଙ୍କ ଉପରେ ରହିବ…

ବୈଜ୍ଞାନିକମାନେ ଏକ ନୂଆ ଲଗାରିଦମ୍ ନିର୍ମାଣ କରିଛନ୍ତି । ଏଥିରେ ସୋସିଆଲ ନେଟୱର୍କିଂ ସାଇଟ୍ ଯେପରି ଫେସବୁକ୍ ଓ ଟ୍ୱଟିରରେ ଫେକ୍ ଆକାଉଂଟର ପତ୍ତା ଲଗାଯାଇପାରିବ । ସୂଚନା ଅନୁସାରେ ଫେକ୍ ଆକାଉଂଟଧାରୀ ନେଟୱର୍କରେ ଥିବା ଅନ୍ୟ ଆକାଉଂଟଧାରୀଙ୍କ ପାଇଁ କିଛି ଖରାପ ଲିଙ୍କ ତିଆରି କରନ୍ତି…

ବିଚାରପତି ଲୋୟା ମୃତ୍ୟୁ ମାମଲାରେ ହେବନି ଏସଆଇଟି ତଦନ୍ତ : ସ୍ୱତନ୍ତ୍ର ଯାଂଚ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ । ସିବିଆଇ ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ବି.ଏଚ. ଲୋୟାଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏହି ମାମଲାରେ ସ୍ୱତନ୍ତ୍ର ଯାଂଚ ଆବେଦନକୁ ଖାରଜ…

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର : ପୋଷ୍ଟରରେ ହିଂସାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ

କନକ ବ୍ୟୁରୋ : କୋରାପୁଟ ନାରାୟଣପାଟଣା ବ୍ଲକରେ ଲାଗିଲା ମାଓ ବିରୋଧୀ ପୋଷ୍ଟର । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟର ମାଧ୍ୟମରେ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦିଆଯାଇଛି । ଏହା ସହ ପୋଷ୍ଟରରେ ନିରୀହ…

ଟିଟିଲାଗଡରେ ଭାଲୁକୁ ପିଟି ପିଟି ମାରିଦେଲେ ଲୋକେ ! ପୁରୁଣା ଛାତ୍ରାବାସରେ ଲୁଚି ଚଳାଇଥିଲା ଆତଙ୍କ

କନକ ବ୍ୟୁରୋ : ଟିଟିଲାଗଡରେ ଅଭାବନୀୟ କାଣ୍ଡ । ଲୋକେ ଭାଲୁକୁ ପିଟି ପିଟି ମାରିଦେବା ସହ ଛାଲ ଓ ମାଂସକୁ ନେଇଯାଇଛନ୍ତି । ଭାଲୁକୁ ପିଟି ପିଟି ମାରିଦେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଲୁ ଟିଟିଲାଗଡର ଏକ ଛାତ୍ରାବାସରେ ଦୁଇଦିନ ହେଲା ଲୁଚି ରହି ଆତଙ୍କ ଚଳାଇଥିଲା । ଭାଲୁ…

ଢେଙ୍କାନାଳ ଜିଲ୍ଲାର ଦୁଇଟି ୱାର୍ଡରେ ଜଳ ସଙ୍କଟ ! ଗରା, ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଗରା, ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା । ଢେଙ୍କାନାଳ ଜିଲ୍ଲାର ଦୁଇଟି ୱାର୍ଡରେ ଦେଖା ଦେଇଛି ଏଭଳି ଘଟଣା । ପିଇବା ପାଣିର ଅଭାବ ଦେଖା ଦେଇଥିବାରୁ ଢେଙ୍କାନାଳ ପୌର ପରିଷଦର ୧୪ ଓ ୧୫ ନମ୍ବର ୱାର୍ଡରେ ଜନ ଅସନ୍ତୋଷ, ଆନ୍ଦୋଳନର ରୂପ ନେଇଛି ।…