Daily Archives

April 19, 2018

ବିମାନ ଉଡାଣରେ ବିଳମ୍ବ ହେଲେ ମିଳିବ କ୍ଷତିପୂରଣ ! ଏହା ସହିତ ବିକଳ୍ପ ବିମାନର ବ୍ୟବସ୍ଥା ।

ଉଡାଜାହାଜରେ ଯାତ୍ରା ସମୟରେ ଯଦି ଆପଣ କୌଣସି କାରଣରୁ ଫଶିଯାଆନ୍ତି ଏବଂ ଆପଣଙ୍କର ଆଗତ ଫ୍ଲାଇଟ ମିସ ହୋଇଯାଏ, ତେବେ ଡିଜିସିଏର ଏହି ପ୍ରସ୍ତାବ ଅନୁଯାୟୀ ଆପଣଙ୍କୁ କ୍ଷତିପୂରଣ ଦିଆଯିବ । ଡାଇରେକ୍ଟର ଜେନେରାଲ ଅଫ ସିଭିିଲ ଏବିଏସନ (ଡିଜିସିଏ) ପ୍ରସ୍ତାବ ଅନୁଯାୟୀ ଯଦି କୌଣସି ଫ୍ଲାଇଟ…

ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁନା କିରିଟ ! ପବିତ୍ର ଅକ୍ଷୟ ତୃତୀୟାରେ ଲାଗି ହେଲା ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ…

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଲାଗିଲା ସୁବର୍ଣ୍ଣ କିରିଟ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି କିରିଟକୁ ଲଷ୍ମୀଙ୍କୁ ଅର୍ପଣ କରାଯାଇଛି । ଏହି କିରିଟର ଓଜନ ୭୫୫ ଗ୍ରାମ୍ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କିରିଟ ଲଗାଯାଇଛି । ପୂର୍ବରୁ ଏଥିପାଇଁ ବାରମ୍ବାର…

ଦିନେ କଲାମ ପଢୁଥିବା ସ୍କୁଲରେ ଆଜି ବିଜୁଳି ନାହିଁ ! ବିଲ ନଦେବାରୁ ବିଜୁଳି ଗୁଲ୍ ।

ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଏପିଜେ ଅବଦୁଲ କଲାମ ରାମେଶ୍ୱରମର ଯେଉଁ ସ୍କୁଲରେ ନିଜ ପାଠପଢା ଆରମ୍ଭ କରିଥିଲେ, ଏବେ ବିଦ୍ୟୁତ ବିଭାଗ ଉକ୍ତ ସ୍କୁଲକୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି । ଦେଶର ଅନେକ ଲୋକପ୍ରିୟ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା…

ରାଜ୍ୟ କଂଗ୍ରେସର ନୂଆ କ୍ୟାପଟେନ ନିରଞ୍ଜନ ! କେଉଁଠୁ ଓ କେମିତି ଆରମ୍ଭ ହୋଇଥିଲା ନିରଞ୍ଜନଙ୍କ ରାଜନୈତିକ କ୍ୟାରିୟର

କନକ ବ୍ୟୁରୋ : ଦୀର୍ଘ ୫ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସ ନିଷ୍କ୍ରିୟ ରହିବା ପରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ଦାବି କରୁଛି । କଂଗ୍ରେସରୁ ମଧ୍ୟ ଜଣେ ପରେ ଜଣେ ନେତା ଦଳ ଛାଡିଛନ୍ତି । ବିଜେପୁରରେ…

ଆସନ୍ତାକାଲି ଠାରୁ ମିଳିବ ବରାଦି ଅବଢ଼ା ! ପଦାକୁ ଆସିଲା ଶ୍ରୀମନ୍ଦିର ଅଚଳାବସ୍ଥାର ଅସଲ କାରଣ, ହାଇକୋର୍ଟ କହିଲେ,…

କନକ ବ୍ୟୁରୋ : ହାଇକୋର୍ଟଙ୍କ ରାୟ ପରେ ପୁରୀ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା, ୪ ଦିନ ହେଲାଣି ମହାପ୍ରସାଦ ବି ପ୍ରସ୍ତୁତ ହୋଇପାରୁନି । ଏଭଳି ପରିସ୍ଥିିତିରେ ଆଜି ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ବୋଲି ହାଇକୋର୍ଟ…