Daily Archives

April 15, 2018

ଲୋକେ ଚାହିଁଲେ ନିଷ୍ପତି ନେବି ! ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା ନେଇ ଆରମ୍ଭ ହେଲା ଚର୍ଚ୍ଚା

କନକ ବ୍ୟୁରୋ : ସମ୍ବଲପୁର ଇବ ନଦୀ ଉପରେ ନିର୍ମିତ ସପନେ-ରମ୍ପେଲା ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେତୁର ଆପ୍ରୋଚ୍ ରୋଡକୁ ବି ଉଦଘାଟନ କରିଛନ୍ତି ନବୀନ ପଟ୍ଟନାୟକ । ରେଙ୍ଗାଳିରେ ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଢେଇ କିଲୋମିଟର ସେତୁ ।…

ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ବ୍ୟାଡମିଂଟନରେ ଭାରତକୁ ମିଳିଲା ସୁନା ! ସିନ୍ଧୁଙ୍କୁ ହରାଇ ସାଇନା ଜିତିଲେ…

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଛି ଭାରତ । ବିଶ୍ୱର ଏହି ଅନ୍ୟତମ କ୍ରିଡା ମହାକୁମ୍ଭରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଲା ଭାରତ । ଏହାସହ ଭାରତ ନାଁରେ ରହିଛି ୨୦ ରୌପ୍ୟ ଓ ୨୦ କାଂସ୍ୟ ସହ ମୋଟ ୬୬ଟି ପଦକ । ଅଷ୍ଟ୍ରେଲିଆର ୭୯…

ମୋଦି ସରକାରଙ୍କ ଅଡ଼ୁଆ ବଢାଇବ ଆସିଫା ଓ ଉନ୍ନାଓ ଦୁଷ୍କର୍ମ ଘଟଣା ! ଆମେରିକା ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ…

ଆସିଫାକାଣ୍ଡ ଓ ଉନ୍ନାଓ ଘଟଣାରେ ଦେଶବ୍ୟାପି କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଦେଶବାହାରେ ମଧ୍ୟ ଏହାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ସେପଟେ ଏଭଳି ଘଟଣା ମୋଦିଙ୍କୁ ଅଡୁଆରେ ପକାଇଥିବା ଆମେରିକାର ସର୍ବାଧିକ ପ୍ରସାରିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି । ଜାଣନ୍ତୁ…

ମହିଳାଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା ! ପୂଜାରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ କିନ୍ନର ।

ଗ୍ରେଟର ନୋଏଡା ଠାରେ ମନ୍ଦିରଙ୍କୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଉକ୍ତ ମନ୍ଦିରର ପୂଜାରୀ ଅସଦାଚରଣ କରିବା ମାମଲା ସାମ୍ନାକୁ ଆସିଛି । ଯେତେବେଳେ ପୂଜାରୀଙ୍କ ଏପରି ବ୍ୟବହାର ସୀମା ପାର ହୋଇଯାଇଥିଲା ସେତେବେଳେ ଗାଁର ମହିଳା ଏବଂ ପୁରୁଷମାନେ ମିଶି ସମ୍ପୃକ୍ତ ପୂଜାରୀଙ୍କୁ ଖୁବ ପିଟିଥିଲେ…

କେମିତି ହୋଇଥିଲା ସିରିଆ ଉପରେ ମିଳିତ ବାହିନୀର ଷଣ୍ଢୁଆସି ଆକ୍ରମଣ ! ଟେର ପାଇନଥିଲା ଋଷ, କିଛି ମିନିଟରେ ଧ୍ୱଂସ…

କେମିତି ହୋଇଥିଲା ସିରିଆ ଉପରେ ଆକ୍ରମଣ ? କିଭଳି ଆମେରିକା,ବ୍ରିଟେନ୍ ଓ ଫ୍ରାନ୍ସର ତିନି ବାହିନୀ ସିରିଆ ଉପରେ କରିଥିଲେ ସଣ୍ଡୁଆସୀ ଆକ୍ରମଣ ? ଭୂମଧ୍ୟ ସାଗର, ଲୋହିତ ସାଗର ଓ ଆରବ ଉପସାଗର – ଏହିଭଳି ତିନି ଦିଗରୁ ଆକ୍ରମଣ ପାଇଁ ମିଳିତ ସେନା ପ୍ରସ୍ତୁତି କରିଥିଲା । ଏବଂ ଏହି ପ୍ରସ୍ତୁତିର…