Daily Archives

April 11, 2018

କେନ୍ଦ୍ରକୁ କନ୍ଦାଇଲାଣି ବର୍ଦ୍ଧିତ ତେଲ ଦର । କଂପାନୀ ଗୁଡିକୁ ସରକାରଙ୍କ ନିର୍ଦ୍ଦେଶ, ଦର ବଢାଅନି, ଅଳ୍ପ କ୍ଷତି…

ତେଲଦର ନୟାନ୍ତ କଲାଣି, ଆଉ ଦର ବଢାଅନି । କିଛି ଏଭଳି ଢଙ୍ଗରେ ସରକାର ତେଲ କଂପାନୀ ମାନଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶିତ ରିପୋର୍ଟ ଅନୁସାରେ, ତୈଳ କଂପାନୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ଦର ଆଉ ନ’ବଢାଇବାକୁ ଅନୁରୋଧ କରିଛନ୍ତି…

ରୋଗୀଙ୍କୁ ରକ୍ତ ଦେଇ ସଂପର୍କ ଯୋଡିଲା ପୋଲିସ ! ଥାଲାସିମିଆ ରୋଗୀଙ୍କୁ ଓ-ନେଗେଟିଭ ବ୍ଲଡ ଦେଲେ ହାବିଲଦାର ରାଜୀବ କୁମାର…

କନକ ବ୍ୟୁରୋ : ସମସ୍ତଙ୍କର ରକ୍ତ ସଂପର୍କୀୟ ଥାନ୍ତି, ହେଲେ ରକ୍ତ ଦେଇ ସଂପର୍କ ଯୋଡିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ । ରକ୍ତ ଦେଇ ସଂପର୍କ ଯୋଡ଼ିବାକୁ ହୁଏତ, ଅନେକ ଚେଷ୍ଟା ବି କରନ୍ତି । ହେଲେ ବେଳେବେଳେ କର୍ତ୍ତବ୍ୟ କିମ୍ବା ଦାୟିତ୍ୱ ବାଟ ଓଗାଳେ । ଆଉ ଏହି ସବୁ ବାଧାକୁ ଅତିକ୍ରମ ରୋଗୀଙ୍କ…

ବିଜେଡି ଟାର୍ଗେଟରେ ବୈଜୟନ୍ତ ପଣ୍ଡାଙ୍କ ପରିବାର ! ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ…

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଦାୟୀ କରିଛି ବିଜେଡି । ଫଳରେ ବିଜେଡି ଓ ବୈଜୟନ୍ତଙ୍କ ବିବାଦ ପୁଣି ଥରେ ତେଜିଛି । ବିଜେଡି ଅଭିଯୋଗ କରିଛି ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଭାବେ ଜାଗିମଙ୍ଗତ ପଣ୍ଡା ଦାୟିତ୍ୱ…

ନୟାଗଡରେ ଜିମ ଇନଷ୍ଟ୍ରକ୍ଟରଙ୍କୁ ପୋଲିସ ଦେହଜୀବୀ ସଜାଇଥିବା ଅଭିଯୋଗ ! ଜନ୍ମଦିନ ପାର୍ଟିରେ ଚଢାଉ ପରେ ଘରେ, ବାହାରେ…

କନକ ବ୍ୟୁରୋ : ଜିମରେ ଚଢ଼ାଉ କଲା ପୁଲିସ, ସେଠାରେ କାର୍ଯ୍ୟରତ ଯୁବତୀଙ୍କୁ ଉଠାଇ ନେଲା । ଅଭିଯୋଗ ଥିଲା-ଜିମ୍ ଭିତରେ ଚାଲିଛି ସେକ୍ସ ରାକେଟ୍ । ଘଟଣାଟି କେତେ ସତ, କେତେ ମିଛ, ତାହା ଜଣା ପଡ଼ିବା ପୂର୍ବରୁ ବଦନାମ ହୋଇଗଲେ, ଜିମରେ କାର୍ଯ୍ୟ କରୁଥିବା ଯୁବତୀ । ଗତମାସ ନୟାଗଡ଼ରେ ଘଟିଥିବା ଏପରିି…

ମାର୍କଫେଡକୁ ନେଇ ମହାଭାରତ, କେନ୍ଦ୍ରାପଡାରୁ ବିଧାନସଭା ! ଜିଲ୍ଲା ବିଜେଡି ସଭାପତିଙ୍କ ସହ ସାମ୍ବାଦିକଙ୍କ ତୁତୁ ମେମେ,…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାରେ ମାର୍କଫେଡ୍ ମହାଦୁର୍ନୀତି । ଆଉ ଏବେ ଏହି ଦୁର୍ନୀତିକୁ ନେଇ ସୃଷ୍ଟି ହୋଇଛି ମହାଭାରତ । ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି । ଏହି ଦୁର୍ନୀତିରେ ସ୍ଥାନୀୟ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଦାୟୀ କରି ଗତକାଲି ଜିଲ୍ଲା ବିଜେଡି…

କ୍ଷଣକେ ଚାଲିଗଲା ୩୦ ଜୀବନ ! ଏକା ସାଙ୍ଗେ ଜଳିଲା ୧୨ଜଣ କୋମଳମତୀ ଶିଶୁଙ୍କ ଜୁଇ ।

ହିମାଚଳ କାଙ୍ଗଡା ଜିଲ୍ଲାର ନୁରପୁର ଠାରେ ଏକ ସ୍କୁଲ ବସ ଘାଟିରେ ଖସି ପଡିବାରୁ ୩୦ଜଣ ଲୋକଙ୍କର ମୃତ୍ୟୁ ହେଇଛି । ସବୁଠାରୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରେ ୨୭ଜଣ ଛୋଟ ଛୁଆ ରହିଥିଲେ । ଗତକାଲି ଏହି ସମସ୍ତଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ…