Daily Archives

April 10, 2018

ସାପର ପତ୍ନୀ ବୋଲି ନିଜକୁ ଦାବି କରୁଥିବା ଯୁବତୀଙ୍କ ନାଗଲୋକ ଯାତ୍ରା : ଶ୍ରଦ୍ଧାଳୁ କଲେ ପୂଜାର୍ଚ୍ଚନା, ଜାଣନ୍ତୁ ଆଗକୁ…

ଆଜିକାଲି ଆମେ ପ୍ରତିଦିନ ନାଗ ନାଗୁଣୀର କାହାଣୀ ଶୁଣୁଛୁ । ଆଜିର ସମୟରେ ନାଗକନ୍ୟା ଏବଂ ନାଗଲୋକ ଭଳି କଥା କୈାଣସି ପରୀ କାହାଣୀଠୁ କମ ନୁହେଁ । ଏହାସତ୍ୱେ ଗୋଟିଏ ସପ୍ତାହ ପୂର୍ବରୁ ଛତିଶଗଡ଼ର ଜଣେ ନାବାଳିକା ନିଜକୁ ନାଗକନ୍ୟା ଜଣାଇ ନାଗକୁ କଥିତ ରୂପେ ବିବାହ କରିବାକୁ ଦାବି କରିଥିଲେ ।…

ଏବେ ଟାକ୍ସି ଠାରୁ ମଧ୍ୟ କମ୍ ଭଡ଼ାରେ କରିପାରିବେ ବିମାନ ଯାତ୍ରା ! ରିଜର୍ଭେସନ କରିବା ପୂର୍ବରୁ ପ୍ରଥମେ ଦେଖିନିଅନ୍ତୁ…

ଏୟାର ଏସିଆ ଅନେକ ନୂଆ ରୁଟରେ ଚଳାଇବ ବିମାନ । ଏଥିପାଇଁ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଦେଇଛି ଏୟାର ଏସିଆ । ତେବେ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯାତ୍ରୀଙ୍କୁ ଏଥିପାଇଁ କମ୍ ଭଡ଼ା ଦେବାକୁ ପଡ଼ିବ । ଏୟାର ଏସିଆ କେବଳ ୧୬୯୯ ଟଙ୍କାରେ ଯାତ୍ରା କରିବାର ସୁଯୋଗ ଦେଉଛି । ଏହି ଅଫର…

ପୁଣି ରାଜନୀତିରେ ମହାନଦୀ । କେନ୍ଦ୍ରର ବୈଠକରେ ସରକାର ପକ୍ଷ ରଖିବା ନେଇ ସ୍ପଷ୍ଟ କଲା ବିଜେଡି । ବିଜେପି କହିଲା,…

କନକ ବ୍ୟୁରୋ: ପୁଣି ରାଜନୀତିରେ ମହାନଦୀ । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର କଲମା ବ୍ୟାରେଜ୍ର ଗେଟ୍ ବନ୍ଦ୍ କରିବାକୁ ଓଡିଶାକୁ ଜଳ ପ୍ରବାହ କମିଛି । ଏନେଇ ବହୁ ଆନ୍ଦୋଳନ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଟର୍ମ ଅଫ ରେଫରେନ୍ସ…

ଦିନସାରା କମ୍ପ୍ୟୁଟରରେ କାମ କରୁଥିବା ବ୍ୟକ୍ତି ରୁହନ୍ତୁ ସାବଧାନ: ଆଖି ଉପରେ ପଡିବ କ୍ଷତିକାରକ ପ୍ରଭାବ, ଏପରି ଭାବେ…

ଆଜିର ଏହି ଡିଜିଟାଲ ଯୁଗରେ ପାଖାପାଖି ସମସ୍ତ କାମ କମ୍ପ୍ୟୁଟର, ଲ୍ୟାପଟପ ଏବଂ ସ୍ମାର୍ଟଫୋନର ସହାୟତାରେ ହେଉଛି । ଅଫିସରେ କାମ କରୁଥିବା ଲୋକଙ୍କ ଅଧିକ ସମୟ କମ୍ପ୍ୟୁଟର, ଲ୍ୟାପଟପରେ ବିତେ । କେବଳ ଅଫିସରେ କାମ କରୁଥିବା ବ୍ୟକ୍ତି ନୁହେଁ ବରଂ ଯେଉଁମାନେ ନିଜ ଦିନର ଅଧିକାଂଶ ସମୟ ଲ୍ୟାପଟପ ଓ…

ମହାକାଶରେ ଖୋଲିବ ହୋଟେଲ! ଆଗୁଆ କରିବାକୁ ପଡିବ ବୁକିଂ, ଜାଣନ୍ତୁ ଦେବାକୁ ପଡିବ କେତେ ଟଙ୍କା

ମହାକାଶରେ ରହିଲେ କେମିତି ଲାଗେ । ମହାକାଶଚାରୀ ଏତେ ଦିନ ମହାକାଶରେ କିଭଳି ରହୁଛନ୍ତି । ମହାକାଶର ୁ ପୃଥିବୀ କିଭଳି ଦେଖାଯାଏ ।ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରେ ।କିନ୍ତୁ ସାଧାରଣ ଲୋକ ଏଭଳି ପ୍ରଶ୍ନର ଉତ୍ତର ଖୁବଶୀଘ୍ର ପାଇଯିବେ । କାରଣ ମହାକାଶରେ ବିଳାସପୂର୍ଣ୍ଣ…

ଟାଇଗର ସର୍ଫଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ସିନେମା ‘ଷ୍ଟୁଡେଂଟ ଅଫ୍ ଦି ଇୟର-୨’ରେ ନଜର ଆସିବେ ମୁଖ୍ୟ ଭୂମିକାରେ

ଟାଇଗର ସର୍ଫଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଧମାକେଦାର ଖବର । ଆଗାମୀ ବଲିଉଡ ମୁଭି ‘ଷ୍ଟୁଡେଂଟ ଅଫ୍ ଦି ଇୟର-୨’ ର ସୁଟିଂ ଦେହରାଦୁନରେ ଆରମ୍ଭ ହେଇସାରିଛି । ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିିତ ଏହି ସିନେମାରେ ଲିଡ ରୋଲରେ ନଜର ଆସିବେ ଅଭିନେତା ଟାଇଗର ସର୍ଫ । ଏହି ଫିଲ୍ମର ନିର୍ଦ୍ଦେଶନା…