Daily Archives

April 3, 2018

ବାଙ୍କୀ ତାଳବସ୍ତରେ ଶିଶୁପୁତ୍ରକୁ ମାଙ୍କଡ ମାରିଲା ନା ମଣିଷ ? ସନ୍ଦେହ ଭିତରେ ପରିବାରକୁ ତଦନ୍ତ ପରିସରଭୁକ୍ତ କଲା…

କନକ ବ୍ୟୁରୋ : ବାଙ୍କୀରେ ୧୫ ଦିନର ଶିଶୁର ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । ଶିଶୁମୃତ୍ୟୁ ଘଟଣାରେ ପରିବାରକୁ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ । ଖୁବଶୀଘ୍ର ଶିଶୁର ପରିବାରକୁ ପଚରାଉଚରା କରିବ ପୋଲିସ । ସେପଟେ ୧୫ ଦିନର ଶିଶୁପୁତ୍ରକୁ ମାଙ୍କଡ, କୂଅରେ ପକାଇଥିବା ଘଟଣାକୁ ସହଜରେ ଗ୍ରହଣ…

ପଦ୍ମଦଳରେ ପରିବର୍ତ୍ତନର ଝଲକ ! ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହାଙ୍କ ଗସ୍ତ ପୂର୍ବରୁ ବଦଳିଲେ ସଂଗଠନ ସଂପାଦକ, ପ୍ରଭାରୀ…

କନକ ବ୍ୟୁରୋ : ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମ ଦିନରେ ଭାବାନୀପାଟଣା ଏବଂ ଦ୍ୱିତୀୟ ଦିନ ବଲାଙ୍ଗୀରରେ ଦଳୀୟ ସଂଗଠନ ନେଇ ଆଲୋଚନା କରିବେ ରାଷ୍ଟୀୟ ଅଧ୍ୟକ୍ଷ । ଆଉ ଅମିତଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଓଡ଼ିଶା ବିଜେପି କରିଛି…

ରତ୍ନଭଣ୍ଡାରକୁ ଜଗି ରହିଛନ୍ତି କି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ? ଆସନ୍ତାକାଲି ରହସ୍ୟରୁ ଉଠିବ ପରଦା

କନକ ବ୍ୟୁରୋ : ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ରତ୍ନଭଣ୍ଡାରକୁ ନେଇ ଏକ ବଡ ରହସ୍ୟ ହେଉଛି, ଏନେଇ ରହିଥିବା ଲୋକକଥା । କୁହାଯାଏ, ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା । ଏହି ଲୋକକଥା…

ପ୍ରେମିକାଙ୍କ ଓଢଣୀରେ ଝୁଲିପଡିଲେ ବ୍ୟାଙ୍କ ମ୍ୟାନେଜର ! ବ୍ୟାଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରେମ ନିବେଦନ କରି ବିଫଳ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ଜୟଦେବ ବାଟିକାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ପ୍ରେମିକା ତଥା ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ…

ଆସନ୍ତାକାଲି ୨ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! କେଉଁମାନେ ପ୍ରବେଶ କରିବେ, ତାଲିକା ଦେଲା ଶ୍ରୀମନ୍ଦିର…

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଚାହିଁ ରହିଛି ସାରା ଓଡିଶା । ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିଲେ କଣ ହେବ ? ଯଦିଓ ମହାପ୍ରଭୁଙ୍କ ରତ୍ନ, ଆଭୂଷଣର କୌଣସି ଆକଳନ କରାଯିବ ନାହିଁ । କେବଳ ସ୍ଥିତି ଯାଂଚ ପାଇଁ ଭିତରକୁ ଯିବ ସ୍ୱତନ୍ତ୍ର କମିଟି । ତଥାପି ସମସ୍ତଙ୍କ ଭିତରେ ପ୍ରବଳ…

ଆର୍ମି ପୋଷାକରେ କାହିଁକି ପଦ୍ମଭୂଷଣ ଉପାଧି ଗ୍ରହଣ କରିଥିଲେ ଧୋନି ! ସୋସିଆଲ ମିଡିଆରେ ଏହାର ଉତ୍ତର ଦେଲେ କ୍ୟାପଟେନ…

ଗତ ସୋମବାର ଅର୍ଥାତ ଏପ୍ରିଲ ୨ ତାରିଖରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଯେତେବେଳେ ଧୋନି ଭାରତୀୟ ସେନା ପୋଷାକ ପିନ୍ଧି ପହଞ୍ଚିଥିଲେ ତାହା ସମସ୍ତଙ୍କୁ…