Monthly Archives

March 2018

‘ଅଧିକ ଥିଲେ ଦିଅ, ଆବଶ୍ୟକ ଥିଲେ ନିଅ’ ! ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ମାଲକାନିଗିରି ସହରର ଯୁବକଙ୍କ ଅଭିନବ…

କନକ ବ୍ୟୁରୋ : ଅଧିକ ଥିଲେ ଦିଅ, ଆବଶ୍ୟକ ଥିଲେ ନିଅ । ଏହି ବାର୍ତ୍ତା ନେଇ ଲୋକଙ୍କୁ ପୁରୁଣା କପଡା ଓ ଘର କରଣା ସାମଗ୍ରୀ ଯୋଗାଉଛନ୍ତି ମାଲକାନଗିରି ସହରର ଯୁବକ । ଗ୍ରାମାଂଚଳ ପରେ ଏବେ ସହରରେ ସ୍ଥାୟୀ ଭାବେ ଏକ କାଉଂଟର ଖୋଲି ଗରିବ ଲୋକଙ୍କୁ ସେବା ଯୋଗାଉଛନ୍ତି ମାଲକାନଗିରି ଟିମ ୱି କ୍ୟାନର…

ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଜନ ଜୀବନ ! ନିଆଳି, କଂଟାପଡ଼ା ଓ ବାଲିପାଟଣା ବେଆଇନ ଇଟା ଭାଟି ଯୋଗୁଁ ଅସହ୍ୟ ଗୁଳୁଗୁଳ

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ତାତି । ସ୍ଥିତି ଏଭଳି ହୋଇଛି ଯେ, ଦିନ ୧୧ ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଏହାରି ଭିତରେ ଗଢି ଉଠିଥିବା ବେଆଇନ ଇଟାଭାଟିର ନିଆଁ, ତାତିକୁ ଅସହ୍ୟ କରିଦେଇଛି । ନିଆଳି, କଂଟାପଡ଼ା ଓ ବାଲିପାଟଣା ତହସିଲ ଅଂଚଳରେ ଗଢ଼ି ଉଠିଛି ହଜାର ହଜାର ବେଆଇନ ଇଟା ଭାଟି…

ବିଜେପି ନେତାଙ୍କ ଗାଡିରେ ୨୦ ହଜାର କୋଟି ! ଭାଇରାଲ ଫଟୋର ସତ ଜାଣନ୍ତୁ

ଗତ କିଛି ଦିନ ଧରି ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ତିନୋଟି ଫଟୋ ଥିବା ଏକ ପୋଷ୍ଟକୁ ଅନେକ ଲୋକ ସେୟାର କରିବାରେ ଲାଗିଛନ୍ତି । ତିନୋଟି ଫଟୋ ମଧ୍ୟରୁ ପ୍ରଥମ ଫଟୋରେ କିଛି ଲୋକ ଗାଡି ସହ ପୋଲିସ ପାଖରେ ଛିଡା ହୋଇଥିବା ବେଳେ ବାକି ଦୁଇଟି ଫଟୋରେ ଗୋଲାପୀ ରଙ୍ଗର ନୂଆ ୨୦୦୦…

ପୁରୀରେ ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କୁ ଡାକ୍ତରାଣୀଙ୍କ ଅକ୍ରମଣ ଅଭିଯୋଗ ଘଟଣା ! ଡାକ୍ତର ଦେବଯାନୀ ସାମନ୍ତରାୟଙ୍କ ଭାଇ…

କନକ ବ୍ୟୁରୋ : ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କୁ ଅକ୍ରମଣ ଅଭିଯୋଗ । ଗତକାଲି ରାତିରେ ପୁରୀ ଟାଉନ ଥାନା ମାର୍କେଟ ଛକରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନେଷ୍ଟବଳ ସବିତା ପ୍ରଧାନଙ୍କୁ ଜଣେ ଡାକ୍ତରାଣୀ ଓ ତାଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ କନେଷ୍ଟବଳ ଆହତ…

ରେଲୱେ କୋଚ୍ ର ନବକଳେବର ! ମିଳିବ ବେଡରୁମ, ଲାଉଞ୍ଜ ଏବଂ କିଚେନର ସୁବିଧା ।

ଦୁଇଟି ବେଡରୁମ, ସଂଯୋଗ ହୋଇଥିବା ଟଏଲେଟ୍, ଏକ ଲାଉଞ୍ଜ, ଗୋଟିଏ କିଚେନ ଏବଂ ପେନ୍ଟ୍ରି । ଏହି ବିବରଣୀ କୌଣସି ହୋଟେଲର ନୁହେଁ ବରଂ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର କୋଚ୍ ର ଅଟେ । ଯାହାକୁ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାକୁ ସେଲୁନ କୋଚ କୁହାଯାଇଥାଏ । ପାଖାପାକି ୨ଲକ୍ଷ…

ମେସିନରେ ପକାନ୍ତୁ ଅଦରକାରୀ ପ୍ଲାଷ୍ଟିକ ବୋତଲ୍ ! ମୋବାଇଲ ରିଚାର୍ଜ ପାଇଁ ଦିଆଯିବ ୧୦ ଟଙ୍କାର ମାଗଣା ପ୍ରୋମୋ କାର୍ଡ

ଖରା ଆରମ୍ଭ ହୋଇଗଲାଣି, ଆଉ ଏବେ ପାଣି ବୋତଲର ବ୍ୟବହାର ମଧ୍ୟ ବଢିବ । ଆମେ କୁଆଡ଼େ ବାହାରକୁ ଗଲେ ଯେମିତି ହେଲେ ପାଣି ବୋଟଳ ଗୋଟିଏ କିଣିଆଣୁ । ଏଭଳି ସ୍ଥିତିରେ ଆପଣ ଘରେ ପାଣି ବୋତଲ ଗଦା ହୋଇଯାଇଥାଏ । କିନ୍ତୁ ଏବେ ଏମିତି ଏକ ବ୍ୟବସ୍ଥା ଆସୁଛି, ଯାହାଦ୍ୱାରା ବୋତଲ ପ୍ରଦୂଷଣ ମୁକ୍ତ ହେବା ସହ…