Daily Archives

March 29, 2018

ଶିକ୍ଷା ଆଗରେ ହାର ମାନିଲା ବୟସ ! ଏକାସାଙ୍ଗରେ ମାଟ୍ରିକ ପରୀକ୍ଷା ଦେଲେ ମା’ ଓ ପୁଅ , ଜାଣନ୍ତୁ କେଉଁଠି

ପୁଅ ସହ ବସି ମାଟ୍ରିକ୍ ପରୀକ୍ଷା ଦେଲେ ମାଆ । ଶିକ୍ଷାଲାଭର କୌଣସି ବୟସ ନଥାଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି ପଂଜାବର ଲୁଧିଆନାରେ । ୪୫ ବର୍ଷୀୟା ରଜନୀବାଳା ନିଜ ପୁଅ ସହ ବସି ଦେଇଛନ୍ତି ଦଶମ ବୋର୍ଡ ପରୀକ୍ଷା । ୧୯୮୯ ମସିହାରେ ରଜନୀ ୯ମ ଶ୍ରେଣୀ ପାସ୍ କରିଥିଲେ । ତେବେ ପାରିବାରିକ ଜଂଜାଳ…

‘ଦେଶକୁ ବରବାଦ କରିଦେବେ ମୋଦି’ ! ଅମିତ ଶାହଙ୍କ ଉପସ୍ଥିତିରେ ଏଭଳି ବୟାନ ରଖିଲେ ବିଜେପି ସାଂସଦ, ଜାଣନ୍ତୁ କେଉଁଠି

ମୋଦି ଦେଶକୁ ବରବାଦ କରିଦେବେ । ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ ମୋଦି କିଛି ମଧ୍ୟ କରିବେ ନାହିଁ । ଆପଣ ଆମକୁ ଭୋଟ ଦିଅନ୍ତୁ । ଏଭଳି କଥା କୌଣସି ବିରୋଧୀ ନୁହେଁ ବରଂ ବିଜେପି ସାଂସଦଙ୍କ ମୁହଁରୁ ଏଭଳି କଥା ଶୁଣିବାକୁ ମିଳିଛି । ବିଜେପି ସାଂସଦ ହୋଇ କିପରି ଜଣେ ମୋଦିଙ୍କ ବିରୋଧରେ…

ଏବେ କିଣନ୍ତୁ କାର, ୧୨ ମାସ ପରେ ଦେବେ ଇଏମଆଇ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ଅଫର ।

ଯଦି ଆପଣ କାର କିଣିବା ପାଇଁ ଭାବୁଛନ୍ତି, ତେବେ ଆଗାମୀ ତିନି ଦିନ ମଧ୍ୟରେ କାର କିଣି ନିଅନ୍ତୁ । ଏହା ଆପଣଙ୍କ ପାଇଁ ସବୁଠାରୁ ଲାଭଜନକ ହୋଇପାରେ । କାର କମ୍ପାନୀ ଫୋର୍ଡ ଏକ ଖାସ ଅଫର ଆଣିଛି । ଯେଉଁଥିରେ ଆପଣ ଏବେ କାର କିଣି ପାରିବେ ଏବଂ ୧୨ ମାସ ପରେ ଇଏମଆଇ ଆରମ୍ଭ କରିପାରିବେ । କାର…

ଭୁଲ ମାନିଲେ , ପଶ୍ଚାତାପ କଲେ! ପ୍ରେସ କନଫରେନ୍ସରେ ଭେଁ ଭେଁ ହୋଇ କାନ୍ଦିଲେ ଅଷ୍ଟ୍ରେଲିଆ କ୍ୟାପଟେନ, କହିଲେ, ଜୀବନରେ…

ବଲ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରୁ ଗୋଟିଏ ବର୍ଷ ପାଇଁ ବିଦା ହୋଇଥିବା ଅଧିନାୟକ ଷ୍ଟିଭ ସ୍ମିଥ ସାମ୍ବାଦିକ ସମ୍ମିଳନୀ କରି ନିଜ ଭୂଲ ପାଇଁ କ୍ଷମା ମାଗିଛନ୍ତି । ଏପରିିକି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଛନ୍ତି ଷ୍ଟିଭ ସ୍ମିଥ । ଏହି ଭୁଲ ତାଙ୍କର ଜୀବନସାରା ମନେ ରହିବ…

ଏପ୍ରିଲ ୪ରେ ଖୋଲିପାରେ ‘ରତ୍ନଭଣ୍ଡାର’ ! କେବେ ଓ କିପରି ରତ୍ନଭଣ୍ଡାରର ହେବ ମରାମତି, ସତ୍ୟପାଠ ଦାଖଲ କରିବାକୁ…

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଖୋଲାଯାଇପାରେ ରତ୍ନଭଣ୍ଡାର । ଏନେଇ ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏହା ସହିତ ରତ୍ନଭଣ୍ଡାର ଯାଂଚ ପରେ କେବେ ଓ କିପରି ଏହାର ମରାମତି କରାଯିବ ସେ ନେଇ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ…

ଆମ୍ବେଦକରଙ୍କ ନାଁ ଆଗରେ ଲାଗିବ ରାମଜୀ ଶବ୍ଦ! ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

ବର୍ତ୍ତମାନ ଉତ୍ତର ପ୍ରଦେଶର ସବୁ ରାଜକୀୟ ଅଭିଲେଖରେ ବାବା ସାହେବ ଡା.ଭିମରାଓ ଆମ୍ବେଦକରଙ୍କ ନାଁ ଆଗରେ ରାମଜୀ ଲେଖାଯିବାକୁ ନିଷ୍ପତ୍ତି କରାଯାଇଛି । ଏହାଦ୍ୱାରା ନାମରେ ସାମାନ୍ୟ ପରିବର୍ତ୍ତନ ହୋଇ ଡା.ଭିମରାଓ ରାମଜୀ ଆମ୍ବେଦକର ହେବ । ସାମାନ୍ୟ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଏହା ଉପରେ…