Daily Archives

March 27, 2018

ଫେସବୁକ ନିକଟରେ ଆପଣଙ୍କର କେଉଁ ସବୁ ବ୍ୟକ୍ତିଗତ ତଥ୍ୟ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି…

ଫେସବୁକ୍ ଡାଟା ଲିକ୍ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଏହି ସମୟରେ ସୋମବାର ଫେସବୁକ୍ ସ୍ୱୀକାର କରିଛି କି ସେ ନିଜ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଡାଟାକୁ ରେକର୍ଡ କରିଥାଏ । କେବଳ ଏତିକି ନୁହେଁ, ଆପଣଙ୍କ ଏସଏମଏସ୍ ଓ କଲ…

ଯାଜପୁରରେ ମିକା ସିଂଙ୍କ ମେହଫିଲ୍ : କମାଲ୍ ଦେଖାଇଲେ ଅଭିଜିତ୍ ମଜୁମଦାର୍

କନକ ବ୍ୟୁରୋ : ଯାଜପୁର ଜିଲା ପୈାର ପରିଷଦର ୧୫୦ ବର୍ଷ ପାଳନ ଓ ଜିଲ୍ଲା ପ୍ରତିଷ୍ଠାର ୨୫ବର୍ଷ ପୂର୍ତ୍ତି ଉତ୍ସବର ତୃତୀୟ ସନ୍ଧ୍ୟା । ମଂଚରେ ଦେଖିବାକୁ ମିଳିଥିଲା ବଲିଉଡ୍ କଣ୍ଠଶିଳ୍ପୀ ମିକା ସିଂଙ୍କ ଜବରଦସ୍ତ ମେହଫିଲ୍ । ଓଲିଉଡ୍ ମେଲୋଡ଼ିମେକର୍ ଅଭିଜିତ୍ ମଜୁମଦାର ମଧ୍ୟ ଢେର ସମୟ ଧରି ଶ୍ରୋତା…

ଲାପଟପକୁ କରନ୍ତୁ ମୋବାଇଲ ! ଫୋନ ଭଳି କାମ କରିବ ଆପଣଙ୍କର ଲାପଟପ, ଜାଣନ୍ତୁ ପୂରା ପ୍ରକ୍ରିୟା

ଯଦି ଆପଣ ଆପଣଙ୍କର ମୋବାଇଲ ଫୋନକୁ ଭୁଲ ବଶତଃ ଘରେ ଛାଡି ଆସିଛନ୍ତି ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁନାହିଁ । କାରଣ ଆପଣ ମୋବାଇଲରେ କରୁଥିବା କାମ ଆପଣଙ୍କର ଲାପଟପରେ ବି କାମ କରିପାରିବେ । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ଆପଣଙ୍କର ଲାପଟପକୁ ମୋବାଇଲ କରିବା ପାଇଁ…

ପାଣି ପାଉନି ଗ୍ରାମୀଣ ଓଡିଶା ! ଉପକୂଳରୁ ଦକ୍ଷିଣ ସବୁଠି ଉତ୍କଟ ଜଳାଭାବ

କନକ ବ୍ୟୁରୋ : ଗ୍ରୀଷ୍ମ ସହ ତାଳ ଦେଇ ବଢ଼ିବାରେ ଲାଗିଛି ଜଳସଙ୍କଟ । ଟୋପେ ପାନୀୟ ଜଳ ପାଇଁ ରାଜ୍ୟ ବାସୀ ହନ୍ତସନ୍ତ ହେଉଛନ୍ତି । କେଉଁଠି ଚୁଆ ପାଲଟିଛି ପାଣି ବୁନ୍ଦେ ପାଇବାର ଠିକଣା ତ ପୁଣି କେଉଁଠି ଜଳଉତ୍ସ ଥିବା ସତ୍ୱେ ଗାଁ ପର୍ଯ୍ୟନ୍ତ ପହଂଚିପାରୁନି ପାନୀୟ ଜଳ । ଢେଙ୍କାନାଳରୁ ଆରମ୍ଭ…

ଝୁଲିଛି ଝୁଲା ପୋଲ ଭାଗ୍ୟ : ବିଳମ୍ବିତ କାମକୁ ନେଇ ବଢୁଛି ଅସନ୍ତୋଷ

କନକ ବ୍ୟୁରୋ : ଝୁଲିଛି ଝୋଲା ପୋଲର ଭାଗ୍ୟ । ବିଳମ୍ବିତ ନିର୍ମାଣ କାମକୁ ନେଇ ବିଚ୍ଛିନ୍ନାଂଚଳରେ ବଢୁଛି ଅସନ୍ତୋଷ । ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ବର୍ଷ ବର୍ଷ ଧରି ନିର୍ମାଣ ହୋଇପାରୁ ନାହିଁ ସାର୍କୁବନ୍ଧ ଝୁଲାପୋଲ । କୋଲକାତାର ଏକ…

ରାଜ୍ୟରେ ଟମାଟୋର ଅଭାବୀ ବିକ୍ରି ସାଙ୍ଗକୁ ଆଳୁର ଦର ବୃଦ୍ଧି ଚିନ୍ତା ! ବଜାରରେ ଆଳୁ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି…

କନକ ବ୍ୟୁରୋ : ରାଜ୍ୟରେ ଟମାଟୋ ଅଭାବି ବିକ୍ରି ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ବଜାରରେ ଆଳୁ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କଟକ ବଜାରରେ ଏବେ ଆଳୁ କିଲୋ ପ୍ରତି ୧୮ରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ଏହା ୪୦ ଟଙ୍କା…