Daily Archives

March 8, 2018

ବାଟ ହୁଡିଲା ବିଜୁ କେବିକେ ଯୋଜନା ! ଠିକାଦାରଙ୍କ ମନମୁଖୀ କାମ, କାର୍ଯ୍ୟାଦେଶ ମିଳିଥିବା ରାସ୍ତା କାମ ବଦଳରେ ନିର୍ମାଣ…

କନକ ବ୍ୟୁରୋ : ବିଜୁ କେବିକେ ଯୋଜନା ହେଲା ବାଟବଣା  । କାର୍ଯ୍ୟାଦେଶ ମିଳିଥିବା ରାସ୍ତା କାମ ପରିବର୍ତେ ନିର୍ମାଣ ହେଲା ଭିନ୍ନ ରାସ୍ତା  । ନବରଙ୍ଗପୁର ପଡାଲଗୁଡା ଛକରୁ ତେଲିଗୁଡା ଗାଁକୁ ରାସ୍ତା ନିର୍ମାଣ ପାଇଁ ୩୫ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା । ହେଲେ କାମ ଶେଷ ବେଳକୁ ତେଲିଗୁଡା ଗାଁରୁ…

ଆଶା ଓ ଆଶଙ୍କାରେ ବୁଣାକାର ! ନୂତନ ଶିକ୍ଷା ବର୍ଷ ପରେ ବି ଆରମ୍ଭ ହୋଇନି ସମ୍ବଲପୁରୀ ୟୁନିଫର୍ମ ଲାଗୁ ପ୍ରକ୍ରିୟା 

କନକ ବ୍ୟୁରୋ : ସ୍କୁଲରେ ସମ୍ବଲପୁରୀ ୟୁନିଫର୍ମ ଲାଗୁ କରିବା ନିଷ୍ପତ୍ତିି ପରେ ଖୁସିରେ ଥିଲେ ବୁଣାକାର  । ଦୁର୍ଦ୍ଦିନରେ ଦିନ କାଟୁଥିବା ବୁଣାକାର ଆଶା କରିଥିଲେ ଏଥିରୁ ବେଶ ଦୁଇ ପଇସା ରୋଜଗାର କରି ପରିବାର ଚଳାଇନେବେ । ହେଲେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ବଲପୁରୀ ୟୁନଫର୍ମ…

ନୂଆପଡାରେ ହେବନି ଏନଏସି ନିର୍ବାଚନ ! ୱାର୍ଡ ସଂରକ୍ଷିତ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରହିତାଦେଶ 

କନକ ବ୍ୟୁରୋ : ନୂଆପଡାରେ ହେବନି ଏନଏସି ନିର୍ବାଚନ । ଆସନ୍ତା ଏପ୍ରିଲରେ ନୂଆପଡାରେ ହେବାକୁ ଥିବା ବିଜ୍ଞାପତି ଅଂଚଳ ପରିଷଦ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ନୂଆପଡା ଏନଏସି ନିର୍ବାଚନ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ନୂଆପଡା ଏନଏସିରେ ଥିବା ୱାର୍ଡ ସଂରକ୍ଷିତ…

ଆମେରିକାର ଏକ ରିୟାଲିଟି ସୋରେ ଭାରତୀୟ ଡାନ୍ସ ଗ୍ରୁପର ଜଲୱା ! ନାଚ ଦେଖି ନାଚିଲେ ବିଦେଶୀ

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ବେଶ୍ ଭାଇରାଲ ହେଉଛି । ଭାରତର ଏକ ଡାନ୍ସ ଗ୍ରୁପର ଭିଡ଼ିଓ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ପରି ଦୁନିଆର କୋଣ ଅନୁକୋଣରେ ସମସ୍ତେ ରିୟାଲିଟି ସୋ’କୁ ବହୁତ ପସନ୍ଦ କରନ୍ତି । ଇଣ୍ଡିଆର ଏକ ଡାନ୍ସ ଗ୍ରୁପ୍ ଆମେରିକାରେ ଏକ ରିୟାଲିଟି ସୋରେ ସାଉଥ୍…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିରାଟଙ୍କ ଠୁମକା ! ‘କଜରାରେ’ ଗୀତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କଲେ ଡାନ୍ସ

ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜର ବ୍ୟାଟିଂ ପାଇଁ ସୃଷ୍ଟି କରିଛନ୍ତି ଅନେକ ରେକର୍ଡ଼ । ଜଣେ ଭଲ କ୍ରିକେଟ୍ ଖେଳାଳି ଭାବେ ସେ ପରିଚିତ । ପ୍ରତି ମ୍ୟାଚରେ ତାଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ଥାଏ । କ୍ରିକେଟ୍ ଦୁନିଆରେ ବିରାଟଙ୍କ ନାମ ପରିଚିତ ନାମ । ଖେଳ ସହ ତାଙ୍କର ନିଆରା…

ଝିଅ ବି କମ ନୁହଁନ୍ତି : ଫୋବର୍ସ ତାଲିକାରେ ସାମିଲ ହେଲେ ଭାରତୀୟ ଧନୀ ମହିଳା

ଫୋବର୍ସ ୨୦୧୮ ବର୍ଷର ସବୁଠାରୁ ଧନୀ ଲୋକଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ୧୯ ନମ୍ବରରେ ଥିବାବେଳେ ଏକ ନମ୍ବରରେ ଅଛନ୍ତି ଆମାଜନର ସହ-ପ୍ରତିଷ୍ଠାତା ଜେଫ ବେଜୋଫ । ଜେଫଙ୍କ ବାର୍ଷିକ ଆୟ ୭.୫ ଲକ୍ଷ କୋଟି ଟଙ୍କା । ସେ ବିଲ ଗେଟସଙ୍କୁ ବି ପଛରେ ପକାଇ ୧୦୦ ବିଲିୟନ…