Daily Archives

March 4, 2018

ଆଇଏଏସ ଅଫିସରଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ଚା’ ବିକାଳି ! ମାସକୁ ରୋଜଗାର ୧୨ ଲକ୍ଷ

ଚାହା ବିକ୍ରି କରିବାକୁ ଅଧିକାଂଶ ଲୋକ ଛୋଟ କାମ ବୋଲି ଭାବିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଚା ବିକାଳିଙ୍କ କାହାଣୀ କହିବୁ ଯାହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମହାରାଷ୍ଟ୍ର ଅନ୍ତର୍ଗତ ପୁଣେ ସହରର ଜଣେ ଚା ବିକାଳି ମାସକୁ ୧୨ ଲକ୍ଷ ଟଙ୍କା ଉପାର୍ଜନ କରି ନିଜ…

ଦୁଇଜଣ ମହିଳାଙ୍କୁ ବିବାହ କଲେ ସରକାର ଦେବେ ଘରଭଡ଼ା ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ବର୍ତ୍ତମାନ ଅନେକ ଦେଶରେ ପୁରୁଷଙ୍କୁ ଥରେ ବିବାହ କରିବା ପାଇଁ ମହିଳା ମିଳୁ ନ ଥିବା ବେଳେ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠାରେ ଦୁଇଜଣ ମହିଳାଙ୍କୁ ବିବାହ କରିବା ଦ୍ୱାରା ପ୍ରୋତ୍ସାହନ ସ୍ୱରୂପ ସରକାରଙ୍କ ତରଫରୁ ମିଳିଥାଏ ଘରଭଡ଼ା । ସଂଯୁକ୍ତ ଆରବ ଏମିରେଟସରେ ଏପରି ଏକ ନିୟମ ସରକାରଙ୍କ…

ଆଇଏନଏକ୍ସ ମିଡିଆ ବେଆଇନ ଅର୍ଥ କାରବାର ମାମଲା ! କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଲା ସିବିଆଇ

କନକ ବ୍ୟୁରୋ: କାର୍ତ୍ତିଙ୍କୁ ମୁମ୍ବାଇ ନେଲା ସିବିଆଇ । ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଜି ମୁମ୍ବାଇ ନେଇଛି ସିବିଆଇ । ଗତ ତିନିଦିନ ହେବ କାର୍ତ୍ତିଙ୍କୁ ଜେରା ଚଳାଇଥିବା ସିବିଆଇ ଆଜି ତାଙ୍କୁ…

ଜମ୍ମୁ-କାଶ୍ମୀରରେ ତ୍ୟାଗ ଓ ଦେଶପ୍ରେମର ଅନନ୍ୟ କାହାଣୀ : ସେନାର ମନୋବଳ ବଢ଼ାଇବାକୁ ଯାଇ ହରାଇଛନ୍ତି ହାତ, ଗାଁ…

“ ଆମେ ଏହା ଚାହୁଁନୁ କି ଭାରତୀୟ ସେନା ସଂକଟ ସମୟରେ ନିଜକୁ ଏକୁଟିଆ ଭାବନ୍ତୁ, ଆମେ ତାଙ୍କ ସାଥୀରେ ଅଛୁ ଓ ଏଥି ପାଇଁ ଆମେ ଗର୍ବିତ । କିନ୍ତୁ ଦେଶକୁ ଆମ ପରିସ୍ଥିତି ବିଷୟରେ ଜାଣିବାକୁ ପଡିବ ”, ସେନା ବାହିନୀଙ୍କ ପକ୍ଷରେ ୩୭ ବର୍ଷୀୟ ସାଫିୟା ବେଗମଙ୍କ ବୟାନ । ସାଫିୟା ଭାରତ-ପାକିସ୍ତାନ…

ବିଜେପୁର ନେଇ ପୁଣି ବିଜେଡି ବନାମ ବିଜେପି ! କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଟାକ୍ଷ, ଜିଣା ନୁହଁ, କିଣା ବିଜୟ

କନକ ବ୍ୟୁରୋ: ବିଜେପୁର ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେଡି । ଉପନିର୍ବାଚନ ପରାଜୟ ନେଇ ଜୁଏଲ କହିଛନ୍ତି, ଦଳ ହାରିଛି, ମରି ନାହିଁ । ଓଡିଶା ଜନତାଙ୍କ ହକ୍ ପାଇଁ ଲଢେଇ କରିବାକୁ ଦଳ ପାଖରେ ଏବେ ବି ଶକ୍ତି ଅଛି । ବିଜେପୁରରେ ବିଜେଡି ଜିଣି ନାହିଁ ବରଂ…

ରାୟରଙ୍ଗପୁରରେ ହାତୀ ଉତ୍ପାତ! ଘଉଡାଇ ଘଉଡାଇ ନୟାନ୍ତ ହେଲେଣି ବନବିଭାଗ, ଦୁଇଟି ଗାଁର ୧୦ଟି ଘର ଭାଙ୍ଗିଲେ ହାତୀପଲ

କନକ ବ୍ୟୁରୋ: ରାଇରଙ୍ଗପୁରରେ ହାତୀ ଆତଙ୍କ । ବିଜାତଳା ବ୍ଲକର କାଦୁଆଣି ଓ ଖେଜୁରୀ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଏହି ଦୁଇଟି ଗାଁରେ ପଶି ଜଙ୍ଗଲୀ ହାତୀପଲ ୧୦ଟି ଘର ଭାଙ୍ଗିଦେଇଛନ୍ତି । ଏହା ସହ ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଘର ଭାଙ୍ଗି ଚାଉଳ ଖାଇ ଯାଇଛନ୍ତି…