Daily Archives

February 23, 2018

ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନ ଘୋଷଣା କରିବାକୁ ଦାବି । ଭିର୍ତ୍ତିଭୂମି ଥାଇ ମଧ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କଲେ…

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନ ଘୋଷଣା କରିବାକୁ ଦାବି । ଭିର୍ତ୍ତିଭୂମି ଥାଇ ମଧ୍ୟ ଘୋଷଣା ପରେ କାର୍ଯ୍ୟକାରୀ ନହେବାରୁ ସରକାରଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । ସବଡିଭିଜନ ଘୋଷଣା ପରେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସ୍ଥାନୀୟ…

ମୋବାଇଲ କହିବ କଲ କାହାର : ଇନଷ୍ଟଲ କରନ୍ତୁ ଏହି ଆପ, ନମ୍ବର ସେଭ ନଥିଲେ ବି ଜାଣିପାରିବେ ନାଁ

ସ୍ମାର୍ଟ ଯୁଗରେ ସମସ୍ତଙ୍କ ପାଖରେ ରହୁଛି ସ୍ମାର୍ଟ ଫୋନ । ମୋବାଇଲର ଅତ୍ୟାଧୁନିକ ଫିଚର୍ସ ସହିତ ଭଳିକି ଭଳି ଆପ ମୋହୁଛି ଲୋକଙ୍କ ମନ । କାମକୁ କରୁଛି ସହଜରୁ ଅତି ସହଜ । ଏହା ସତ୍ୱେ ମଣିଷ ଖୋଜୁଛି ଆହୁରି ସୁବିଧା । ସ୍ମାର୍ଟ ଫୋନରେ ଏମିତି ସୁବିଧା ଆସିଛି ଯାହାକି ଆପଣଙ୍କୁ ଫୋନ ମଧ୍ୟ…

ଜାଲ ସାଟିଫିକେଟ ଦେଇ ଆଡମିସନ ! ରେଭେନ୍ସା ଏମବିଏ ବିଭାଗରୁ ଅଭିଯୋଗ ଆସିବା ପରେ ୫ ଛାତ୍ରଛାତ୍ରୀ ନିଲମ୍ବିତ

କନକ ବ୍ୟୁରୋ: ଜାଲ ସାର୍ଟିଫିକେଟ ଜରିଆରେ ଆଡମିସନ ଅଭିଯୋଗରେ ନିଲମ୍ବିତ ହେଲେ ୫ ଛାତ୍ରଛାତ୍ରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଳ୍ପଫାଇନାନ୍ସିଂ ଏମବିଏ ବିଭାଗରେ ଏଭଳି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଛାନଭିନ । ତେବେ ଏହି ଘଟଣାରେ ନିଲମ୍ବିତ ୫ ଜଣ ଛାତ୍ରଛାତ୍ରୀଙ୍କ ସହ ବିଭାଗର କିଛି…

ରେଳବାଇର ସବୁଠାରୁ ବଡ ନିଯୁକ୍ତି ପ୍ରକିୟା ! ଛାତ୍ରଛାତ୍ରୀ ଫେରିପାଇବେ ପରୀକ୍ଷା ଫିସ୍, ଜାଣନ୍ତୁ କେଉଁ କେଉଁ…

ଭାରତୀୟ ରେଳବିଭାଗ ପକ୍ଷରୁ ଗ୍ରୁପ ଡି, ଲୋକୋ ପାଇଲଟ ଓ ଟେକନିସିଆନ ଭଳି ୯୧,୦୦୦ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବୟସ ସୀମାକୁ ନେଇ ବିହାରରେ ଛାତ୍ରଛାତ୍ରୀଙ୍କ ମାନେ ପ୍ରଦର୍ଶନ କରିଥିଲେ । ଏହାପରେ ବୟସ ସୀମାକୁ ନେଇ ହୋଇଥିବା…

ଗିଫ୍ଟରେ ଆସିଲା ବୋମା ! ଜଳିଗଲେ ବର,କନ୍ୟା । ଚାଲିଗଲା ଜେଜେ ମାଙ୍କ ଜୀବନ

କନକ ବ୍ୟୁରୋ: ବିବାହ ଉପହାରରେ ବୋମା । ଜଳିଗଳେ ବର କନ୍ୟା । ଚାଲିଗଲା ଜେଜେ ମାଙ୍କ ଜୀବନ । ବଲାଙ୍ଗୀର ପାଟଣାଗଡ ଭୋଳାନାଥପଡାର ରବୀନ୍ଦ୍ର ସାହୁଙ୍କ ପୁଅର ରବିବାର ବାହାଘର ହୋଇଥିଲା । ହେଲେ ଆଜିି ତାଙ୍କ ଘରକୁ ଏକ ଗିଫ୍ଟ ପ୍ୟାକେଟ ଆସିଥିଲା । ଏହି ଉପହାର ପ୍ୟାକେଟ ଖୋଲିବା ମାତ୍ରେ ହିଁ…

ନିୟମ ବଦଳାଇବେ କେନ୍ଦ୍ର ସରକାର ! ଏଣିକି ଲୋକଙ୍କୁ ଆଉ କନ୍ଦାଇବନି ଆଧାର

ଆଧାରକୁ ନେଇ ଆପଣଙ୍କର ଥିବା ସବୁଠାରୁ ବଡ ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଯେଉଁ ଖବର ସଂପର୍କରେ ଅବଗତ କରାଇବାକୁ ଯାଉଛୁ ତାହା ବୋଧହୁଏ ଆପଣଙ୍କୁ କିଛି ମାତ୍ରରେ ଆଶ୍ୱସ୍ତି ଦେଇପାରେ । ତେବେ ପଢନ୍ତୁ ପୂରା ଖବର . . . ଗ୍ୟାସ କନେକସନ ହେଉ କିମ୍ବା ମୋବାଇଲ ସିମ, ସବୁ…