Daily Archives

February 22, 2018

୧୦୦ ଦିଅ, ୮୦ ନିଅ ! ନୟାହାଟ ଫାଣ୍ଡି ସାମ୍ନାରେ ଚାଲିଛି ଖୁଚୁରା କଏନ ବ୍ୟବସାୟ, ଲକ୍ଷାଧିକ ଟଙ୍କାର କଏନ ଜବତ ପରେ…

କନକ ବ୍ୟୁରୋ : ବେଧଡକ ଚାଲିଛି ଖୁଚୁରା ବେପାର । ୧୦୦ ଟଙ୍କାର କଏନ ଦେଲେ ବଦଳରେ ମିଳୁଛି ୮୦ ଟଙ୍କା । ଗତକାଲି ନୟାହାଟରୁ ଲକ୍ଷାଧିକ ଟଙ୍କାର କଏନ ଜବତ ପରେ ଏଭଳି ଘଟଣା ସାମନାକୁ ଆସିଛି । କିଛ ପାନ ବ୍ୟବସାୟୀ ଏଭଳି କାରବାର କରୁଥିବା ବେଳେ ଏଭଳି ଠକାମୀର ଶିକାର ହେଉଛନ୍ତି କିଛି ଗରୀବ…

ସରିଲା କୋଣାର୍କ ମହୋତ୍ସବ, ଆରମ୍ଭ ହେଲା ପୁରୀ ବିଚ କାର୍ଣ୍ଣିଭାଲ ଫେଷ୍ଟିଭାଲ ! ହ୍ୟୁମାନ ସାଗରଙ୍କ ଗୀତରେ ଝୁମିଲେ…

କନକ ବ୍ୟୁରୋ : ୩ ଦିନ ଧରି ଚାଲିଥିବା କୋଣାର୍କ ମହୋତ୍ସବ ଗତକାଲି ଶେଷ ହୋଇଛି । ଶେଷ ସଂନ୍ଧ୍ୟାରେ ଓଡିଶୀ ନୃତ୍ୟ ସହିତ କଥକ ଓ ରାଜସ୍ଥାନୀ ଲୋକ ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ । ସେହିପରି ପୁରୀ ବିଚ କାର୍ଣ୍ଣିଭାଲ ଫେଷ୍ଟିଭାଲରେ କଣ୍ଠ ଶିଳ୍ପୀ ହୁମ୍ୟାନ ସାଗରଙ୍କ ଗୀତରେ ଝୁମିଛନ୍ତି…

ପୂରା ବିଶ୍ୱ ଦେଖିବ ଚାରୁ ମା’ଙ୍କ କାହାଣୀ ! ଗୁଣ୍ଡଳବା ଗାଁର ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହେଲା…

କନକ ବ୍ୟୁରୋ : କୁହାଯାଏ ଯେଉଁ କାମରେ ଜଣେ ମହିଳାଙ୍କ ହାତ ଥାଏ, ସେହି କାମ ଦିନେ ନା ଦିନେ ସଫଳ ହୁଏ । ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଅସ୍ତରଙ୍ଗ ଗୁଣ୍ଡଳବା ଗାଁକୁ ପୁଣି ଥରେ ଗଢି ତୋଳିଥିଲେ ସେହି ଗାଁର ମହିଳା । ଆଉ ସେମାନଙ୍କର ସଂଘର୍ଷକୁ ନେଇ ପ୍ରସ୍ତୁତ କରାଯାଇଛି ଏକ ହିନ୍ଦୀ…

ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେବ ମାଲକାନଗିରି ! ମାଓ ଅଚଂଳରେ ଗଡ଼ିବ ରେଳ, ୨୦୨୨ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ…

କନକ ବ୍ୟୁରୋ : ମାଓ ଅଚଂଳରେ ଗଡ଼ିବ ରେଳ, ମିଳିଲା ଅନୁଦାନ । ରେଳ ମାନଚିତ୍ରରେ ଶେଭାପାଇବ ମାଲକାନଗିରି । ୩ଟି ଜିଲ୍ଳାର ସଂଯୋଗିକରଣର କେନ୍ଦ୍ର ବିନ୍ଦୁ ହେବ ଜୟପୁର । ପଛୁଆ ଜିଲ୍ଳାରେ ଆନନ୍ଦର ଲହରୀ । ୨୦୨୨ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ । ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେବ…

ମହଙ୍ଗା ପଡିଲା ହେୟାର ଷ୍ଟାଇଲ, ଚୁଟି କାଟିଦେଲେ ଗୁରୁମା ! କପତେଶ୍ୱର ସ୍କୁଲର ୧୦ ଜଣ ଛାତ୍ରଙ୍କ ଚୁଟି କାଟିବା ପରେ…

କନକ ବ୍ୟୁରୋ : ମହଙ୍ଗା ପଡିଲା ହେୟାର ଷ୍ଟାଇଲ । ଚୁଟି କାଟିଦେଲେ ଗୁରୁମା । ପୁରୀ ଜିଲ୍ଲା ଚନ୍ଦନପୁରର କପତେଶ୍ୱର ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଗତକାଲି ଖେଳ ପିରିୟଡରେ ସ୍କୁଲର କ୍ରୀଡା ଶିକ୍ଷୟିତ୍ରୀ ପିଲାଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ ହୋଇଛି । କଇଁଚି ଧରି ରାସ୍ତା…

ମ୍ୟୁଜିକାଲ୍ ଟାଲେଣ୍ଟ ସୋ’ ‘ରାଇଜିଙ୍ଗ୍ ଷ୍ଟାର-୨’ରେ ଓଡ଼ିଆ ପୁଅ ଶଶାଙ୍କ ! ଓଲିଉଡ ପରେ ବଲିଉଡ ଟିକଟ ପାଇଁ କରିବେ ଭାଗ୍ୟ…

କନକ ବ୍ୟୁରୋ : ଓଲିଉଡ ପରେ ବଲିଉଡ । ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ଶଶାଙ୍କ ଶେଖର। ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ସେ ନିଜ ଭାଗ୍ୟ…