Daily Archives

February 15, 2018

ଠକି ପାରିବେନି ସରପଞ୍ଚ ! ଆପଣଙ୍କ ପଞ୍ଚାୟତକୁ ମିଳୁଛି କେତେ ଟଙ୍କା, କେଉଁଠି ହେଉଛି ଖର୍ଚ୍ଚ, ଜାଣନ୍ତୁ ଗୋଟିଏ କ୍ଲିକରେ

ଗାଁର ବିକାଶରେ ଦେଶର ବିକାଶ । ଏକଥା କେବଳ କାଗଜ କଲମରେ ହିଁ ସିମୀତ ରହୁଛି । ଗାଁର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନିଅନ୍ତି । କିନ୍ତୁ ସେହି ଯୋଜନାରେ ଆସୁଥିବା ଟଙ୍କା କିପରି ଖର୍ଚ୍ଚ ହୁଏ ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଏପରିକି କେଉଁ କାମ ପାଇଁ କେତେ ଟଙ୍କା ଆସିଥାଏ…

ପିପିଏଲ ଡିଏଭି ସ୍କୁଲରେ ଓଡିଆ ପାଠ୍ୟକ୍ରମ ବନ୍ଦକୁ ନେଇ ଚର୍ଚ୍ଚା ! ଚିନ୍ତାରେ ଅଭିଭାବକ, ଚାଲିଛି ଘନଘନ ବୈଠକ

କନକ ବ୍ୟୁରୋ : ପିପିଏଲ ଡିଏଭି ସ୍କୁଲରେ ଓଡିଆ ପାଠ୍ୟକ୍ରମ ବନ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚାଲିଛି ଘନଘନ ବୈଠକ । କେତେବେଳେ ପିପିଏଲ ମ୍ୟନେଜମେଣ୍ଟ ତରଫରୁ ବୈଠକ ଚାଲିଥବାବେଳେ କେତେବେଳେ ଚାଲିଛି ଅଭିଭାବକ ସଂଘର । ଯଦି ଓଡିଆ ପାଠ୍ୟକ୍ରମ ବନ୍ଦହୁଏ ତେବେ ପିପିଏଲକୁ ବନ୍ଦ କରିବାର…

ଦଲାଲର ଅର୍ଥ ଲାଳସା ! ସାମାନ୍ୟ ରୋଗ ଭଲ କରିବାକୁ ଯାଇ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହେଲେ ଯୁବକ

କନକ ବ୍ୟୁରୋ : ରୋଗ ପ୍ରତ୍ୟକ ମଣିଷର ଜୀବନ ସହ ଅଙ୍ଗାଙ୍ଗୀଭାବେ ଜଡିତ । କିନ୍ତୁ ଏହି ରୋଗର ଯନ୍ତ୍ରଣା ଆହୁରି ବଢ଼ିଯାଏ, ଯେତେବେଳେ ରୋଗୀ କୌଣସି ଦଲାଲ ହାବୁଡରେ ପଡେ । ଦଲାଲଙ୍କ ଅର୍ଥଲାଳସା ସାଙ୍ଗକୁ ଅନଭିଜ୍ଞ ଡାକ୍ତରଙ୍କର ଅଧିକ ଟଙ୍କା ରୋଜଗାର କରିବାର ନିଶା ରୋଗୀକୁ ସର୍ବସ୍ୱାନ୍ତ କରିଦିଏ ।…

ଆମ ପ୍ରତିନିଧିଙ୍କ ଆଖିରେ ବିଜେପୁର ଉପନିର୍ବାଚନ! କେଉଁ ଦଳର ସ୍ଥିତି କଣ , ଗ୍ରାଉଣ୍ଡ ଜିରୋ ରିପୋର୍ଟ

ବିଜେପୁର ଉପ-ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ତିନୋଟି ବ୍ଲକ ଓ ଦୁଇଟି ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଚାଲିଥିବା ବ୍ୟାଟେଲ ଫିଲଡରେ ପ୍ରଚାର କମ୍ପୁଛି । ବିଶେଷ କରି ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମ୍ମାନ ବଂଚାଇବା ପାଇଁ ଜୋରଦାର ପ୍ରୟାସ ଚଲାଇଛନ୍ତି…

ସଚିବାଳୟରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବୈଠକ : ସୁରକ୍ଷା ଓ କପି ରୋକିବା ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ଆଗାମୀ ମ୍ୟାଟ୍ରିକ ପରୀକ୍ଷା ସୁଚାରୁ ଭାବେ ପରିଚାଳନା ପାଇଁ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଭିଡିଓ କନଫରେନସିଂ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରରେ…

ସମ୍ବଲପୁରରେ ଏନଏଚଆରସିର ୬ଜଣିଆ ଟିମ୍ : ଅଇଁଠାପାଲି ଥାନା ହାଜତ ମୃତ୍ୟୁ ମାମଲା ନେଇ ମୃତକଙ୍କ ପରିବାରକୁ ପଚରାଉଚରା

କନକ ବ୍ୟୁରୋ : ସମ୍ବଲପୁରରେ ଜାତୀୟ ମାନବିକ ଅଧିକାର କମିଶନର ୬ଜଣିଆ ଟିମ୍ । ସମ୍ବଲପୁର ଅଇଁଠାପାଲି ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସେମାନେ ସମ୍ବଲପୁର ଗସ୍ତରେ ଆସିଛନ୍ତି । ସେମାନେ ମୃତ ଯୁବକଙ୍କ ଘରକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଆଡିସିନାଲ ଏସପିଙ୍କ ସହିତ ଆଲୋଚନା କରିଛନ୍ତି…