Daily Archives

February 6, 2018

ସୋନୁଙ୍କ ଜୀବନ ପ୍ରତି ବିପଦ ! ପୁଲିସକୁ ସୂଚନା ଦେଲା ଗୁଇନ୍ଦା ବିଭାଗ

ବଲିଉଡ ଜଗତର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଜୀବନ ପ୍ରତି ରହିଛି ବିପଦ । ମିଳିଥିବା ସୂଚନା ମୁତାବକ, ସୋନୁ ନିଗମଙ୍କ ଜୀବନ ପ୍ରତି ବିପଦ ଥିବା ଖବର ପ୍ରଘଟ ହେବା ପରେ ପରେ ସୋନୁଙ୍କ ସୁରକ୍ଷା ନେଇ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ତେବେ ମହାରାଷ୍ଟ୍ରର ଗୁଇନ୍ଦା ବିଭାଗ…

ନିଆରା ମନ୍ଦିର : ବ୍ରାହ୍ମଣ ନୁହେଁ, ଏଠାରେ ୧୫ବର୍ଷ ଧରି ଶିବଙ୍କ ପୂଜା କରୁଛି ସାପ

ଭାରତରେ ଅନେକ ଭିନ୍ନ ମନ୍ଦିର ନିଜ ପରମ୍ପରାକୁ ନେଇ ଖ୍ୟାତି ବିସ୍ତାର କରିଛି । କିଛି ମନ୍ଦିର ତ ଭଗବାନଙ୍କୁ ଆରାଧନା କରିବା ଲାଗି ଭିନ୍ନ ଭିନ୍ନ ପ୍ରକ୍ରିୟା ଆପଣା ଯାଇଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦରି ବିଷୟରେ କହିବୁ ଯେଉଁଠି ଶିବ ଲିଙ୍ଗକୁ କୌଣସି ପଣ୍ଡିତ ନୁହେଁ ବରଂ କିଛି…

ସୁନା ଝିଅ ହାତରେ ସବୁଜ ଫସଲ ! ପାଠପଢା ବଦଳରେ ଚାଷ କାମ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟିଲେ ରୋଜିନା

କନକ ବ୍ୟୁରୋ: ସୁନା ଝିଅ ହାତରେ ସବୁଜ ଫସଲ । ଡହ ଡହ ଖରାରେ ଜମିରେ ଫସଲ କରୁଛନ୍ତି କଟକ ନିଆଳିର ମହିଳା ଚାଷୀ ରୋଜିନା ନାୟକ । ପାରିବାରିକ ବୋଝ ଯୋଗୁଁ ଜମିରେ ନିଜ ହାତରେ ଫସଲ କରି ନିଜ ଅଂଚଳ ଓ ମହିଳା ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ରୋଜିନା । ରୋଜିନା ନାୟକ । କଟକ ନିଆଳି ସରାକୁଳର ଏହି…

ଆହାର କେନ୍ଦ୍ରରେ ଖାଦ୍ୟ ଲୁଟ । ବିଜେପିର ଛାନଭିନ ପରେ ସାମନାକୁ ଆସିଲା ଘୋଟାଲା । ସନ୍ଦେହ ଘେରରେ ବ୍ରହ୍ମପୁର ମହାନଗର…

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମରେ ଥିବା ୬ଟି ଆହାର କେନ୍ଦ୍ରରେ ଖାଦ୍ୟ ନାଁରେ ଚାଲିଛି ଲୁଟ । ବିଜେପି ଯୁବ ମୋର୍ଚ୍ଚାର ତଦାରଖ ପରେ ଏଭଳି ଅଭିଯୋଗ ଏବେ ସାମନାକୁ ଆସିଛି । ପ୍ରତିଦିନ ଯେତିକି ଲୋକ ଖାଉଛନ୍ତି ତାଠୁ ଦୁଇ ଗୁଣା ଅଧିକ ଲୋକ ଖାଦ୍ୟ ଖାଉଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ…

ବିଜେପୁର ଗଡ ଜିତିବାକୁ କଂଗ୍ରେସର ବଡ ପ୍ରୟାସ ! ପ୍ରଣୟଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଗୋଟିଏ ମଞ୍ଚରେ ଏକାଠି ହେଲେ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଆସି ପଦମପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଣୟ । ପ୍ରାର୍ଥୀର୍ପତ୍ର ଦାଖଲ କରିବା…

ଓଡିଶା ହାତରୁ ଯିବ କି କୋଟିଆ ! ଦିନେ କି ଦୁଇ ଦିନ ଭିତରେ ଯିବ ସ୍ୱତନ୍ତ୍ର ଟିମ । ରିପୋର୍ଟ ଦେବା ପରେ ନିଆଯିବ…

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ବେଆଇନ ନିର୍ମାଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଦିନେ ଦୁଇ ଦିନ ଭିତରେ ଏକ ଟିମ କୋଟିଆ ଯିବ । ଟିମ ରିପୋର୍ଟ ଦେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ମହେଶ୍ୱର ମହାନ୍ତି କହିଛନ୍ତି । କୋଟିଆ ବାସିନ୍ଦାଙ୍କ…