Daily Archives

February 3, 2018

ଆଉ ଝୁଲିବନି ପୋଲ, ଧବଳେଶ୍ୱର ପୀଠକୁ ଯିବା ହେବ ସହଜ! ମହାନଦୀରେ ତିଆରି ହେବ ଆଉ ଏକ କଂକ୍ରିଟ ବ୍ରିଜ

କନକ ବ୍ୟୁରୋ : ବାବା ଧବଳେଶ୍ୱର ପୀଠକୁ ଯିବା ହେବ ସହଜ । ମହାନଦୀରେ ହେବ ଆଉ ଏକ କଂକ୍ରିଟ ବ୍ରିଜ । ବିଜୁ ସେତୁ ଯୋଜନାରେ ଧବଳେଶ୍ୱରକୁ ଏକ ବ୍ରିଜ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଝୁଲା ପୋଲର ଦୁର୍ବଳତାକୁ ନଜରରେ ରଖି କଂକ୍ରିଟ୍ ପୋଲ କରାଯିବ । ଏହାଦ୍ୱାରା ଧବଳେଶ୍ୱ ପୀଠକୁ…

ଡାକଘରୁ ଜମା ଟଙ୍କା ଗାଏବ : ଡେଲାଙ୍ଗ ବେରବୋଇ ଉପଡାକଘରୁ ଲକ୍ଷଲକ୍ଷ ଟଙ୍କା ହଡପ ଅଭିଯୋଗ

କନକ ବ୍ୟୁରୋ :  ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ସବ ପୋଷ୍ଟ ଅଫିସରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଚଳୁ କରି ଫେରାର ହୋଇଯାଇଛନ୍ତି ଜମାକାରୀଙ୍କ ଠାରୁ ଅର୍ଥ ଅ।ଦାୟ କରୁଥିବା କର୍ମଚାରୀ । ଜମାକାରୀମାନେ ଜମା ଅର୍ଥ ଉଠାଇବାକୁ ଯିବା ସମୟରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଛନ୍ତି ।…

ଘରୁ ମା’ କୁ ତଡିଦେଲା ପୁଅ ! ପାଇଖାନା ପାଲଟିଛି ଆଶ୍ରୟସ୍ଥଳୀ

କନକ ବ୍ୟୁରୋ : ଗରିବଙ୍କ ଉନ୍ନତି ପାଇଁ କାମ କରୁଥିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗର୍ଜନ କରୁଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସରକାରୀ ଯୋଜନା କରୁଛନ୍ତି । ହେଲେ ଯୋଜନା ଗୁଡିକ କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ଠାରୁ ଅନେକ ଦୂରରେ ଥିବା ଦେଖିବାକୁ ମିଳିଛି । ଯାହାର ଏକ…

ଜୁନିୟର ବିଶ୍ୱକପ ଜିତିବା ପରେ ମାଲାମାଲ ହେଲା ଟିମ୍ ଇଣ୍ଡିଆ ! ବିସିସିଆଇ କଲା ଟଙ୍କାର ବର୍ଷା, ଜାଣନ୍ତୁ କାହାକୁ ମିଳିବ…

ଅଷ୍ଟ୍ରେଲିଆକୁ ହରାଇ ଭାରତ ହାସଲ କରିଛି ଜୁନିୟର ବିଶ୍ୱକପ ଟାଇଟଲ । ଚତୁର୍ଥ ଥର ପାଇଁ ବିଶ୍ୱକପ ହାତେଇବା ସହ ସର୍ବାଧିକ ଥର ଟାଇଟଲ ହାସଲ କରିବାର ରେକର୍ଡ ହାସଲ କରିଛି ଟିମ୍ ଇଣ୍ଡିଆ । ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଠାରୁ ପ୍ରଶିକ୍ଷଣ ପାଇ ଇତିହାସ ରଚିଛି ଜୁନିୟର ଟିମ୍ । ଜୁନିୟର ଦଳକୁ ଏକ…

ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ କରୁଛନ୍ତି କି ? ସାବଧାନ , ଏହା ହାନିକାରକ ହୋଇପାରେ !

ପିଲାଙ୍କ ପାଇଁ ସ୍କୁଲ୍ ଲଂଚ ପ୍ୟାକ୍ କରିବା ବା ଅଫିସକୁ ଗଲାବେଳେ ଖାଦ୍ୟ ନେବାପାଇଁ ସମସ୍ତେ ଆଲୁମିନିୟମ ଫଏଲର ଅଧିକ ବ୍ୟବହାର କରିଥାନ୍ତି । ଆପଣ ଜାଣନ୍ତି ଏହା ବହୁତ ହାନିକାରକ ଅଟେ । ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକିଂ କଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହା ଆମେ କହୁନୁ…

ହିଟରର ପାଖ ଛାଡୁନି ଏହି ବିଲେଇ : ଜାଣନ୍ତୁ ଏହାର କାରଣ

ଜାପାନର ରାଜଧାନୀ ଟୋକିଓରେ ଖୁବ୍ ବରଫପାତରେ ସ୍ଥିତି ବେହାଲ ହୋଇ ଉଠିଛି । ଖାଲି ମଣିଷ ନୁହେଁ , ପଶୁମାନେ ବି ଏହି ଥଣ୍ଡାରେ ପ୍ରଭାବିତ । ବୁଶାଓ ନାମକ ଏକ ବିଲେଇ ଥଣ୍ଡାରେ ପୁରା ସମସ୍ୟା ଘରରେ । ଏବେ ସୋସିଆଲ ମିଡିଆରେ ବୁଶାଓର ଫଟୋ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋରେ ବିଲେଇ ବୁଶାଓ…