Monthly Archives

January 2018

ଯୋଗେଶ ସିଂଙ୍କ ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସ ବିରୋଧୀଦଳ ମାନ୍ୟତା ହରାଇନେବା ଚର୍ଚ୍ଚା ! ବିରୋଧୀ ଦଳ ନେତା ନରସିଂହ…

କନକ ବ୍ୟୁରୋ : ସୁନ୍ଦରଗଡ ବିଧାୟକ ଯାଗେଶ ସିଂଙ୍କ ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସ ବିରୋଧୀଦଳ ମାନ୍ୟତା ହରାଇବା ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ଦଳ ନେତା ନରସିଂହ ମିଶ ଏନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ଅନୁସାରେ ୧୦ ପ୍ରତିଶତରୁ କମ ସଦସ୍ୟ ରହିଲେ, ବିରୋଧୀ ଦଳ ମାନ୍ୟତା…

ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ ! ୯୦ ବର୍ଷ ବୟସରେ କରୁଛନ୍ତି ମଡେଲିଂ 

ଲଣ୍ଡନ: ଏହି ଫଟୋରେ ନଜର ଆସୁଥିବା ବୃଦ୍ଧା ଜଣଙ୍କୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।  ଆଉ ଜଣେ ସୁନ୍ଦରୀ ତରୁଣୀ ଭଳି ମନେକରିବେ । ୯୦ ବର୍ଷ ବୟସରେ ସେ କରୁଛନ୍ତି ମଡେଲିଂ । ଏହି ମହିଳା ଜଣକ ଲଣ୍ଡନର ପ୍ରସିଦ୍ଧ ମଡେଲ୍ ଅଟନ୍ତି ।  ଆଉ ଦୁନିଆର ସବୁଠୁ ବୟସ୍କା ମଡେଲ ଭାବରେ କମେଇ ନାଁ ।…

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ ! ବାଲେଶ୍ୱର ତାଳସରୀ ମହୋତ୍ସବରେ ନବୀନ ଭାଷଣ ଦେଉଥିବା ବେଳେ ଅଣ୍ଡାମାଡ କଲେ ଦୁଇ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ । ବାଲେଶ୍ୱର ଭୋଗରାଇରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଣ୍ଡାମାଡ ହୋଇଛି । ତାଳସରୀ ମହୋତ୍ସବକୁ ଯାଇଥିବା ବେଳେ ଅଣ୍ଡାମାଡ କରିଛନ୍ତି ଦୁଇ ଜଣ ମହିଳା । ଦୁଇ ଜଣ ମହିଳାଙ୍କୁ ଅଟକ ରଖିଛି ପୁଲିସ । ତାଳସରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଭାଷଣ…

ନବରଙ୍ଗପୁର : ପୋଷ୍ଟମର୍ଟମ ପାଇଁ ସମାଧି ଭିତରୁ ବାହାର କରାଗଲା ଶବ

କନକ ବ୍ୟୁରୋ : ପୋଷ୍ଟମର୍ଟମ ପାଇଁ ସମାଧି ଭିତରୁ ବାହାର କରାଗଲା ଶବ  । ନବରଙ୍ଗ ଝରିଗାଁ ବ୍ଲକ ମହଣ୍ଡି ଗାଁରେ ଶ୍ରୀପତି ଗଣ୍ଡଙ୍କ ଶବକୁ ୧୧ ଦିନ ପରେ ସମାଧି ଭିତରୁ ବାହାର କରାଯାଇଛି । ଜମିଜମା ଘଟଣାକୁ ନେଇ ଶ୍ରୀପତିଙ୍କୁ ଗତ ୧୯ ତାରିଖ ଦିନ ତାଙ୍କର ଜଣେ ସଂପର୍କୀୟ ଭାଇ ହତ୍ୟା କରିଥିଲେ ।…

ସେନାରେ ସାମିଲ ହେଲା ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ କରଞ୍ଜ ! ବଢ଼ିବ ନୌସେନାର ଶକ୍ତି ଓ ସାମର୍ଥ୍ୟ

କନକ ବ୍ୟୁରୋ : ବଢ଼ିଲା ନୌସେନାର ଶକ୍ତି । ନୌସେନାରେ ସାମିଲ ହେଲା ଅତ୍ୟାଧୁନିକ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନଏସ୍ କରଂଜ୍ । ଏହି ସ୍କୋର୍ପିୟନ୍ ଶ୍ରେଣୀୟ ବୁଡ଼ାଜାହାଜକୁ ମୁମ୍ବାଇର ମଡଗାୱଁ ଡକରେ ନୌସେନାରେ ସାମିଲ କରାଯାଇଛି । କରଞ୍ଜକୁ ମେକ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ ଆଧାରରେ…

ଭୂମିକମ୍ପ ହେଲେ ବିଲକୁଲ ଡରନ୍ତୁ ନାହିଁ ! ଜାଣନ୍ତୁ ଏପରି ଭୟଙ୍କର ପରିସ୍ଥିତିରେ ସର୍ବପ୍ରଥମେ କରିବେ କ’ଣ ?

ଅଚାନକ ଆସେ ଭୂମିକମ୍ପ । ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ ସୃଷ୍ଟି କରେ । ଭୂପୃଷ୍ଠ ଭିତରେ ଥିବା ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା…