Monthly Archives

January 2018

ବାଣୀବିହାରରେ ରମାଦେବୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ନିଷ୍ପତ୍ତିକୁ ବିରୋଧ : ଭିସି ଅଫିସରେ ଭଙ୍ଗାରୁଜା କଲେ…

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣକୁ ବିରୋଧ କରି ତେଜୁଛି ଛାତ୍ର ଅସନ୍ତୋଷ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ବିରୋଧ କରି ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଜଳୁଛି ପ୍ରତିବାଦର ନିଆଁ ।…

ଢେଙ୍କାନାଳ ପରେ ନୟାଗଡରେ ଚାଷୀଙ୍କ ଗର୍ଜନ ! ପୁଣି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସରକାରଙ୍କୁ ଟାର୍ଗେଟ କଲେ…

କନକ ବ୍ୟୁରୋ : ଯାଜପୁର ଓ ଢେଙ୍କାନାଳ ପରେ ଆଜି ନୟାଗଡରେ ନବନିର୍ମାଣ କୃଷକ ସଂଗଠନ କରିଛି ଜୟ କିଷାନ ସମାବେଶ । ହଜାର ହଜାର ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ରାଜରାସ୍ତାରେ ଗର୍ଜିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଏବଂ ଆସନ୍ତାକାଲି ସାଧାରଣ ବଜେଟ୍ । ଏଥର ବଜେଟରେ କୃଷକଙ୍କ…

ମହାକାଶରେ ହସିଲା ରକ୍ତ-ନୀଳ ରଙ୍ଗର ସୁପରମୁନ୍ ! ୧୫୦ ବର୍ଷ ପରେ ଆକାଶରେ ଅଲୌକିକ ଦୃଶ୍ୟ

କନକ ବ୍ୟୁରୋ : ଆଜି ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ । ସାରା ଭାରତରେ ରକ୍ତ-ନୀଳ ବର୍ଣ୍ଣର ସୁପରମୁନ୍ ଦେଖିବାକୁ ମିଳିଛି । ୧୫୦ ବର୍ଷ ପରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ପାଇଛନ୍ତି ବିଶ୍ୱବାସୀ । ସୁପରମୁନ୍ ସହ ଆଜି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଥିବାରୁ ଆକାଶରେ ବିରଳ ଦୃଶ୍ୟ…

ଦେଶୀ ଜିନିଷରେ ବିଦେଶୀ ଲୁକ୍ ! ବଜାରରେ ପ୍ରବେଶ କଲା ‘ଲୁଙ୍ଗି ସ୍କର୍ଟ’

ଦେଶୀ ଜିନିଷରେ ବିଦେଶୀ ଲୁକ । ଏହା ପ୍ରଥମ ଥର ହୋଇନାହିଁ । ଆଗରୁ ଟ୍ୱିଟରରେ ଖଟିଆକୁ ‘ଇଣ୍ଡିଆନ ଡେବେଡ’କହି ବିକ୍ରି କରାଯାଇଥିଲା ଏବଂ ଚା’କୁ ‘ଚାୟ ଟି ଲୈଟେ’ ବନା ଯାଇଥିଲା । କିନ୍ତୁ ଏଥର ଏଭଳି କିଛି ଭିନ୍ନ ହୋଇଛି ଯାହା ଶୁଣିଲେ ଆପଣ  ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି କିଛି…

ଶିକ୍ଷା ସହାୟକ ନିଯୁକ୍ତି ନେଇ କଳାହାଣ୍ଡି ନିଆଁ ଭୁବନେଶ୍ୱରରେ : ଓପେପା ଘେରିଲେ ଶିକ୍ଷା ସହାୟକ ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ : ଅନ୍ୟ ଜିଲ୍ଲାର ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ କଳାହାଣ୍ଡିରେ ବିରୋଧ । ଏହି ଘଟଣା ବିରୋଧରେ ସୋମବାର ଭୁବନେଶ୍ୱର ଓପେପା କାର୍ଯ୍ୟାଳୟରେ ବଂଚିତ ପ୍ରାର୍ଥୀମାନେ ବିକ୍ଷୋଭ କରିଛନ୍ତି । ସୋମବାର କଳାହାଣ୍ଡିରେ ଅନ୍ୟ ଜିଲ୍ଲାର ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ…

ରାତ୍ରିଭୋଜନରେ ବେଶି ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ ! ନଚେତ୍ ହୋଇ ପାରେ ଏସବୁ ସମସ୍ୟା

ସ୍ୱାସ୍ଥ୍ୟ ହିଁ ସଂପଦ । ତେଣୁ କେବେ କଣ ଆଉ କେମିତି ଖାଉଛନ୍ତି ତାହା ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ । କାରଣ ଏସବୁର ପ୍ରଭାବ ବହୁମାତ୍ରାରେ ଆପଣଙ୍କ ଶରୀର ଉପରେ ପଡିଥାଏ । ସେଥିପାଇଁ ଜଳଖିଆ, ଦ୍ୱିପ୍ରହର ଖାଦ୍ୟ ଓ ରାତ୍ରି ଭୋଜନ ଭିନ୍ନ ଭିନ୍ନ ମାତ୍ରାରେ ଗ୍ରହଣ କରାଯାଇଥାଏ ।…