Daily Archives

January 28, 2018

ଅସୁର ପାଲଟିଲା ଶ୍ୱଶୁର ! ରାଜନଗରରୁ ଆସିଲା ସାଂଘାତିକ ଅଭିଯୋଗ, ହାତ ଗୋଡ ବାନ୍ଧି ବୋହୁକୁ ବାରମ୍ବାର ଦୁଷ୍ମର୍ମ…

କନକ ବ୍ୟୁରୋ : ସ୍ୱାମୀ ହାଇଦ୍ରାବାଦରେ ଏପଟେ ବୋହୂ ଉପରେ ଶ୍ୱଶୁରର ନଜର । ରାଇରଙ୍ଗପୁର ପରେ କେନ୍ଦ୍ରାପଡାରୁ ଆସିଛି ଏଭଳି ଏକ ଖବର । ନିଜ ପୁଅର ଅନୁପସ୍ଥିତିର ସୁଯୋଗ ନେଇ ନିଜ ବୋହୂର ହାତଗୋଡ ବାନ୍ଧି ଦୁଷ୍କର୍ମ କରିଛି ସଇତାନ ଶ୍ୱଶୁର । ଆଉ ଏହି ଅଭିଯୋଗ ନେଇ କାନ୍ଦିକାନ୍ଦି ଥାନାରେ…

ମୃତ୍ୟୁର ଘର ପାଲଟିଲା ଏମଆରଆଇ ମେସିନ ! ଚିକିତ୍ସା ପାଇଁ ମା’ଙ୍କୁ ନେଇଥିଲେ, ଶବ ହୋଇ ଘରକୁ ଫେରିଲେ

ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଆଣିଥିଲେ କିନ୍ତୁ ହସ୍ପିଟାଲରେ ଯେ ତାଙ୍କୁ କାଳଫାଶ ପକାଇ ଯମ ଜଗି ବସିଛି ସେକଥା ଜାଣି ନଥିଲେ ରାଜେଶ । ହସ୍ପିଟାଲରେ ମା’ ଭଲ ହେବେ କଣ ବରଂ ସବୁଦିନ ପାଇଁ ହରାଇଥିଲେ ବଢିଲା ପୁଅକୁ । ଏଭଳି ଘଟଣା ମୁମ୍ବାଇର ନାୟର ହସ୍ପିଟାଲରେ ଦେଖିବାକୁ ମିଳିଛି ।…

ସେମିଫାଇନାଲ୍ ପାଇଁ ତିନି ଦଳର ସମରସଜା । ନବୀନ ନିବାସରେ ବିଜେଡିର ରଣନୀତି । ଦୁଇ ଦିନ ପରେ ବିଜେପିର ପ୍ରାର୍ଥୀ ଘୋଷଣା…

କନକ ବ୍ୟୁରୋ : ବିଜେପୁର ସେମିଫାଇନାଲ ପାଇଁ ସମରସଜ୍ଜା । ଆଜି ନବୀନ ନିବାସରେ ବିଜେଡି, ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳର ମୁଖିଆ ନିଜେ ବୈଠକରେ ଉପସ୍ଥିତ ରହି ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପି ଶିବିରରେ ମଧ୍ୟ ବିଜେପୁର ପାଇଁ ମନ୍ଥନ ହୋଇଛି । ନବୀନ…

ବଲିଉଡ ବିଉଟିଙ୍କ ମଧ୍ୟରେ କୋଲ୍ଡୱାର ! କ୍ୟାଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବାକୁ ମନାକଲେ ଦୀପିକା

ବଲିଉଡରେ ଦୀପିକା ଓ କ୍ୟାଟିନାଙ୍କ ଭିତରେ ଲାଗିଥିବା କୋଲ୍ଡୱାର ବିଷୟରେ ଅଧିକାଂଶ ଲୋକ ଅଳ୍ପବହୁତେ ଜାଣିଥିବେ । ଏମାନଙ୍କ ଭିତରେ ଝଗଡା ଲାଗିବାର ମୁଖ୍ୟ କାରଣ ହେଉଛନ୍ତି ରଣବୀର କପୁର । ରଣବୀର କପୁରଙ୍କ ଏକ୍ସ ଗର୍ଲଫ୍ରେଣ୍ଟ ଦୀପିକା କ୍ୟାଟ୍ରିନାଙ୍କୁ ଦେଖିବା ମାତ୍ରେ ଚିଡିଥାନ୍ତି । ତେବେ…

ଗୋଟିଏ ଶୌଚାଳୟ ବ୍ୟବହାରକରିବେ ପୁଅ-ଝିଅ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଜବ ନିୟମ

ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ  ଗୋଟିଏ ଶୌଚାଳୟ । ଏଭଳି ଅଜବ ନିୟମ  କରିଛନ୍ତି  ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ  । ଆଉ ଏହି ନିଷ୍ପତିରେ ଅଧାରୁ ଅଧିକ ଛାତ୍ରଛାତ୍ରୀ  ସ୍ୱୀକୃତି ମଧ୍ୟ ପ୍ରଦାନ କରିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଇଂଲଣ୍ଡରେ ପ୍ରତିଷ୍ଠିତ ପୃଥିବୀର ସମ୍ମାନଜନକ…

ସରିଲା ଆଇପିଏଲ ନିଲାମୀ, ଶେଷରେ ବିକ୍ରି ହେଲେ କ୍ରିସ ଗେଲ ! ଅଧିକାଂଶ ଭାରତୀୟ ଯୁବ ଖେଳାଳି ହେଲେ କୋଟିପତି, ଜାଣନ୍ତୁ…

ଆଇପିଏଲ ସିଜିନ-୧୧ ପାଇଁ ବାଙ୍ଗାଲୋରରେ ହେଉଥିବା ନିଲାମୀ ଶେଷ ହୋଇଛି । ଦୁଇ ଦିବସୀୟ ନିଲାମୀରେ ମୋଟ ୧୬୯ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ସେଥିମଧ୍ୟରୁ ୧୧୩ ଜଣ ଭାରତୀୟ କ୍ରିକେଟର ହୋଇଥିବା ବେଳେ ୫୬ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଏହି ନିଲାମୀରେ ୯୧ ଜଣ ଅର୍ନ୍ତଜାତୀୟ ମ୍ୟାଚ…