Daily Archives

January 27, 2018

ମହିଳା ବିଚାରପତିଙ୍କୁ ଓକିଲଙ୍କ ଦୁର୍ବ୍ୟବହାର ଘଟଣା : ଅଭିଯୋଗକୁ ଖଣ୍ଡନ କଲା ନୟାଗଡ଼ ଜିଲ୍ଲା ବାର ଆସୋସିଏସନ୍

କନକ ବ୍ୟୁରୋ :  ନୟାଗଡ଼ ମହିଳା କୋର୍ଟରେ ମହିଳା ବିଚାରପତିଙ୍କ କୋର୍ଟ ଭିତରେ ଓକିଲମାନେ ଧସେଇ ପଶିବା ଏବଂ ବିଚାରପତି ଦୀପା ଦାସଙ୍କୁ ଗାଳିଗୁଳଜ ଓ ଧମକ ଚମକ ଅଭିଯୋଗ ପରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ନୟାଗଡ଼ ଜିଲ୍ଲା ବାର ଆସୋସିଏସନ୍ । ଉଭୟ ଆସୋସିଏସନର ସଭାପତି ଅମିୟ ପଟ୍ଟନାୟକ…

ପ୍ରଥମ ଦିନରେ ବିକ୍ରି ହେଲେନି ଷ୍ଟାର ଖେଳାଳି ! ଗେଲଙ୍କ ଠାରୁ ମାଲିଙ୍ଗା ଯାଏଁ, ଜାଣନ୍ତୁ ପୂରା ତାଲିକା

ଚଳିତ ଆଇପିଏଲ ନିଲାମୀ ଅନେକଙ୍କୁ ଆଶ୍ଚଯ୍ୟ କରିଛି । ଅନେକ ଯୁବ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ଚଢା ଦରରେ କିଣିଥିବା ବେଳେ କିଛି ଅର୍ନ୍ତଜାତୀୟ ଷ୍ଟାର ଖେଳାଳିଙ୍କ ହାତ ଛାଡିଛନ୍ତି ଫ୍ରାଞ୍ଚାଇଜ । ପ୍ରଥମ ଦିବସର ନିଲାମୀ ସରିଥିବା ବେଳେ ଅନେକ ଅର୍ନ୍ତଜାତୀୟ ଖେଳାଳିଙ୍କୁ କୌଣସି ଦଳ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ୍’ ଉନ୍ମୋଚିତ

କନକ ବ୍ୟୁରୋ :  ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’କୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉନ୍ମୋଚନ କରିଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପରେ ଶନିବାର ସନ୍ଧ୍ୟାରେ…

ବାଇକ ପ୍ରେମୀଙ୍କ ପାଇଁ ରୟାଲ ଏନଫିଲ୍ଡର ନୂଆ ଉପହାର ! ଖୁବଶୀଘ୍ର ବଜାରକୁ ଆସିବ Thunderbird 500X

ବାଇକ ପ୍ରେମୀଙ୍କ ପାଇଁ ଖୁସିଖବର । ରୟାଲ ଏନଫିଲ୍ଡ ଖୁବଶୀଘ୍ର ଥଣ୍ଡରବାର୍ଡର ନୂଆ ଭର୍ସନ Thunderbird 500X ଲଞ୍ଚ କରିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଟୋ ଏକ୍ସପୋ ୨୦୧୮ ପୂର୍ବରୁ ଥଣ୍ଡରବାର୍ଡର ଏହି ନୂଆ ଭର୍ସନ ଲଞ୍ଚ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଅଟୋ…

ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ୍ : ବୌଦ୍ଧ ହରଭଙ୍ଗାରେ ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖି…

କନକ ବ୍ୟୁରୋ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଂଚାୟତର କୁଶଙ୍ଗ ଗ୍ରାମ । ଗୋଟିଏ ପାଇଖାନାର ଦୁଇ ପାଶ୍ୱର୍ରେ ଲେଖା ଯାଇଛି ୨ ଗୋଟି ଗାଁର ୨ ଜଣ ହିତାଧିକାରୀଙ୍କ ନାଁ । ଗୋଟିଏ ପଟେ ଗ୍ରାମ କୁଶଙ୍ଗ ଲେଖାଥିବା ବେଳେ ଅନ୍ୟପଟେ ରହିଛି ଗ୍ରାମ କୁଶାସିଙ୍ଗା ।ଗୋଟିଏ ପାଇଖାନା…

ନବୀନଙ୍କ ପଖାଳ ଚର୍ଚ୍ଚା! କଦଳୀ ପତ୍ରରେ ଦେଶୀ ଖାଇବାର ମଜା ନେଲେ ଜାତୀୟସ୍ତରର ୪ ବରିଷ୍ଠ ନେତା

କନକ ବ୍ୟୁରୋ : ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ଉନ୍ମୋଚିତ ହେବ । ଏଥିପାଇଁ ଆଜି ଭୁବନେଶ୍ୱରେ ପହଞ୍ଚିଛନ୍ତି ଜାତୀୟସ୍ତରର ଚାରି ବରିଷ୍ଠ ନେତା । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା, ସିପିଏମ…