Daily Archives

January 18, 2018

ଆଉ ନାଲି ଆଖି ଦେଖାଇ ପାରିବ ନାହିଁ ଚୀନ ! ଭାରତ ହାତରେ ବ୍ରହ୍ମାସ୍ତ୍ର, ଚୀନ ବ୍ୟତିବ୍ୟସ୍ତ

କନକ ବ୍ୟୁରୋ : ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି- ୫ ମିଜାଇଲର ଆଜି ସଫଳ ପରୀକ୍ଷଣ କରିଛି ଭାରତ । ୫ ରୁ ୮ ହଜାର ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଅଗ୍ନି ମିଜାଇଲ, ଭାରତରୁ ଚୀନ୍ର ଯେକୌଣସି ସ୍ଥାନକୁ ସହଜରେ ଟାର୍ଗେଟ୍ କରିପାରିବ । ପୂର୍ବରୁ ଅଗ୍ନି ସିରିଜର ସମସ୍ତ ମିଜାଇଲ୍ ସଫଳତାର ସହ ପରୀକ୍ଷଣ…

ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗ ଠାବ ! ପାଣି ଭିତରେ ରହିଛି ୩୪୭ କିଲୋମିଟର ଲମ୍ବା ସୁଡଙ୍ଗ , ଖୋଲିବ ମାୟା ସଭ୍ୟତାର…

ମେକ୍ସିକୋରେ ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗକୁ ଠାବ କରାଯାଇଛି । ଏହି ଲମ୍ବା ସୁଡଙ୍ଗଟି ପାଣି ଭିତରେ ରହିଛି । କିଛି ସମୁଦ୍ରବୁଡାଳୀ ଏହି ଲମ୍ବା ସୁଡଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହି ସୁଡଙ୍ଗର ଲମ୍ବା ୩୪୭ କିଲୋମିଟର ରହିଥିବା ବେଳେ ଏହା ୧୨ ହଜାର ବର୍ଷ ପୁରୁଣା ସୁଡଙ୍ଗ ବୋଲି…

ତଦନ୍ତ ରିପୋର୍ଟ ପରେ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ମୁଖ୍ୟମନ୍ତ୍ରୀ : ଦଳୀୟ ମହଲରେ ଜୋର ଧରିଲା…

କନକ ବ୍ୟୁରୋ :  ଦଳୀୟ କର୍ମୀଙ୍କ ବିନା ପରାମର୍ଶରେ ସାଂସଦ ବୈଜୟନ୍ତ ପଣ୍ଡା ମନମୁଖୀ କାମ ଚଳାଇଛନ୍ତି ବୋଲି ଯେଉଁ ଅଭିଯୋଗ ହୋଇଛି ତାର ତଦନ୍ତ କରିବେ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଶେଷ କରି ମହାକାଳପଡାରୁ ଆସି ସାଂସଦଙ୍କ ବିରୋଧରେ ଫେରାଦ ହୋଇଥିବା କର୍ମୀଙ୍କ ସହ ସେ ଆଲୋଚନା…

ରେଲୱ ଷ୍ଟେସନରୁ ରାଇସିନା ହିଲ ! କୋବିନ୍ଦଙ୍କ ପାଖରେ ପହଞ୍ଚିବେ କୁଲି

ଜାନୁଆରୀ ୨୦ ଅର୍ଥାତ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୧୧୨ ଜଣ ମହିଳାଙ୍କୁ ସମ୍ମାନିତ କରିବେ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇଥିବା ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିବେ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏମବିଏ ପାଠ୍ୟକ୍ରମ ଶେଷ କରିଥିବା…

ସମ୍ବଲପୁରରେ ବିଦେଶିନୀଙ୍କ ତାଲିମ୍ କେନ୍ଦ୍ର : ୧୫ ଜଣ ଛାତ୍ରୀଙ୍କୁ ସିଲେଇ ଶିଖାଉଛନ୍ତି ନ୍ୟୁଜିଲାଣ୍ଡର ଆନ୍ନା ଉଇଲସନ

କନକ ବ୍ୟୁରୋ :  ସମ୍ବଲପୁର ମାଲିପାଲିରେ ଚାଲିଛି ବିଦେଶିନୀଙ୍କ ତାଲିମ୍ କେନ୍ଦ୍ର । ୧୫ ଜଣ ଛାତ୍ରୀଙ୍କୁ ସିଲେଇ ତାଲିମ୍ ଦେଉଛନ୍ତି ବିଦେଶିନୀ । ୪ ମାସ କୋର୍ସ ପାଇଁ ନାମ ଲେଖା ବାବଦକୁ ୧୫୦ ଟଙ୍କା ଓ ମାସକୁ ୪୦୦ ଟଙ୍କା ଦେଉଛନ୍ତି ଛାତ୍ରୀମାନେ । ୨୦୦୬ ମସିହାରେ ସ୍ୱାମୀଙ୍କ ସହିତ ଭାରତ…

ପ୍ରବଳ ଶୀତରେ ଥରୁଛି କନ୍ଧମାଳ । ପାରଦ ୩ଡିଗ୍ରୀକୁ ଖସି ଆସିଥିବା ବେଳେ ଶୀତରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ

କନକ ବ୍ୟୁରୋ :  ଶୀତରେ ଥରୁଛି କନ୍ଧମାଳ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି । ଆଭ୍ୟନ୍ତରୀଣ ଅଂଚଳରେ ପାରଦ ୧ ଡିଗ୍ରୀରୁ ତଳକୁ ଖସିଯିବାରୁ ଗୋଟେ ଗୋଟେ ଯାଗାରେ ତୁଷାରପାତ ହେଉଥିବା ଦେଖାଦେଇଛି । ଗତ ୧୫ ଦିନ ହେବ ଶୀତ ଲାଗିରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।…