Daily Archives

January 12, 2018

ନ୍ୟାୟପାଳିକା ଇତିହାସରେ ପ୍ରଥମ ! ପ୍ରଧାନ ବିଚାରପତିଙ୍କ ବିରୋଧରେ ମୁହଁ ଖୋଲିଲେ ସୁପ୍ରିମକୋର୍ଟର ୪ ବିଚାରପତି, କହିଲେ,…

କନକ ବ୍ୟୁରୋ : ଦେଶର ସବୋର୍ଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଟାର୍ଗେଟରେ ମୁଖ୍ୟ ବିଚାରପତି । ଆଜି ଦିଲ୍ଲୀରେ ଘଟିଥିବା ଏହି ଘଟଣା ସାରାଦେଶରେ ଆଲୋଡନ ସୃଷ୍ଟି କରିଛି । କାରଣ ଭାରତ ଇତିହାସରେ ପ୍ରଥମଥର ପାଇଁ ୪ ଜଣ ସୁପ୍ରିମକୋର୍ଟ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପରିସ୍ଥିତି…

ଗୁପଚୁପ ନାଁରେ ବିଷ ବିକ୍ରି କରୁଛନ୍ତି କି ବ୍ୟବସାୟୀ ? ଖଟା ପାଣିରେ ମିଶୁଛି ସାଇଟ୍ରିକ ଏସିଡ

କନକ ବ୍ୟୁରୋ : ଗୁପଚୁପ ନାଁ ଶୁଣିଲାମାତ୍ରେ ସମସ୍ତଙ୍କ ପାଟିକୁ ଲାଳ ଆସିଯାଏ । ସମସ୍ତଙ୍କ ପ୍ରିୟ ଗୁପଚୁପ । ଗୁପଚୁପ ଖାଇବା ପାଇଁ ଦୋକାନ ଆଗରେ ପ୍ରବଳ ଭିଡ଼ ଜମେ । ଆଉ ଯେତେବେଳେ ମହିଳାମାନଙ୍କ କଥା ଉଠେ, ସେତେବେଳେ ତ ସମସ୍ତେ ଜାଣନ୍ତି ଗୁପଚୁପକୁ ନେଇ ସେମାନଙ୍କର ଆଗ୍ରହର କଥା । ତେବେ କେବଳ…

କେବେ ସାଇକେଲରେ ରକେଟ ନେଉଥିବା ଇସ୍ରୋ ଏବେ ୩୧ଟି ଉପଗ୍ରହ ମହାକାଶକୁ ପଠାଇ ରଚିଛି ଇତିହାସ ! ଜାଣନ୍ତୁ ଇସ୍ରୋ ବିଷୟରେ…

ମହାକାଶକୁ ସାଟେଲାଇଟ ପଠାଇବାରେ ସେଞ୍ଚୁରି ମାରିଲା ଇସ୍ରୋ । ଏହାସହ ଏକ ନୂଆ ଇତିହାସ ରଚିଛି ଇସ୍ରୋ । ଶୁକ୍ରବାର ଇସ୍ରୋ ପିଏସଏଲଭି ସି ୪୦ ଜରିଆରେ ମହାକାଶକୁ ୩୧ଟି ଉପଗ୍ରହ ପଠାଇବା ସହ ଇତିହାସ ରଚିଛି । ଏବର୍ଷ ଇସ୍ରୋର ଏହା ପ୍ରଥମ ମିଶନ ଥିବା ବେଳେ ଶହେତମ ଉପଗ୍ରହ ଭାବେ ମହାକାଶକୁ ଛୁଇଁଛି…

ପାସପୋର୍ଟରେ ଆଉ ରହିବ ନାହିଁ ଠିକଣା ! ରଙ୍ଗରେ ମଧ୍ୟ ହୋଇପାରେ ପରିବର୍ତ୍ତନ 

କନକ ବ୍ୟୁରୋ : ଭାରତ ସରକାର ପାସପୋର୍ଟ ଗୁଡ଼ିକରେ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆମେ ଏବେ ଦେଖୁଥିବା ପାସପୋର୍ଟ ଗୁଡିକର ରୂପ ରଙ୍ଗ ବଦଳିଯିବ । ପୁଣି ପାସପୋର୍ଟ ଗୁଡ଼ିକୁ ଆଗକୁ ଠିକଣା ପ୍ରମାଣପତ୍ର…

ଜଗତସିଂହପୁର : ଏକତରଫା ପାଇଁ ଜୀବନ ଗଲା, ଯୁବକକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ

କନକ ବ୍ୟୁରୋ : ଏକତରଫା ପ୍ରେମର ଚରମ ପରିଣତି ହତ୍ୟା । ଯୁବକକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସଭାମୂଳ ଗାଁରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ସୁଦର୍ଶନ ନନ୍ଦ । ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।…

୧୫ କୋଟିର ଡିଲକୁ ଏଡ଼ାଇଦେଲେ ସୁଶାନ୍ତ, ହେଲେ କାହିଁକି ?

ବଲିଉଡରେ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ଟଙ୍କା ବାବଦରେ କିଛି କହିହେବ ନାହିଁ । ସେମାନଙ୍କର ଡିମାଣ୍ଡ ଯେ ଆକାଶ ଛୁଆଁ । କେବଳ ଫିଲ୍ମରୁ ନୁହେଁ ବରଂ ବିଜ୍ଞାପନରୁ ମଧ୍ୟ ସେମାନେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତିି । ତେବେ କୌଣସି ପ୍ରକାର ବିଜ୍ଞାପନ କରିବାକୁ ସେମାନେ କେବେ ମଧ୍ୟ…