Daily Archives

January 5, 2018

ତାରିଖ ଆଉ ସମୟ କୁହ, ଆଲୋଚନା ପାଇଁ କେନ୍ଦ୍ର ପ୍ରସ୍ତୁତ । ଗଡକରୀଙ୍କ ‘ମହାସମସ୍ୟା’ ସମାଧାନର ଫର୍ମୁଲା

କନକ ବ୍ୟୁରୋ : ନିଜ ସୁବିଧା ଅନୁସାରେ ଓଡିଶା ସରକାର ତାରିଖ ଦିଅନ୍ତୁ ଏବଂ ମହାନଦୀ ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ଆଗେଇ ଆସନ୍ତୁ । କେନ୍ଦ୍ର ନିଜେ ଛତିଶଗଡକୁ ଆଲୋଚନା ପାଇଁ ଡାକିବେ ଏବଂ ଓଡିଶା-ଛତିଶଗଡ ମଧ୍ୟରେ ମଧ୍ୟସ୍ଥତା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି…

ନୂଆବର୍ଷରେ ନୂଆ ଇତିହାସ ରଚିଲା ହ୍ୱାଟସଆପ ! ଗୋଟିଏ ଦିନରେ ୨୦୦୦ କୋଟି ମେସେଜ ପଠାଇ ରେକର୍ଡ କଲେ ଭାରତୀୟ ୟୁଜର୍ସ

ଦିନକୁ ଦିନ ଭାରତରେ ହ୍ୱାଟସଆପର କ୍ରେଜ ବଢିବାରେ ଲାଗିଛି । ଭାରତରେ ଏବେ ବେଶ ଲୋକପ୍ରିୟ ହୋଇପାରିଛି ହ୍ୱାଟସଆପ । ଏପରିକି ହ୍ୱାଟସଆପ ଯୋଗେ ଭାରତବାସୀ ଏବେ ଏକ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ହ୍ୱାଟସଆପ ବ୍ୟବହାର କରୁଥିବା ଭାରତୀୟ ୟୁର୍ଜର ଏବେ ଏକ ନୂଆ କାରନାମା କରି ଦେଖାଇଛନ୍ତି…

ଫସିଗଲେ ଜମାକାରୀ, ଜେଲରୁ ମୁକୁଳିଲେ ଚିଟଫଣ୍ଡ ଖଳନାୟକ ! ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

କନକ ବ୍ୟୁରୋ : ଜେଲରୁ ବାହାରିଲେ ୭ଶହ କୋଟି ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ । ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପ୍ରାୟ ୪ ବର୍ଷ ପରେ ଝାରପଡ଼ା ଜେଲରୁ ପ୍ରଶାନ୍ତ ଦାସଙ୍କୁ ମିଳିଛି ମୁକ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଏବଂ…

ରିଲ ହନିପ୍ରୀତଙ୍କୁ ନେଇ ହଙ୍ଗାମା ! ୫ କୋଟି ଟଙ୍କାର ନୋଟିସ ପଠାଇଲେ ରିଅଲ ହନିପ୍ରୀତଙ୍କ ମା’

ବଲିଉଡର ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ପାଇଁ ଅଡୁଆ ବଢିଲା । ଝିଅ ହନିପ୍ରୀତଙ୍କ ଚରିତ୍ର ଖରାପ କରିଥିବା ଅଭିଯୋଗରେ ମା ଆଶା ତନେଜା ରାକ୍ଷୀ ସାୱନ୍ତଙ୍କୁ ୫ କୋଟି ଟଙ୍କାର ନୋଟିସ ପଠାଇଛନ୍ତି । ମାନହାନି ମୋକଦ୍ଦମା ବାବଦକୁ ୫ କୋଟି ଟଙ୍କା ନୋଟିସ ରାକ୍ଷୀଙ୍କ ନାଁରେ ପଠାଇଛନ୍ତି ହନୀପ୍ରୀତଙ୍କ…

ମାଗଣାରେ ଦେଖିପାରିବେ ମନପସନ୍ଦର ଟିଭି ସୋ’ ଓ ସିନେମା ! ଜାଣନ୍ତୁ କେଉଁ କେଉଁ ଆପ୍ ଦେଉଛି ସୁବିଧା

ଅନଲାଇନ୍ ସିନେମା ଓ ଟିଭି ସୋ ଦେଖିବା ପାଇଁ ହଟଷ୍ଟାର ଓ ନେଟଫ୍ଲିକ୍ସର ପରି ଆପ୍ ଓ ୱେବସାଇଟ୍ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିିୟ । ଗ୍ରାହକ ଏହି ଆପ୍ ତଥା ୱେବସାଇଟ୍ ଯାଇ ମନପସନ୍ଦରର ସିନେମା ଓ ଟିଭି ସୋ’ ଦେଖିପାରିବେ । ତେବେ ଏସବୁ ଆପରେ ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ସବସ୍କ୍ରାଇବ କରିବା…

୧୦ ଟଙ୍କିଆ ନୂଆ ନୋଟର ପ୍ରଥମ ଝଲକ ! ସ୍ଥାନ ପାଇଛି କୋଣାର୍କ ଚକ, ଜାଣନ୍ତୁ ନୋଟର ସମ୍ପୂର୍ଣ୍ଣ ତଥ୍ୟ

କନକ ବ୍ୟୁରୋ : ବଜାରକୁ ଆସିଲା ନୂଆ ୧୦ ଟଙ୍କିଆ ନୋଟ । ଆରବିଆଇ ପକ୍ଷରୁ ଜାରି ହେଲା ୧୦ ଟଙ୍କିଆ ନୂଆ ନୋଟ । ଏଥିରେ କୋଣାର୍କ ମନ୍ଦିରର ଚକ ସ୍ଥାନ ପାଇଛି । ଏହି ନୋଟ ବର୍ତ୍ତମାନ ପ୍ରଚଳିତ ହେଉଥିବା ନୋଟ ଠାରୁ ସମ୍ପୂର୍ଣ୍ଣ ଅଲଗା । । ଏକ ରିପୋର୍ଟ ଅନୁସାରେ ଏଥିରେ ଗୁରୁତ୍ୱପୂର୍ଣ୍ଣ…