Daily Archives

December 28, 2017

ବିଭାଜିତ ହେବନି ବିଜେଡି, ଏକା ଲଢିବ ଦଳ : ନବୀନ

କନକ ବ୍ୟୁରୋ : ଦଳ ବିଭାଜନ ନେଇ ଭୟ ନାହିଁ । ଆଗାମୀ ୨୦୧୯ ନିର୍ବାଚନ ଏକାକୀ ଲଢିବ ବିଜୁ ଜନତା ଦଳ । ଏନେଇ ସ୍ପଷ୍ଟ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଅଳ୍ପ…

ବିନା ସଂଶୋଧନରେ ଲୋକସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ! କେଁ ପୂରାଇଥିଲା ବିଜେଡି, ସର୍ତ୍ତ…

କନକ ବ୍ୟୁରୋ : ଲୋକସଭାରେ ବିନା ସଂଶୋଧନରେ ପାରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ ତଲାକ୍ ବିଲ୍ । ଏବେ ଏହି ବିଲ ରାଜ୍ୟସଭାରେ ଆଗତ ହେବ । ପୂର୍ବରୁ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଏହି ବିଲ ଲୋକସଭାରେ ଆଗତ କରିଥିଲେ । ସେ କହିଥିଲେ ଏହା ସମାଜରେ ଥିବା ଏକ ଭୁଲ ବ୍ୟବସ୍ଥା, ଯେଉଁଥି…

ସଧବାଙ୍କୁ ବିଧବା ସଜାଇଲା ପାକିସ୍ତାନ ! କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କୁ ନିର୍ଯ୍ୟାତନା କଥା ଶୁଣି ସ୍ତବ୍ଧ ହୋଇଗଲା ସଂସଦ

କନକ ବ୍ୟୁରୋ : କୁଳଭୂଷଣର ମାଆ ଓ ପତ୍ନୀଙ୍କୁ ବିଧବା ସଜାଇଥିଲା ପାକିସ୍ତାନ । ଆଜି ସଂସଦରେ ବିବୃତି ରଖି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ମଥାରୁ ବିନ୍ଦି ଓ ବେକରୁ ମଙ୍ଗଳସୂତ୍ର କାଢି ନେବା ବେଳେ କୁଳଭୂଷଣଙ୍କ ମାଆ ଏନେଇ ପାକିସ୍ତାନୀ କର୍ମଚାରୀଙ୍କୁ ଏପରି ନକରିବାକୁ ଅନୁରୋଧ…

ମନ୍ତ୍ରୀଙ୍କ ସମୟଜ୍ଞାନକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଦର୍ଶକ ! ସକାଳେ କହିଥିଲେ, ଅପରାହ୍ନରେ ଆସିଲେ

କନକ ବ୍ୟୁରୋ : ମନ୍ତ୍ରୀ ଆସିଲେ ନାହିଁ ବୋଲି ଅଟକି ରହିଲା ଉଦଘାଟନୀ । ଦୀର୍ଘ ୪ ଘଂଟାର ବିଳମ୍ବ ପରେ ମନ୍ତ୍ରୀଙ୍କ ଦର୍ଶନ ମିଳିଲା ଏବଂ ଖେଳ ଆରମ୍ଭ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ବାରବାଟୀ ଷ୍ଟାଡିୟମରେ । ତିନି ଦିନିଆ ରାଜ୍ୟ ଆଥଲେଟିକ୍ ମିଟ୍ ପାଇଁ କ୍ରୀଡ଼ା…

ନେତାଙ୍କ ନଜରରେ କଣ ଥିଲା ୨୦୧୭ର ବଡ ଖବର ? ବିଜେଡି କହିଲା ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ଥିଲା…

କନକ ବ୍ୟୁରୋ : ୨୦୧୭ର ହିସାବ-ନିକାସ୍ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ପ୍ରଶାସକ ଭାବେ ଆଉଟଲୁକ୍ ଦ୍ୱାରା ପୁରସ୍କୃତ ହେବା ଖବରକୁ ସବୁଠୁ ଭଲ ଖବର ଭାବେ ଗ୍ରହଣ କରିଛି ବିଜେଡି । ଯାହାକୁ ନେଇ ଏକ ବଡ ଧରଣର ପ୍ରଚାର ବି ଦଳ ପକ୍ଷରୁ କରାଯାଇଥିଲା । ଦଳ ପକ୍ଷରୁ…