Daily Archives

December 27, 2017

୨୫୧ଜଣ ଝିଅଙ୍କୁ ବିବାହ କରାଇ ଚର୍ଚ୍ଚାରେ ହୀରା ବ୍ୟବସାୟୀ ! ଜନ୍ମ ନଦେଇବି ମହେଶ ସବାନୀ ତୁଲାଇଛନ୍ତି ବାପାର କର୍ତ୍ତବ୍ୟ

ସେ ଏମିତି ଜଣେ ବାପା । ଯାହାଙ୍କର ଅନେକ ଝିଅ । ହୃଦୟ ଖୋଲି ପ୍ରତି ବର୍ଷ ବାହା କରାନ୍ତି ସେମାନଙ୍କୁ । ଆଉ ତା’ସହ ଦିଅନ୍ତି ବହୁ ମୂଲ୍ୟବାନ ଜିନିଷ ଉପହାର । ନିଜ ଔରସ ଜାତ ଝିଅ ସେମାନେ ନହୋଇ ବି ସେମାନେ ପାଇଛନ୍ତି ବାପାର ସ୍ନେହ । କେବେ ବାପାର ଦାୟିତ୍ୱରେ ଅବହେଳା କରିନାହାଁନ୍ତି ସେ ।…

‘ଅପରେସନ ରାଧା’ରେ ସାମିଲ ଥିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପୁରସ୍କାର : ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା…

କନକ ବ୍ୟୁରୋ : ‘ଅପରେସନ ରାଧା’ର ସଫଳତା କେବଳ ଅଗ୍ନିଶମ ବିଭାଗର କେବଳ ମନୋବଳ ବୃଦ୍ଧି କରିନି ବରଂ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏପରି ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ବି.କେ.ଶର୍ମା । ଡିସେମ୍ବର ୨୫ ଦିନ ୩…

ସର୍ଜିକାଲ ଷ୍ଟ୍ରାଇକର ସବୁଠୁ ବଡ଼ ସତ ! ସେନାର ଜାଲରେ ଫସିଲେ ପାକିସ୍ତାନୀ ଯବାନ

କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀରରେ ସର୍ଜିକାଲ୍ ହମଲା ପରେ ନଜର ଆସିଛି ଭାରତର ପରିବର୍ତିତ ରଣନୀତି । ପୂର୍ବରୁ ରକ୍ଷଣାତ୍ମକ ଆଭିମୁଖ୍ୟ ଦେଖାଉଥିବା ସେନା ଦରକାର ପଡ଼ିଲେ ଆକ୍ରମଣାତ୍ମକ ନୀତି ଆପଣାଇବ ଓ ପାକିସ୍ତାନକୁ କଡ଼ା ଜବାବ ଦେବ ଏହା ପୁଣିଥରେ ସ୍ପଷ୍ଟ ହୋଇଛି । ବୀର ଯବାନଙ୍କ…

କଂସ ମହାରାଜାଙ୍କୁ ଘାରିଲା ମୃତ୍ୟୁର ଭୟ ! ବିଶ୍ୱର ସର୍ବବୃହତ ରଂଗମଂଚରେ ଆରମ୍ଭ ହେଲା କୃଷ୍ଣଙ୍କ ଲୀଳା

କନକ ବ୍ୟୁରୋ :  ମଥୁରା ନରେଶଙ୍କୁ ବିବ୍ରତ କରି ଦେଉଛି ଦୈବବାଣୀ । ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ, ମୃତ୍ୟୁ ଆଶଙ୍କା ବଢ଼ାଇ ଦେଉଥିବା ବେଳେ କଂସଙ୍କ ପ୍ରେରିତ ଜଣେ ପରେ ଜଣେ ରାକ୍ଷାସ ବୀରଙ୍କ ମୃତ୍ୟୁ ହେଉଛି । କଂସଙ୍କ ଆଜ୍ଞା ପାଇ ଗୋପପୁର ଗମନ କରିଥିବା, ପୁତନା, ବକା, ଶକଟା, ତୃଣା,…

ଝିଅକୁ ଦୁର୍ଷ୍କମ ଉଦ୍ୟମ ନେଇ ନିଜ ଦେହରେ ନିଆଁ ଲଗାଇ ଦେଲେ ଅସହାୟ ବାପ ! ନ୍ୟାୟ ପାଇଁ ବାରଦୁଆର ବୁଲୁଛନ୍ତି ଗରିବ…

କନକ ବ୍ୟୁରୋ :  ଝିଅର ସମ୍ମାନ ରକ୍ଷା କରିନପାରି ଅସହାୟ ବାପା ବାଛିନେଇଥିଲେ ଚରମ ପଦକ୍ଷେପ । ଅପମାନ ସହିନପାରି ନିଜ ଦେହରେ ଲଗାଇଦେଲେ ନିଆଁ । ଦେହର ୫୦ ଭାଗ ପୋଡିଯିବା ପରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ପରେ ବି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ । ନ୍ୟାୟ ପାଇଁ ଥାନା…